Odia Grammar MCQ For Online Test 2022
Probable Odia Grammar MCQ For Online Test (Part 36)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Online Test
Questions |
1. ଭୋଜନ ପରେ ଟିକିଏ ବିଶ୍ରାମ ଆବଶ୍ୟକ । ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର ।
A) ଗୁଣ ବାଚକ
B) ବସ୍ତୁ ବାଚକ
C) ଜାତି ବାଚକ
D) କ୍ରିୟା ବାଚକ
2. ‘ଦୀପଟି ମିଂଜିମିଂଜି ଜଳୁଛି।’ ରେଖାଙ୍କିତ ପଦଟି କେଉଁ ପଦ?
A) ବିଶେଷଣର ବିଶେଷଣ
B) ଅବସ୍ଥାବାଚକ ବିଶେଷଣ
C) କ୍ରିୟା ବିଶେଷଣ
D) ଅବ୍ୟୟର ବିଶେଷଣ
3. କେଉଁଟି ପରିମାଣବାଚକ ବିଶେଷଣ?
A) ବାର ମିଟର
B) ଦରିଦ୍ର ଲୋକ
C) ବହୁତ ଲାଭ
D) ଷଷ୍ଠ ଧାଡ଼ି
4. ‘ନିଷ୍କପଟ’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) କପଟୀ
B) କପଟ
C) ଅକପଟ
D) ନିକପଟ
5. ‘ପ୍ର’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୋଇଥାଏ?
A) ଅଭାବ
B) ନିଶ୍ଚୟ
C) ଆଧିକ୍ୟ
D) ପରିବର୍ତ୍ତନ
6. ପଦ ମଧ୍ୟରେ ଋ, ର, ଷ୍, ଏହି ତିନି ବର୍ଷ ପରେ ନ୍ ଥିଲେ, କେଉଁ ବର୍ଣ୍ଣ ହୋଇଥାଏ?
A) ପ
B) ତ
C) ଚ
D) ଣ
7. ‘ମାଟିଆ’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ?
A) ମୂତ୍ତିକା
B) ମଟ୍ଟିକା
C) ମାଟି
D) ମାଟିଆ
8. ‘ଅନ୍ୟକୁ ଅସୁବିଧାରେ ପକାଇବା’ ଅର୍ଥ ପ୍ରକାଶକ ରୂଢିଟି କ’ଣ?
A) ଅଠାବୋଳିବା
B) ଅଗମୂଳ ନଥିବା
C) ଅଲଣାକଥା
D) ଅଠାକାଠିରେ ପଡ଼ିବା
9. ‘ବଳଦିଆ ହିସାବ’ ଉକ୍ତିର ଅର୍ଥ କ’ଣ?
A) ମୋଟାମୋଟି ହିସାବ
B) ହିସାବ ନ ଜାଣିବା
C) ପାଠ ନପଢ଼ିବା
D) ପାଠ ପଢ଼ିବା
10. ‘ଭାଗୁଆଳି’ କେଉଁ ପ୍ରକାରର ପଦ?
A) ସମାସ
B) ହୃଦନ୍ତ
C) କାରକ
D) ତଦ୍ଧିତ
Odia Grammar Mcq Expected Question – Part 2
11. ‘ଅଶୁଭ ସଂକେତ’ ଅର୍ଥ ସୂଚାଉଥିବା ରୂଢିଟିକୁ ଚିହ୍ନଟ କର।
A) ବିରାଡ଼ି ଛିଙ୍କିବା
B) ବକଧାର୍ମିକ
C) ବିରାଡ଼ିକୁ କାମୁଡ଼ା ଶିଖାଇବା
D) ବିରାଡ଼ି ବୈଷ୍ଣବ
12. ‘ପାଠକ’ କେଉଁ ପ୍ରକାରର ଶବ୍ଦ?
A) ରୂଢି
B) ଜଟିଳ
C) ଯୌଗିକ
D) ଯୋଗରୂଢି
13. ‘ଫଟେଇ ହେବା’ ଏହି ଋଢିଟିର ଅର୍ଥ କ’ଣ?
A) ଗୋଟିଏ କଥାକୁ ବାରମ୍ବାର ପଚାରିବା
B) ନପଚାରୁଣୁ କହିବା
C) ଅଥୟ କରିବା
D) ଅନୁମାନ କରି କହିବା
14. ‘ଶିକ୍ଷକ ଛାତ୍ରକୁ ପ୍ରଶ୍ନ ପଚାରିଲେ।’ – ରେଖାଙ୍କିତ ବାକ୍ୟ ମଧ୍ୟରୁ କେଉଁଟି ମୁଖ୍ୟ କର୍ମ?
A) ପ୍ରଶ୍ନ
B) ଛାତ୍ର
C) ପଚାରିବା
D) ଶିକ୍ଷକ
15. ‘ଔ’ କେଉଁ ଧ୍ଵନିର ଅନ୍ତର୍ଭୂକ୍ତ?
A) ହ୍ରସସ୍ଵର
B) ଓଷ୍ଠ୍ୟ ବ୍ୟଞ୍ଜନ
C) ଅନ୍ତଃସ୍ଥ ଧ୍ଵନି
D) ଦୀର୍ଘସ୍ଵର
Important Odia Grammar MCQ – Part 3 (Expected question)
16. ଘରକୁ ଘର – ଏ କଥାରେ ପ୍ରଯୁକ୍ତ ‘କୁ’ କି ଅର୍ଥରେ ଦ୍ଵିତୀୟା ବିଭକ୍ତି ପ୍ରତ୍ୟୟ?
A) ଦୂର ଓ ନିକଟ ଅର୍ଥରେ
B) ମୂଲ୍ୟ ଅର୍ଥରେ
C) ଉପୟୁକ୍ତ ଅର୍ଥରେ
D) ଦୀପ ଅର୍ଥରେ
17.ଯେଉଁ ପଦଦ୍ୱାରା କୌଣସି କାର୍ଯ୍ୟ ହେବା, ହେଉଥିବା ବା ହୋଇଥିବା ସୂଚିତ ହୁଏ, ତାହାକୁ କ’ଣ କହନ୍ତି?
A) ବିଭକ୍ତି
B) କ୍ରିୟା
C) କାରକ
D) ଉପସର୍ଗ
18. ‘ଅଧମର୍ଣ୍ଣ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ଲେଖ।
A) ଅଭ୍ୟୁତ୍ଥାନ
B) ଉତ୍ତମର୍ଣ୍ଣ
C) ଉଧମର୍ଣ୍ଣ
D) ଉତଥାନ
19. ‘ସଷ୍ଟି’ ଓ ‘ହଇଜା’ ଶବ୍ଦୟକୁ ବୁଝାଉଥିବା ଏକ ଶବ୍ଦ ଲେଖ।
A) ବଂଶ
B) ରୋଗ
C) ବଗିଚା
D) ବାଡି
20. କୌଣସି ବର୍ଣ୍ଣ ପରିବର୍ତ୍ତେ ଅନ୍ୟ ବର୍ଣ୍ଣ ବ୍ୟବହୃତ ହେଲେ ସେଠାରେ କ’ଣ ହୋଇଥାଏ?
A) ଲୋପ
B) ଆଦେଶ
C) ଅବ୍ୟୟ
D) ଆଗମ
Latest Odia Grammar Mcq – Part 11
Answers |
1. D
2. C
3. C
4. A
5. C
6. D
7. A
8. A
9. A
10. B
11. A
12. C
13. A
14. A
15. D
16. D
17. B
18. B
19. D
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com