Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 25)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. ବାକ୍ୟରେ କ୍ରିୟା ପଦ ସହିତ ଯେଉଁ ପଦର ଅନ୍ଵୟ ଥାଏ ,ତାହାକୁ କ’ଣ କୁହାଯାଏ ?
(a) ବିଭକ୍ତି
(b) ସମାସ
(c) କାରକ
(d) ସର୍ବନାମ
2. ଓଡ଼ିଆ ଭାଷାରେ ବ୍ୟଞ୍ଜନ ବର୍ଣ୍ଣର କେତେ ଗୋଟି ଧ୍ୱନୀ ଅଛି ?
(a) ୩୮
(b) ୩୨
(c) ୩୯
(d) ୩୩
3.’ଧରାକୁ ସରା ମଣିବା ‘ରୂଢିଟିର ଅର୍ଥ କ’ଣ ?
(a) ସମସ୍ତଙ୍କୁ ମାନିବା
(b)କାହାକୁ ଖାତିର ନ କରିବା
(c) ଶାନ୍ତ ଶିଷ୍ଟ ହେବା
(d) ଅଭ୍ୟସ୍ତ ହେବା
4. ”ବିଜ୍ଞାନ ମନୁଷ୍ୟକୁ ଶକ୍ତିଶାଳୀ କରିଛି ,ତେଣୁ ସେ ଅଦ୍ଭୁତ କାର୍ଯ୍ୟ କରିପାରୁଛି “|ଉକ୍ତ ବାକ୍ୟଟିର ରୂପାନ୍ତରିତ ଦୃଷ୍ଟିରୁ କେଉଁ ବାକ୍ୟ ସ୍ଥିର କର ?
(a) ସରଳ
(b) ଜଟିଳ
(c) ମିଶ୍ର
(d) ଯୌଗିକ
5.”ପିଲା” କେଉଁ ଶବ୍ଦାବଳୀରୁ ଆନୀତ ସୂଚାଅ?
(a) ତାମିଲ
(b) ତେଲୁଗୁ
(c) କନ୍ନଡ଼
(d) ମାଲାୟାଲମ
6.”ନେତାର ବାର୍ତ୍ତା” କେଉଁ ସମ୍ଵନ୍ଧେ ଷଷ୍ଠୀ ବିଭକ୍ତିର ପ୍ରୟୋଗ ହୋଇଛି ନିର୍ଣ୍ଣୟ କର?
(a) କାର୍ଯ୍ୟ କାରଣ ସମ୍ବନ୍ଧ
(b) ଆଧାରଧେୟ ସମ୍ବନ୍ଧ
(c) ବିଶେଷଣ ସମ୍ବନ୍ଧ
(d) ବ୍ୟାପ୍ତି ସମ୍ବନ୍ଧ
7.’ଦିଗାମ୍ବର’ ପଦଟିରେ କେଉଁ ଅଶୁଦ୍ଧି ନିର୍ଣ୍ଣୟ କର?
(a) ସନ୍ଧିଗତ
(b) ବଚନଗତ
(c) ଷତ୍ୱବିଧିଗତ
(d) ଲିଙ୍ଗଗତ
8.”ସାରସ” ଶବ୍ଦଟିର ପ୍ରତିଶବ୍ଦ ଲେଖ |
(a) କୁଧର
(b) ଘଶ୍ର
(c) ପୟସ୍ଵିନୀ
(d) ବନଜ
9. ଛାତ୍ରଟି ନିପଟ ଅଳସୁଆ |ରେଖାଙ୍କିତ ପଦଟିର ବିଶେଷଣ ସ୍ଥିର କର |
(a) କ୍ରିୟା ବିଶେଷଣ
(b) ବିଶେଷଣର ବିଶେଷଣ
(c) କ୍ରିୟା ବିଶେଷଣର ବିଶେଷଣ
(d) ଗୁଣବାଚକ ବିଶେଷଣ
10.ଭିକାରି ପବନକୁ ପଇସା ମାଗିଲା |ଉକ୍ତ ବାକ୍ୟର କ୍ରିୟାର ରୂପ ସ୍ଥିର କର |
(a) ସକର୍ମକ
(b) ଅକର୍ମକ
(c) ଦ୍ବିକର୍ମକ
(d) ଏଗୁଡିକ ମଧ୍ୟରୁ କେଉଁଟି ବି ନୁହେଁ
Odia Grammar Mcq Expected Question – Part 2
11.ନିମ୍ନୋକ୍ତ ବାକ୍ୟମାନଙ୍କ ମଧ୍ୟରୁ ଏକବଚନକୁ ନିର୍ଣ୍ଣୟ କର |
(a) ବକପନ୍ତୀ ଆକାଶରେ ଉଡୁଛନ୍ତି |
(b) ହସ୍ତୀଯୂଥ ସହରରେ ପ୍ରବେଶ କରୁଛନ୍ତି |
(c) ମନୁଷ୍ୟ ମରଣଶୀଳ |
(d) ଛାତ୍ରଗଣ ନିର୍ବାଚନରେ ଭାଗ ନେଲେ |
12. ନିମ୍ନଲିଖିତ କାବ୍ୟମାନଙ୍କ ମଧ୍ୟରୁ କେଉଁଟି ଆଦି କାବ୍ୟ ନୁହେଁ?
(a) ଚଣ୍ଡିପୁରାଣ
(b) ବିଲଙ୍କା ରାମାୟଣ
(c) ଭାଗବତ
(d) ମହାଭାରତ
13.’ମନୋରଞ୍ଜନ’ ପଦଟିର ସନ୍ଧି ନିର୍ଣ୍ଣୟ କର |
(a) ମନର୍ + ରଞ୍ଜନ
(b) ମନଃ + ରଞ୍ଜନ
(c) ମନସ୍ + ରଞ୍ଜନ
(d) ମନ + ରଞ୍ଜନ
14.’ଅଧମାଙ୍ଗ’ ର ବିପରୀତାର୍ଥବୋଧକ ଶବ୍ଦ ଲେଖ |
(a) ଆଧାମାଙ୍ଗ
(b) ଉତ୍ତମାଙ୍ଗ
(c) ଊତ୍ତମାଙ୍ଗ
(d) ଉତମାଙ୍ଗ
15.’ମାୟାବୀ’ ପଦଟିରେ କେଉଁ ପ୍ରତ୍ୟୟ ଯୋଗ ହୋଇଛି ସୂଚାଅ?
(a) ଈ
(b) ଇ
(c) ବିନ୍
(d) ବିତ୍
Important Odia Grammar MCQ – Part 3 (Expected question)
16.କଥାଟା କାହିଁ ମତେ ଅଖାଡୁଆ ଲାଗୁଛି |ରେଖାଙ୍କିତ ପଦଟି କେଉଁ ଶବ୍ଦାବଳୀରୁ ଆନୀତ ସୂଚାଅ?
(a) ତତ୍ ସମ୍
(b) ତଦ୍ ଭବ
(c) ଦେଶଜ
(d) ବୈଦେଶିକ
17.”ବାତ୍ୟାରେ ଗଛରୁ ପତ୍ର ଝଡିଲା”|ଉକ୍ତ ବାକ୍ୟରେ ଅପାଦାନ କାରକକୁ ସ୍ଥିର କର |
(a) ବାତ୍ୟାରେ
(b) ଗଛରୁ
(c) ପତ୍ର
(d) ଝଡିଲା
18.’ଭାଳେଣି’ ଶବ୍ଦ କେଉଁ ପର୍ଯ୍ୟାୟର ଅଟେ ଚିହ୍ନଟ କର |
(a) କୃଦନ୍ତ
(b) ତଦ୍ଧିତ
(c) ସମାସ
(d) ବିଭକ୍ତି
19.’ବ୍ୟସନ’ ର ଉପଯୁକ୍ତ ଅର୍ଥ ଲେଖ |
(a) ନିଶା
(b) ପୃଥକ
(c) ବ୍ୟସ୍ତ
(d) ବ୍ୟର୍ଥ
20.ନିମ୍ନଲିଖିତ ମଧ୍ୟରୁ ଅଶୁଦ୍ଧି ସ୍ୱରଧ୍ୱନୀକୁ ସୂଚାଅ |
(a) ଈ
(b) ଇ
(c) ଏ
(d) ଓ
Latest Odia Grammar Mcq – Part 11
Answers |
1. C
2. A
3. B
4. D
5. C
6. C
7. A
8. D
9. B
10. C
11. C
12. C
13. B
14. B
15. C
16. C
17. B
18. A
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com