Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 27)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. ସଠିକ୍ ବାକ୍ୟଟି ବାଛ ।
A. ମୁଷା ଗଣେଶଙ୍କ ବାହନ ଅଟେ
B. ମୁଷା ଗଣେଷଙ୍କ ବାହନ ଅଟେ
C. ମୄଶା ଗଣେଶଙ୍କ ବାହନ ଅଟେ
D. ମୁସା ଗଣେଶଙ୍କ ବାହାନ ଅଟେ
2. କେଉଁଟି ଶୁଦ୍ଧ ଶବ୍ଦ?
A. ପୂର୍ବାହ୍ନ
B. ପୁର୍ବର୍ହ୍ନ
C. ପୂର୍ବାହନ
D. ପୂର୍ବହ୍ଣ
3. ପଦ୍ମ ନାଭିରେ ଯାହାର | ଏକ ପଦରେ ପ୍ରକାଶ କରି ଲେଖ?
A. ନାଭପଦ୍ମ
B. ପଦ୍ମନାଭୀ
C. ନାଭୀପଦ୍ମ
D. ପଦ୍ମନାଭ
4. ପୂତ ଶବ୍ଦ ର ଅର୍ଥ କଣ?
A. ପୁଅ
B. ପବିତ୍ର
C. ପୂର୍ଣ୍ଣ
D. ପୋତିବା
5. ବିଶେଷ୍ୟ ପଦକୁ କେତେ ଭାଗରେ ବିଭକ୍ତ କରାଯାଇଛି?
A. 4
B. 2
C. 5
D. 3
6. “ପ୍ରସାଦ” ଶବ୍ଦର ସଠିକ ଅର୍ଥ ବାଛ |
A. ଠାକୁରଙ୍କ ଭୋଗ
B. ବଡ କୋଠା ଘର
C. ବଡ ମନ୍ଦିର
D. ଭୋଗ ରନ୍ଧା ହେଉଥିବା ଘର
7. “ଅପ ସଂସ୍କୃତି” ର ଅର୍ଥ କଣ?
A. ଅପ ଅଟେ ସଂସ୍କୃତି
B. ଅପର ସଂସ୍କୃତି
C. ଅପ ଓ ସଂସ୍କୃତି
D. ସଂସ୍କୃତିର ସମାହାର
8. କେଉଁଟି ପଦ୍ମର ପ୍ରତିଶବ୍ଦ ନୁହେଁ?
A. ସରିତ
B. ଅମ୍ବୁଜ
C. ସାରସ
D. ପଙ୍କେରୁହ
9. “ଦେଶକେ ଫାଙ୍କ୍ ନଈକେ ବାଙ୍କ୍” ଲୋକବାଣୀ ର ଅର୍ଥ କ’ ଣ?
A. ବାହାର ସୌନ୍ଦର୍ଯ୍ୟ ଭିତରେ ନଥିବା
B. ଭିନ୍ନ ସ୍ଥାନରେ ଭିନ୍ନ ଚଳଣି
C. ସବୁସ୍ଥାନରେ ଖାପଖୁଆଇ ଚଳିବା
D. ପ୍ରକୃତି ବଦଳେ ନାହିଁ
10. କେଉଁଟି ଗୁଣବାଚକ ବିଶେଷଣ?
A. ସରଳ ଲୋକ
B. ଦରିଦ୍ର ବାଳକ
C. ସାମାନ୍ୟ କଥା
D. ତେର ମିଟର
Odia Grammar Mcq Expected Question – Part 2
11. ଧୋବାକୁ ଲୁଗାଦିଅ । ଏଥରେ କାରକକୁ ଚିହ୍ନାଅ।
(A) କର୍ମକାରକ
(B) ସଂପ୍ରଦାନ ଚତୁର୍ଥୀ
(C) ନିବାରଣେ ଚତୁର୍ଥୀ
(D) ସମ୍ବନ୍ଧେଷଷ୍ଠୀ
12. ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପ୍ରଥମେ ଥାଏ ଏବଂ ସମାସ ନିଷ୍ପନ୍ନ ପଦ ସମଷ୍ଟିକୁ ବୁଝାଏ, ତାହାକୁ କେଉଁ ସମାସ କହନ୍ତି?
(A) ଦ୍ଵିଗୁ
(B) କର୍ମଧାରୟ
(C) ଦ୍ଵନ୍ଦ୍ଵ
(D) ତତପୁରୁଷ
13. ‘ବଟୁଆ’ ଶବ୍ଦଟି କେଉଁ ଶବ୍ଦଭଣ୍ଡାରର ଅନ୍ତର୍ଗତ?
(A) ତଦ୍ଭବ
(B) ତତ୍ସମ
(C) ଦେଶଜ
(D) ବୈଦେଶିକ
14. ଗଛରୁ ଆମ୍ବ ପଡ଼ୁଛି । ଏଥିରେ କାରକୁ ଚିହ୍ନାଅ।
(A) ଅପାଦାନ
(B) ଅଧିକରଣ
(C) କର୍ମ
(D) ସଂପ୍ରଦାନ
15. ଜଗନ୍ନାଥ ଦାସ ସପ୍ନରେ ଦେଖୁଲେ ଠିକ୍ ଯେମିତି ନିଜେ ଜଗନ୍ନାଥ ତାଙ୍କ ସମ୍ମୁଖରେ ଠିଆହୋଇଛନ୍ତି । ଏଥରେ କେଉଁ ବିଶେଷଣ ହୋଇଛି ?
(A) ଅବ୍ୟୟ ବିଶେଷଣ
(B) ବିଧେୟ ବିଶେଷଣ
(C) କ୍ରିୟା ବିଶେଷଣ
(D) ବାକ୍ୟ ବିଶେଷଣ
Important Odia Grammar MCQ – Part 3 (Expected question)
16. ‘କୋକିଳ’ ଶବ୍ଦଟି କେଉଁ ଶ୍ରେଣୀର ଅନ୍ତର୍ଗତ?
(A) ସଂସ୍କୃତ
(B) ଦ୍ରାବିଡ
(C) ଯାବନିକ
(D) ଓଡ଼ିଆ
17. ରାଜଉଦ୍ୟାନଟି ସବୁବେଳେ ଫୁଲଫଳରେ ପରିପୂର୍ଣ୍ଣ । ଏଥୁରେ କେଉଁଟି ସମାସନିଷ୍ପନ୍ନ ପଦ ଚିହ୍ନାଅ।
(A) ରାଜଉଦ୍ୟାନ
(B) ସବୁବେଳେ
(C) ଫୁଲଫଳ
(D) ପରିପୂର୍ଣ୍ଣ
18. କାରକ କେତେ ପ୍ରକାରର?
(A) ୪
(B) ୫
(C) ୬
(D) ୭
19. କେଉଁଟି ଅର୍ଦ୍ଧସ୍ଵର?
(A) ଔ
(B) ଏ
(C) ୟ
(D) ଶ
20. ଗୃହକୁ ଆଗତ ବନ୍ଧୁଙ୍କର ଯଥୋଚିତ ସେବାକର । ଏଥିରେ କେଉଁ ବିଭକ୍ତି ରହିଛି?
(A) ଦ୍ବିତୀୟ ଷଷ୍ଠୀ
(B) ପଞ୍ଚମୀ ଷଷ୍ଠୀ
(C) ତୃତୀୟା ଚତୁର୍ଥୀ
(D) ଚତୁର୍ଥୀ ପଞ୍ଚମୀ
Latest Odia Grammar Mcq – Part 11
Answers |
1. A
2. A
3. D
4. B
5. C
6. A
7. A
8. A
9. B
10. A
11. B
12. A
13. C
14. A
15. A
16. A
17. C
18. C
19. C
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com