Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 29)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. ‘କଅଁଳ’ ଶବ୍ଦର ମୂଳ ସଂସ୍କୃତ ଶବ୍ଦ କ’ଣ?
A) କୋମଳିଆ
B) କଅଁଳା
C) କୋମଳ
D) କଅଁଳିଆ
2. ପିଲାଟି ଖାଇସାରି ସ୍କୁଲକୁ ଯିବ । ରେଖାଙ୍କିତ କ୍ରିୟାଟି କେଉଁ କ୍ରିୟା?
A) ସମାପିକା କ୍ରିୟା
B) ମିଶ୍ର କ୍ରିୟା
C) ଅମିଶ୍ର କ୍ରିୟା
D) ଅସମାପିକା କ୍ରିୟା
3. ଆମ ବ୍ୟାକରଣରେ କେତେଗୋଟି ‘ଉପସର୍ଗ’ ରହିଛି?
A) 90
B) ୧୫
C) ୧୦
D) 9୫
4. ‘ଅଲଗୁଣୀ’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ?
A) ଆଲମ୍ବିନୀ
B) ଆଲମ୍ବ
C) ଅଲଣୀ
D) ଆଲଣା
5. ସୈନ୍ୟମାନେ ଅସ୍ତ୍ର ଧର – ଧର କି ପ୍ରକାର କ୍ରିୟା?
A) ଅସମାପିକା
B) ସମାପିକା
C) ସକର୍ମକ
D) ଅକର୍ମକ
6. କେଉଁଟି ଧ୍ୱନ୍ୟାତ୍ମକ ଶବ୍ଦ?
A) ଫରଫର
B) କାମଦାମ
C) ବାସନକୁସନ
D) ଘରଫର
7. କେଉଁ ଶବ୍ଦଟି ‘କୁମ୍ଭୀର’ ଶବ୍ଦର ଏକାର୍ଥବୋଧକ ଶବ୍ଦ ।
A) ବଳିଲୁକ୍
B) ପରଭୂତ୍
C) ବଳିପୁଷ୍ପ
D) ନକ୍ର
8. ‘ଅଳପ ଧନ ବିକଳ ମନ’- ଏହି ଋଢିଟିର ଅର୍ଥ କ’ଣ?
A) ଦରିଦ୍ର ଲୋକର ଚିନ୍ତା
B) ଉପେକ୍ଷା କରିବା
C) ଖୁବ୍ କଷ୍ଟ କଥା
D) ଦୁଃଖ ଉପରେ ଦୁଃଖ
9. ‘ଦାନ୍ତରେ କୂଟା ଦେବା’ ଋଢିଟିର ଅର୍ଥ କ’ଣ?
A) ଦୋଷ ସ୍ୱୀକାର କରିବା
B) ସମସ୍ୟାରେ ପଡ଼ିବା
C) ଥକିଯାଇ ଶୋଇବା
D) ଭଲ ପାଇବା
10. ‘ନିଃସନ୍ଦେହ’ ଶବ୍ଦଟିରେ ବ୍ୟବହୃତ ‘ନିର’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ଉତ୍କର୍ଷ
B) ବିରୋଧ
C) ଅତିଶୟ
D) ନିମ୍ନ
Odia Grammar Mcq Expected Question – Part 2
11. କେଉଁଟି ତଦ୍ଧିତ ପଦ?
A) ଉଠାଣି
B) ଜଳନ୍ତା
C) ମିଶାଣ
D) ଧନଶାଳୀ
12. ‘ରାମ ଓ ହରି ଦୁଇ ଭାଇ’ । ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର ।
A) ବସ୍ତୁ ବାଚକ
B) କ୍ରିୟା ବାଚକ
C) ବ୍ୟକ୍ତି ବାଚକ
D) ଗୁଣ ବାଚକ
13. ଏମନ୍ତ ଭୂଇଁ। ‘ଏମନ୍ତ’ ଶବ୍ଦଟି କେଉଁ ପଦ?
A) ସାର୍ବନାମିକ ବିଶେଷଣ
B) ଅବସ୍ଥାବାଚକ ବିଶେଷଣ
C) ଗୁଣ ବାଚକ ବିଶେଷଣ
D) ସାମ୍ବନ୍ଧିକ ବିଶେଷଣ
14. ‘ଅତିବୃଷ୍ଟି’ ଓ ‘ଶେଷ’ ଶବ୍ଦକୁ ପଦରେ ପ୍ରକାଶ କର ।
A) ସମାପ୍ତ-ପରିସମାପ୍ତ
B) ଈତି-ଇତି
C) ଅଭାବ-ଦୁର୍ଭିକ୍ଷ
D) ଆଦ୍ୟ-ସମାପ୍ତ
15. ‘ସଅଳ’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) ଅସକଳ
B) ସକଳ
C) ଉଜୁର
D) ଅସଅଳ
Important Odia Grammar MCQ – Part 3 (Expected question)
16. ମନ୍ଦ, ନିନ୍ଦା, ଦୁଃଖ, ନିଷିଦ୍ଧ ଅର୍ଥରେ କେଉଁ ଉପସର୍ଗ ବ୍ୟବହୃତ ହୋଇଥାଏ?
A) ଦୂର
B) ଅବ
C) ପରି
D) ପ୍ରତି
17. ନନ୍ଦିତା ନଦୀରୁ ପାଣି ଆଣିଲା – ଏ ଭକ୍ତିରେ କେଉଁ ପଦଟି ଅପାଦାନ କାରକ ?
A) ଆଣିଲା
B) ନନ୍ଦିତା
C) ନଦୀରୁ
D) ପାଣି
18. ‘ଔଦାର୍ଯ୍ୟ’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) ଅକାର୍ଯ୍ୟ
B) ସୁକାର୍ଯ୍ୟ
C) କାର୍ପଣ୍ୟ
D) ଅଧର୍ଯ୍ୟ
19.କେଉଁ ବର୍ଗ ସଂଯୁକ୍ତ ହେଲେ ‘ନ୍’, ‘ଣ୍’ ହୁଏ ନାହିଁ।
A) ଟ
B) ଚ
C) କ
D) ତ
20. ‘ପାତିମାଙ୍କଡ଼’ ଶବ୍ଦରେ ‘ପାତି’ ଅବ୍ୟୟ କେଉଁ ଅର୍ଥରେ ବ୍ୟବହୃତ ହୋଇଛି?
A) ନଞ୍ଚ୍ ଅର୍ଥରେ
B) ମନ୍ଦ ଅର୍ଥରେ
C) ବିପରୀତ ଅର୍ଥରେ
D) କ୍ଷୁଦ୍ରାର୍ଥରେ
Latest Odia Grammar Mcq – Part 11
Answers |
1. C
2. D
3. A
4. A
5. A
6. A
7. D
8. A
9. A
10. C
11. D
12. C
13. A
14. B
15. C
16. A
17. C
18. C
19. D
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com