Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 28)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. କେଉଁଟି ଲୋଡିତଂ ଧ୍ଵନି?
(A) ଢ଼
(B) ଯ
(C) ର
(D) ଶ
2. କେଉଁଟି ଅଘୋଷ ଅଳ୍ପପ୍ରାଣ?
(A) O
(B) କ
(C) ଜ
(D) ଝ
3. ପ୍ରବଳ ଇଚ୍ଛାଶକ୍ତି, କର୍ମନିଷ୍ଠା, ଦୃଢ଼ମନୋବଳ ପାଖରେ ପ୍ରତ୍ୟେକ ପ୍ରତିବନ୍ଧକ ପରାଜୟ ବରଣ କରେ। ଏଥିରେ ତତ୍ପୁରୁ ସମାସ ହୋଇଛି ।
(A) ଠିକ୍
(B) ଭୁଲ୍
(C) କିଛି ନୁହେଁ
(D) ଅନ୍ୟକିଛି ହୋଇପାରେ
4. ଯେଉଁ ବିଶେଷଣ ଅନ୍ୟଏକ ବିଶେଷଣର ଗୁଣ, ମାତ୍ରା ଓ ଅବସ୍ଥାର ଆଧକ୍ୟକୁ ପ୍ରକାଶ କରେ ତାହାକୁ କେଉଁ ବିଶେଷଣ କୁହାଯାଏ ?
(A) କ୍ରିୟାବିଶେଷଣ
(B) ସର୍ବନାମ ବିଶେଷଣ
(C) ବିଧେୟ ବିଶେଷଣ
(D) ବିଶେଷଣର ବିଶେଷଣ
5. ପକ୍ଷୀଟିଏ ଆକାଶରେ ଉଡୁଛି । ଏଥିରେ କେଉଁ କାରକ ହୋଇଛି?
(A) କର୍ତ୍ତା କାରକ
(B) ଅପାଦାନ କାରକ
(C) କର୍ମକାରକ
(D) ସଂପ୍ରଦାନ କାରକ
6. ରୋଗୀଟି ଜୋରରେ କାଶୁଛି । ଏଥିରେ କେଉଁଟି ବିଶେଷ୍ୟପଦ ଚିହ୍ନାଅ?
(A) ରୋଗୀଟି
(B) ଜୋରରେ
(C) କାଶୁଛି
(D) କିଛି ନୁହେଁ
7. “ମାଆ ପିଲାକୁ ଜହ୍ନ ଦେଖାଇଛନ୍ତି” । ଏହି ବାକ୍ୟରେ ପ୍ରେରଣାର୍ଥକ କର୍ତ୍ତା କିଏ?
A) ମାଆ
B) ଦେଖାଉଛନ୍ତି
C) ପିଲାକୁ
D) କହ୍ନ
8. ‘ଗ୍ରାମାନ୍ତର’ କି ପ୍ରକାର ସମାସ?
A) ଦ୍ଵିଗୁ
B) କର୍ମଧାରୟ
C) ଦ୍ଵନ୍ଦ୍ଵ
D) ତତପୁରୁଷ
9. ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦ୍ଵିତୀୟା ବିଭକ୍ତ ବହୁବଚନରେ କ’ଣ ପ୍ରୟୋଗ କରାଯାଇଥାଏ?
A) ନ୍ତ
B) ‘ଏ’
C) ‘ଟା’
D) ‘ଟି’
10. ସମକାରକ ପବିବୃୟ ମଧ୍ୟରେ କେଉଁ ‘ବିରାମ ଚିହ୍ନ’ର ବ୍ୟବହାର କରାଯାଏ?
A) ଡ୍ୟାସ
B) ସେମି କଲୋନ୍
C) ପୂଣ୍ଣଚ୍ଛେଦ
D) କମା
Odia Grammar Mcq Expected Question – Part 2
11. କେଉଁଟି ମଧ୍ୟକେନ୍ଦ୍ରୀୟ ସରଧ୍ଵନି?
A) ଈ
B) ଉ
C) ଆ
D) ଏ
12. ‘ୟ’ର ଉଚ୍ଚାରଣ ବିଧି ନିୟମ କ’ଣ?
A) ‘ସ’ ଶବ୍ଦର ନରହିଲେ
B) କୌଣସିଟି ନୁହେଁ
C) ‘ସ’ ଆଦାରେ ନରହି ଅନ୍ୟତ୍ର ରହିଲେ
D) ‘ସ’ ଶବ୍ଦ ଆଦ୍ୟରେ ରହିଲେ
13. ‘ଅଭଡ଼ା’- ଏଠାରେ କି ପ୍ରକାରର ଅଶୁଦ୍ଧି ଅଛି?
A) ଲିଂଗଗତ
B) ବଚନଗତ
C) ସନ୍ଧିଗତ
D) ବନାନଗତ
14. ସଂପର୍କ ଅନୁଯାୟୀ ‘କାରକ’ କେତେ ଭାଗରେ ବିଭକ୍ତ?
A) ଛଅ
B) ସାତ
C) ଚାରି
D) ପାଞ୍ଚ
15. ‘ପାଣିଚିଆ’ କେଉଁ ଅର୍ଥରେ ତଦ୍ଧିତ ପଦ ହୋଇଛି।
A) ଅଧିକାର
B) ସାଦୃଶ୍ୟ
C) ଅଛି
D) ଆଦର
Important Odia Grammar MCQ – Part 3 (Expected question)
16. ରୋଗୀକୁ ଔଷଧ ଦିଅ। ରେଖାଙ୍କିତ ପଦଟି କେଉଁ ବିଭକ୍ତି?
A) ଅସମାପିକା କ୍ରିୟାଲୋପେ ପଂଚମୀ
B) ଭାବେ ସପ୍ତମୀ
C) ନିବାରଣାର୍ଥେ ଚତୁର୍ଥୀ
D) ପଟୁଶବ୍ଦ ଯୋଗେ ପଂଚମୀ
17. କେଉଁ ପଦ କାରକର ଅନ୍ତର୍ଗତ ନୁହେଁ?
A) କର୍ତ୍ତା ପଦ
B) ସମ୍ବନ୍ଧ ପଦ
C) କ୍ରିୟା ପଦ
D) ପଦାନ୍ଵୟୀ ଅବ୍ୟୟ
18. କେଉଁ ଅକ୍ଷରଟି ସଂଯୁକ୍ତ ଘର ଧ୍ଵନି?
A) ଈ
B) ଊ
C) ଏ
D) ଐ
19. ଶୁଦ୍ଧ ଶବ୍ଦଟିକୁ ଚିହ୍ନଟ କର ।
A) ବିସସ
B) ଧୃବ
C) ଦ୍ବନ୍ଦ
d) ନୀରଦ
20. ନିଷ୍କାମ ଶବ୍ଦର ବିପରୀତାର୍ଥ ବୋଧକ ଶବ୍ଦ କେଉଁଟି ?
A) ସକାମ
B) ସାକମ
C) ସକର୍ମ
D) ସାକାମ
Latest Odia Grammar Mcq – Part 11
Answers |
1. A
2. B
3. A
4. D
5. A
6. A
7. A
8. B
9. A
10. D
11. B
12. C
13. D
14. A
15. B
16. C
17. B
18. D
19. D
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com