Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 32)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. କ୍ରିୟା ଏକାଧିକ ପଦର ମିଳନରେ ଗଢ଼ାହେଲେ ତାହାକୁ କ’ଣ କୁହାଯାଏ?
A) ସକର୍ମକ କ୍ରିୟା
B) ଦ୍ଵିକର୍ମକ କ୍ରିୟା
C) ଅମିଶ୍ର କ୍ରିୟା
D) ମିଶ୍ର କ୍ରିୟା
2. ‘ହାତ କରିବା’ – ଏହି ଋଢିଟିର ଅର୍ଥ କ’ଣ?
A) କୌଶଳରେ ଆୟତ୍ତ କରିବା
B) କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା
C) କୌଶଳରେ ଜୀବିକାରୁ ଉଚ୍ଛେଦ କରାଇବା
D) ନେହୁରା ହେବା
3. କେଉଁଟି ବିଶେଷ୍ୟର ବିଶେଷଣ?
A) ଖୁବ୍ ଭଲ
B) ହଜିଲା ଧନ
C) ଲାଭ କମ୍
D) ସତ୍ୟବାଦୀ ଲୋକ
4. ସଂସ୍କୃତ ‘ଅଲକ୍ତକ’ ଶବ୍ଦ ଓଡ଼ିଆରେ କେଉଁ ଶବ୍ଦରୂପେ ବ୍ୟବହୃତ ହୁଏ?
A) ନୀଳବର୍ଣ୍ଣ
B) ରକ୍ତିମବର୍ଣ୍ଣ
C) ଅଳତା
D) ରକ୍ତ
5. କେଉଁଟି ସଠିକ ଶବ୍ଦ ନିରୂପଣ କର ।
A) ସାର୍ବଜନୀନ
B) ସର୍ବଜନୀନ
C) ସାର୍ବଜନିନ
D) ସର୍ବଜନିନ
6. ‘ଇନ୍ଦ୍ରିୟାସକ୍ତ’ ଶବ୍ଦର ବିପରୀତ ଶବ୍ଦ ଲେଖ ।
A) ଅଇନ୍ଦ୍ରିୟାସକ୍ତ
B) ଅନାସକ୍ତ
C) ଆସର୍
D) ଜିତେନ୍ଦ୍ରିୟ
7. ‘ବାସୁକି’, ‘ଐରାବତ ହସ୍ତୀ’,ପୁଷ୍ପବିଶେଷ ଭଳି ନାନାର୍ଥବୋଧକ ଶବ୍ଦର ଏକ ପ୍ରତିଶବ୍ଦ ଲେଖ।
A) କାମରାଜ
B) ନାଗେଶ୍ଵର
C) ଅପରାଜିତା
D) ନାଗରାଜ
8.କେତେଗୁଡ଼ିଏ ପଦ ମିଳିତ ହୋଇ ମନର ଭାବ ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହା କ’ଣ ହୁଏ?
A) ଅଳଂକାର
B) ବାକ୍ୟ
C) ସମାସ
D) ବିଭକ୍ତି
9. ‘ଜମାନବନ୍ଦୀ’ କେଉଁ ପ୍ରକାର ଶବ୍ଦ?
A) ଦେଶଳ
B) ତୁର୍କୀ
C) ପାର୍ସୀ
D) ଆରବୀ
10. ‘ପ୍ର’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୋଇଥାଏ?
A) ପରିବର୍ତ୍ତନ
B) ଆଧିକ୍ୟ
C) ଅଭାବ
D) ନିଶ୍ଚୟ
Odia Grammar Mcq Expected Question – Part 2
11. ‘ସର୍ବଦା ଜାଗ୍ରତ ରୁହ’ – ଏହି ବାକ୍ୟରେ କାଳବୋଧକ ଅବ୍ୟୟ କିଏ?
A) ଜାଗ୍ରତ
B) ସର୍ବଦା
C) କୌଣସିଟି ନୁହେଁ
D) ଗୃହ
12. ସମାସ କିପରି ହୁଏ?
A) ଦୁଇ ବା ଅଧୁକ ବାକ୍ୟର ମିଳନ ହେଲେ
B) ପରସ୍ପର ସଂପର୍କ ଥିବା ଏକାଧିକ ପଦ ଯୋଡ଼ି ଏକପଦ ହେଲେ
C) ଏକାଧୂକ ବାକ୍ୟର ସଂପର୍କ ସଜ୍ଜୀକରଣ
D) ସଂପର୍କହୀନ ପଦମାନଙ୍କୁ ଯୋଡ଼ି ସଂପର୍କ ପ୍ରତିଷ୍ଠା କରେ
13. କାବେରୀକୁ ଦକ୍ଷିଣ ଭାରତର ଗଙ୍ଗା କହନ୍ତି । ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର।
A) ଗୁଣ ବାଟକ
B) ବସ୍ତୁ ବାଚକ
C) ବ୍ୟକ୍ତି ବାଚକ
D) କାତି ବାଚକ
14. ‘ଅନୁଜ’ ଶବ୍ଦରେ ‘ଅନୁ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ପଶ୍ଚାତ୍
B) ମନ୍ଦ
C) ଦୁଃଖ
D) ନିନ୍ଦା
15. ‘ଏକା ମାଧିଆ ବାଇଶି ଫଳ’ ଉକ୍ତିର ଅର୍ଥ କ’ଣ?
A) ଜଣକୁ ସମ୍ଭାଳିବା କଷ୍ଟ
B) ସ୍ମରଣୀୟ ବ୍ୟକ୍ତି
C) ଯୋଗ୍ୟ ବ୍ୟକ୍ତି
D) ଉପରେ ପଡ଼ି କହିବା
Important Odia Grammar MCQ – Part 3 (Expected question)
16. ‘ଝିଅ ଦେବା’ କେଉଁ ପ୍ରକାରର ରୁଢି?
A) ଉପମାଯୁକ୍ତ
B) କ୍ରିୟାଯୁକ୍ତ
C) ସାଧାରଣ
D) କ୍ରିୟାହୀନ
17. ‘ନିରୀଶ୍ୱର’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) ଈଶ୍ୱର
B) ଈଶ୍ୱରହୀନ
C) ସତ୍ତାହୀନ
D) ଅନୀଶ୍ୱର
18. ‘ଆବୁଆଛାଟି କହିବା’ ରୁଢି ର ଅର୍ଥ କ’ଣ?
A) କାଳ୍ପନିକ କଥା କହିବା
B) ଏକମାତ୍ର ସହାୟ
C) ସବୁ ଶେଷ ହେବା
D) କଳଂକ ଲାଗିବା
19. ମୁଖଗହ୍ଵରର ସର୍ବୋଚ୍ଚ ସ୍ଥାନ ଭାବେ କାହାକୁ ଗ୍ରହଣ କରାଯାଏ?
A) ମୃଦ୍ଧା
B) ଶ୍ଵାସନଳୀ
C) ଓଷ୍ଠ
D) ଦାନ୍ତ
20. ଚାଉଳରୁ ଜାତ ହୁଏ । ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର ।
A) ଗୁଣ ବାଚକ
B) କ୍ରିୟା ବାଚକ
C) ଜାତି ବାଚକ
D) ବସ୍ତୁ ବାଚକ
Latest Odia Grammar Mcq – Part 11
Answers |
1. D
2. A
3. D
4. C
5. A
6. D
7. B
8. B
9. C
10. B
11. B
12. B
13. D
14. A
15. A
16. B
17. A
18. A
19. A
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com