Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 26)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1.ରାତିରେ ପେଚା ଭ୍ରମଣ କରିଥାନ୍ତି |ରେଖାଙ୍କିତ ପଦଟିର କାରକ ସ୍ଥିର କର |
(a) କର୍ମ
(b) କରଣ
(c) ଅଧିକରଣ
(d) ଅପାଦାନ
2.’ପୋକଶୁଙ୍ଘା’ କେଉଁ ସମାସ ଅଟେ?
(a) ଦ୍ୱିଗୁ
(b) ତତ୍ପୁରୁଷ
(c) ନିତ୍ୟ
(d) କର୍ମଧାରୟ
3.ଅଶୁଦ୍ଧି ବାକ୍ୟକୁ ନିର୍ଣ୍ଣୟ କର |
(a) ଅନେକ ଲୋକମାନେ ମତ ପ୍ରଦାନ କରୁଛନ୍ତି |
(b) ଅଧିକାଂଶ ଲୋକଙ୍କର ରହିବାକୁ ଘର ନାହିଁ |
(c) ବହୁତ ପୁସ୍ତକ ଏଠାରେ ଅଛି |
(d) ଅନେକ ଲୋକ ସଭାରେ ଉପସ୍ଥିତ ଅଛନ୍ତି |
4.’ସଂସ୍କୃତି’ ର ସନ୍ଧି ନିର୍ଣ୍ଣୟ କର |
(a) ସତ୍ + କୃତି
(b) ସମ୍ + କୃତି
(c) ସଂ + କୃତି
(d) ସସ୍ + କୃତି
5.ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ‘ଅଭି’ ଉପସର୍ଗର ପଦ ସୂଚାଅ |
(a) ଉପବନ
(b) ଅଭିମାନ
(c) ଅପିହିତ
(d) ଅନୁତାପ
6.ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ଦ୍ଵନ୍ଦ ସମାସ ସ୍ଥିର କର |
(a) ପରସ୍ପର
(b) ଚତୁର୍ଭୁଜ
(c) ପଞ୍ଚବଟୀ
(d) ଅମୂଲ୍ୟ
7.ସେ ହାଟକୁ ଗଲା କିନ୍ତୁ ସଉଦା ଆଣିଲା ନାହିଁ |ରେଖାଙ୍କିତ ପଦଟିର ଅବ୍ୟୟ ସ୍ଥିର କର |
(a) ସଂଯୋଜକ
(b) ବିଯୋଜକ
(c) ଭାବବାଚକ
(d) ନିଷେଧାଧିକ
8.’ବାୟୁ’ ର ବିଶେଷଣ ରୂପ ସ୍ଥିର କର |
(a) ବାୟବୀୟ
(b) ବାୟୀକ
(c) ବାୟକ
(d) ବାତ
9.ସେ ଗୁଣର ଆଦର କରେ ————|ଶୂନ୍ୟସ୍ଥାନ ପୂରଣ କର |
(a) ଗୁଣାଦର
(b) ଗୁଣଗ୍ରହୀ
(c) ଗୁଣଗ୍ରାହି
(d) ଗୁଣାଦାର
10.ଅସଙ୍ଗତ ପଦକୁ ପୃଥକ କର |
(a) କ୍ରନ୍ଦନ
(b) କହୁଛି
(c) ଲିଖନ
(d) ଭ୍ରମଣ
Odia Grammar Mcq Expected Question – Part 2
11. “ଅମାପ” – ଏହା କାହାର ଏକ ପଦରୁପ ଚିହ୍ନାଅ?
A. ଯାହା କେହି ମାପି ପାରିବେ ନାହିଁ
B. ଯାହାର ମାପ ନାହିଁ
C. ଯାହାକୁ ମାପ କରିହେବ ନାହିଁ
D. ଯାହା ମାପ ହୋଇ ନାହିଁ
12. ଖଜୁରୀଗଛ ମୂଳରୁ ପାହାଚ ପାହାଚ | ରେଖାଙ୍କିତ ଶବ୍ଦ କେଉଁ କାରକ ଅଟେ ?
A. ସଂପ୍ରଦାନ କାରକ
B. ଅପାଦାନ କାରକ
C. କରଣ କାରକ
D. ଅଧିକରଣ କାରକ
13. ଅଧୋଗତି – ସନ୍ଧିବିଛେଦ କର |
A. ଅଧଃ + ଗତି
B. ଅଧଃ + ଅଗତି
C. ଅଧୋ + ଅଗତି
D. ଅଧୋ + ଗତି
14. ଭୋଜନ କରିବାର ଇଛା – ଏକ ପଦରେ କଣ ହେବ?
A. ମୀମାଂସା
B. ଶ୍ରୁତ
C. ଜଙ୍କିଳ
D. ବୁଭୁକ୍ଷା
15. “ଯାତ” ଶବ୍ଦ ର ଅର୍ଥ କଣ?
A. ଜନ୍ମ
B. ପର୍ବ
C. ଶେଷ
D. ବିନାଶ
Important Odia Grammar MCQ – Part 3 (Expected question)
16. ଘୋଡାର ପ୍ରତିଶବ୍ଦ କଣ?
A. ହୟ
B. କୌଣପ
C. କର୍ବୁର
D. ଶ୍ଵାନ
17. ମାର୍କୋନି ରେଡ଼ିଓ ଉଦଭାବନ କରିଥିଲେ | ଏହି ବାକ୍ୟରେ କର୍ମକାରକ ଚିନ୍ହାଅ ?
A. ମାର୍କୋନି
B. ରେଡ଼ିଓ
C. ଉଦଭାବନ
D. କରିଥିଲେ
18. ଆକାଶର ପ୍ରତିଶବ୍ଦ କଣ?
A. ଅମ୍ବର
B. ଚିତ୍ରଭାନୁ
C. ଆଳୟ
D. ଆଗାର
19. ‘ଅନ୍ଧର ଲଉଡି ‘ ରୂଢିର ଅର୍ଥ କଣ ?
A. ଅସହାୟର ସହାୟ
B. ନିଷ୍ଫଳ ପ୍ରାର୍ଥନା
C. କ୍ଷୀଣ ଆଶ୍ରୟ
D. ଅତି ପ୍ରିୟ
20. ଶୁଦ୍ଧ ବନାନ ଥିବା ଶବ୍ଦ ଦୁଇଟି ବାଛ |
A. ସାହାସ, ସାହାର୍ଯ୍ୟ
B. ସାହସ, ସାହାର୍ଯ୍ୟ
C. ସାହାସ, ସାହାଯ୍ୟ
D. ସାହସ, ସାହାଯ୍ୟ
Latest Odia Grammar Mcq – Part 11
Answers |
1. C
2. C
3. A
4. B
5. B
6. A
7. B
8. A
9. B
10. B
11. C
12. B
13. A
14. D
15. B
16. A
17. B
18. A
19. A
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com