Odia Grammar Quiz for Competitive Exams
Odia Grammar Quiz For Competitive Exams (Part 40)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଅନୁଜ’ ଶବ୍ଦରେ ‘ଅନୁ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ମନ୍ଦ
B) ଦୁଃଖ
C) ନିନ୍ଦା
D) ପାଶ୍ଚାତ
2. ‘ନିମୀଳନ’ ଶବ୍ଦର ବିପରୀତ ଶବ୍ଦ ଲେଖ ।
A) ମିଳନ
B) ମୀଳନ
C) ଉନ୍ମୀଳନ
D) ଅମିଳନ
3. ‘ଓଜନିଆ’, ‘ବୃହସ୍ପତି’ ଶବ୍ଦଦ୍ୱୟକୁ ବୁଝାଉଥିବା ଏକ ପ୍ରତିଶବ୍ଦ ଲେଖ।
A) ଗ୍ରହ
B) ଗୁରୁ
C) ଶ୍ରେଷ୍ଠ
D) ଗ୍ରହଶ୍ରେଷ୍ଠ
4. ‘ପ୍ରଭୃତ’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) ଈଷ
B) ଈଷତ
C) ଇହ
D) ଈହା
5. ‘ଦାନ୍ତରେ କୁଟା ଦେବା’ ଋଢିଟିର ଅର୍ଥ କ’ଣ?
A) ଭଲ ପାଇବା
B) ଦୋଷ ସ୍ୱୀକାର କରିବା
C) ସମସ୍ୟାରେ ପଡ଼ିବା
D) ଥକିଯାଇ ଶୋଇବା
6. ‘କ୍ଷତ୍ରିୟ’ – ଉକ୍ତ ଶବ୍ଦଟି କେଉଁ ଶ୍ରେଣୀର ଶବ୍ଦ ଅଟେ?
A) ଯୋଗରୂଢ଼
B) ଯୌଗିକ
C) ମୌଳିକ
D) ରୂଢ଼
7. ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ କି ଶବ୍ଦ କୁହାଯାଏ?
A) ମୌଳିକ
B) ବ୍ୟୁତ୍ପନ୍ନ
C) ଯୌଗିକ
D) ଦ୍ଵିରୁକ୍ତ
8. କୌଣସି ସଂଖ୍ୟା ବାଚକ ବିଶେଷଣ ପଦ କ୍ରମାନ୍ୱୟରେ ସବୁ ସଂଖ୍ୟା ନ ବୁଝାଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଇଲେ ତାହାକୁ କି ବିଶେଷଣ କୁହାଯାଏ?
A) ତୁଳନାତ୍ମକ
B) ସଂଖ୍ୟା ବାଚକ
C) ପରିମାଣ ବାଚକ
D) ପୂରଣ ବାଚକ
9. କ୍ରିୟାକୁ ବିକଶିତ କରୁଥିବା ବିଶେଷଣ ପଦକୁ କି ବିଶେଷଣ କୁହାଯାଏ?
A) ଅବସ୍ଥା ବାଚକ
B) ଭାବ ବାଚକ
C) ପୂରଣ ବାଚକ
D) ଗୁଣ ବାଚକ
10. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ଶବ୍ଦ ପରସ୍ପରର ବିପରୀତ?
A) ଆଲୋକ-ଉଜ୍ଜଳ
B) ଦୟାଳୁ-ଭୟାଳୁ
C) କୀର୍ତ୍ତି-ସୁକୀର୍ତି
D) ତୋଷ-ରୋଷ
Odia Grammar Mcq Expected Question – Part 2
11. କାବେରୀକୁ ଦକ୍ଷିଣ ଭାରତ ର ଗଙ୍ଗା କୁହାଯାଏ | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷ୍ୟ ଅଟେ?
A) ବସ୍ତୁ ବାଚକ
B) ଜାତି ବାଚକ
C) ନାମ ବାଚକ
D) ଗୁଣ ବାଚକ
12. ଅନୁସ୍ଵାର ଓ ଚନ୍ଦ୍ର ବିନ୍ଦୁ କୁ କି ବର୍ଣ୍ଣ କୁହାଯାଏ?
A) ଅନ୍ତସ୍ଥ
B) ଅଘୋଷ
C) ଉଷ୍ମ
D) ଅବିଭାଜ୍ୟ
13. ବିକଳ୍ପ ମଧ୍ୟରୁ କେଉଁଟି ‘ନଦୀ’ର ସମାର୍ଥକ ଶବ୍ଦ?
A) ପ୍ରଭଞ୍ଜନ
B) ତଟିନୀ
C) ଅନଳ
D) ପବନ
14. ନିମ୍ନଲିଖତ ମଧ୍ୟରୁ କେଉଁ ଶବ୍ଦ ‘ନିର୍’ ଉପସର୍ଗ ଯୋଗେ ଗଠିତ?
A) ନିକ୍ଷେପ
B) ନିଯୁକ୍ତ
C) ନିର୍ଣ୍ଣୟ
D) ନିକଟ
15. ‘ଚଷୁ କୁଟିବା’ – ରୂଢିଟିର ଅର୍ଥ କ’ଣ?
A) ଉପାର୍ଜନ କରିବା
B) ଧାନ କୁଟିବା
C) ବ୍ୟର୍ଥ ପରିଶ୍ରମ କରିବା
D) ପରଖୁ
Important Odia Grammar MCQ – Part 3 (Expected question)
16. ‘ବହିରଙ୍ଗ’ ଶବ୍ଦଟିର ବିପରୀତ ଶବ୍ଦ କ’ଣ?
A) ଅନ୍ତର୍ନିହିତ
B) ଅନୁରାଗ
C) ଆଭ୍ୟନ୍ତରୀଣ
D) ଅନ୍ତରଙ୍ଗ
17. ‘ ଭାଦ୍ର ‘ ତତ୍ ସମ ଶବ୍ଦର ତଦ୍ ଭବ ଶବ୍ଦକୁ ଚିହ୍ନଟ କର |
A) ଭାଦ୍ରବ
B) ଭାଦୁଅ
C) ଭୋଦୁଅ
D) ଭୋଦବ
18. ‘ଗୋବର ଗଣେଶ’– ରୂଢିଟିର ଅର୍ଥ କ’ଣ?
A) ପଣ୍ଡିତ
B) ବିବେକ ହୀନ
C) ବୁଦ୍ଧିହୀନ
D) ଅତି ଚତୁର
19. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟି ଉତ୍କର୍ଷ ଅର୍ଥରେ ବ୍ୟବହୃତ ହୋଇଥାଏ?
A) ନି
B) ପରି
C) ପ୍ର
D) ଅବ
20. ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ଏକ ଉପସର୍ଗ ଯୋଗେ ଗଠିତ ହୋଇଛି?
A) ପ୍ରସୂନ
B) ପ୍ରଣୟ
C) ପ୍ରଭାତ
D) ପ୍ରଶାଖା
Latest Odia Grammar Mcq – Part 11
Answers |
1. D
2. C
3. B
4. B
5. B
6. A
7. B
8. D
9. B
10. D
11. B
12. D
13. B
14. C
15. C
16. D
17. C
18. C
19. C
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com