Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 24)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. ତକ ବାକ୍ୟରେ ଥିବା ରେଖାଙ୍କିତ ପଦଟି କେଉଁ ପ୍ରକାର, ଅବ୍ୟୟ ?
ବାତ୍ୟା ପୂର୍ବରୁ ହଠାତ୍ର ଆକାଶ ଲାଲ ହୋଇଗଲା ।
(A) କାଳବୋଧକ
(B) ସମ୍ଭାବନା ସୂଚକ
(C) ବିକକ୍ରାର୍ଥକ
(D) ଭାବସୂଚକ”
2. ଯେତିକି ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ।
ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?
(A) ସମ୍ଭାବନା ସୂଚକ
(B) ନିଷେଧାର୍ଥକୁ
(C) ପରିମାଣ ସୂଚକ
(D) ବିକଳାର୍ଥକ
3. ମାଆ ପରି ମୋର କିଏସେ ହେବ ? ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?
(A) ସମ୍ମତିସୂଚକ
(B) ଭାବବାଚକ
(C) ହେତୁବୋଧକ
(D) ସାଦୃଶ୍ୟବାଚକ
4. କହି ଲେ କୁଳ କୁଟୁମ୍ବକୁ ଲାଜ, ନ କହି ଲେ କୁଳ ଭାସିଯାଉଛି ।
ରେଖାଙ୍କିତ ପବଟି କେଉଁ ପ୍ରକାର ଅବ୍ୟୟ ?
(A) ସମାବନା ସୂଚକ
(B) ନିଷେଧାର୍ଥକ
(C) ବିକଳାର୍ଥକ
(D) ନିଶ୍ଚୟ ବୋଧକ
5. ନିମ୍ନରେ କେଉଁଟି ହେତୁ ବୋଧକ ଅବ୍ୟୟ ?
(A) ଆହେ
(B) ସୁତରା
(C) ପ୍ରାୟ
(D) ନା
6. ‘ଜାଣିବା’ କ୍ରିୟାପଦର ମୂଳ ସଂସ୍କୃତ ଧାତୁରୂପଟି କ’ଣ ?
(A) ଜାଣ
(B) ଜ୍ଞା
(C) ଜିଜ୍ଞାସା
(D) ଜି
7. ନିମ୍ନୋକ୍ତ ମଧ୍ୟରୁ କେଉଁଟି ତଦ୍ଭବ ଶବ୍ଦ ନୁହେଁ ?
(A) ଆଇ
(B) ନଈ
(C) ଜାମାତା
(D) ବୋଇତ
8. ଗଢ ଧାତୁର ପ୍ରୟୋଜକ ଧାତୁ ରୂପଟି କ’ଣ ?
(A) ଗଢ଼ିବା
(B) ଗଢ଼ା
(C) ଗଢ଼େଇବା
(D) ଗଢ଼ିଲା
9. ନିମ୍ନ ଉଦାହରଣରେ କେତୋଟି ଅକର୍ମକ କ୍ରିୟା ଅଛି ।
ମାରିବା, ପଢ଼ିବା, ଉଡ଼ିବା, ହସିବା, ମରିବା –
(A) ୨ଟି
(B) ୫ଟି
(C) ୪ଟି
(D) ୩ଟି
10. ମୁଁ ପଢଅଛି । — ରେଖାଙ୍କିତ ଶବ୍ଦପୁଞ୍ଜ କେଉଁ କ୍ରିୟାର ଅନ୍ତର୍ଗତ ?
(A) ସକର୍ମକ
(B) ଅକର୍ମକ
(C) ଦ୍ବିକର୍ମକ
(D) ସନ୍ଦେହାତ୍ମକ
Odia Grammar Mcq Expected Question – Part 2
11. ଦେବା, ପଚାରିବା, ହାଣିବା, ମାଗିବା । ଏହା ମଧ୍ୟରୁ କେତୋଟି ଦୁଇଟି କର୍ମ ଗ୍ରହଣ କରିପାରିବେ ?
(A) ଗୋଟିଏ
(B) ୨ଟି
(C) ୩ଟି
(D) ୪ଟି
12. ଖାଇଦେଲେ, ଭୋଜନ କଲେ, ଧରି ଆଣିଲେ, ଟେକିନିଆ ଶୟନ କଲେ ,
ଏହା ଭିତରେ କେତୋଟି ଯୌଗିକ କ୍ରିୟା ଅଛି ?
(A) ୩ଟି
(B) ଗୋଟିଏ
(C) ୪ଟି
(D) ସବୁଗୁଡ଼ିକ
13. ଓଡ଼ିଆ ଭାଷାରେ ଗଛ ଶବ୍ଦଟି କେଉଁ ଲିଙ୍ଗର ଅନ୍ତର୍ଭୁକ୍ତ ।
(A) ଫୁଲିଙ୍ଗ
(B) ସ୍ତ୍ରୀଲିଙ୍ଗ
(C) କ୍ରୀବଲିଙ୍ଗ
(D) କୌଣସିଟି ନୁହେଁ
14. ନିମ୍ନ ଉଦାହରଣରୁ କେଉଁଟି ବିଦ୍ୟାବତୀ’ର ବିପରୀତ ଲିଙ୍ଗ ?
(A) ବିଦୁଷ
(B) ବିଦ୍ୟାଧର
(C) ବିଦ୍ୟାବାନ୍
(D) ବିଦ୍ୱାନ
15. ନିମ୍ନ ଉଦାହରଣରୁ ଶିକ୍ଷକ’ର ଉପଯୁକ୍ତ ସ୍ତ୍ରୀଲିଙ୍ଗ ଶବ୍ଦଟି ବାଛ
(A) ଶିକ୍ଷୟତ୍ରୀ
(B) ଶିକ୍ଷୟିତ୍ରି
(C) ଶିକ୍ଷୟିତ୍ରୀ
(D) ଶିକ୍ଷୟୀତ୍ରି
Important Odia Grammar MCQ – Part 3 (Expected question)
16. ଭିନ୍ନ ଜାତୀୟ ଶବ୍ଦଟି ଚିହ୍ନାଅ ।
(A) ଦେବୀ
(B) ମାନବୀ
(C) ମାୟାବୀ
(D) ଦାନବୀ
17. ମନୁଷ୍ୟ ମରଣଶୀଳ । ଏଠାରେ ମନୁଷ୍ୟ କେଉଁ ବଚନ ?
(A) ଏକବଚନ
(B) ଦ୍ବିବଚନ
(C) ବହୁବଚନ
(D) କୌଣସିଟି ନୁହେଁ
18. କେଉଁ ଗୋଟିକ ବିଶେଷ୍ୟ ପଦ ?
(A) ମଗନ
(B) ଇଗନ
(C) ଭଜନ
(D) ଚେତନ
19. କେଉଁଟି ବିଶେଷଣ ପଦ ?
(A) ଆଗମନ
(B) ବିଭାଜନ
(C) ଅଚେତନ
(D) ପ୍ରସ୍ଥାନ
20. କେଉଁଟି ଅବ୍ୟୟ ପଦ ?
(A) ତାରା
(B) ପସରା
(C) ପରା
(D) କାରା
Latest Odia Grammar Mcq – Part 11
Answers |
1. A
2. C
3. D
4. B
5. B
6. B
7. A
8. C
9. A
10. A
11. C
12. A
13. B
14. D
15. C
16. C
17. C
18. C
19. C
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com