Important Odia Grammar Quiz for Recent Exam
Odia Grammar Quiz For Recent Exam (Part 70)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପୂରଣବାଚକ ବିଶେଷଣ?
A) ସାତ
B) ଆଠ
C) ଦଶମ
D) ପାଞ୍ଚ
2. ‘କାକଳି’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) କାକଧ୍ଵନି
B) ପକ୍ଷୀର ରାବ
C) କୂଆମାନେ ଏକାଠି ହେବା
D) କୋଇଲି ରାବ
3. ଉପବନ’ ଶବ୍ଦଟି କେଉଁ ଅର୍ଥରେ ଅବୟୀଭାବ ସମାସ ହୋଇଛି?
A) ସାଦୃଶ୍ୟ
B) କ୍ଷୁଦ୍ରତା
C) ସମୀପ
D) ପର୍ଯ୍ୟନ୍ତ/ଆରମ୍ଭ
4. ‘ବାସ’ ଅର୍ଥରେ ‘ଉଆ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) ଘରୁଆ
B) ଆଷାଢୁଆ
C) କାଠୁଆ
D) ଅଂଧାରୁଆ
5. ନିମ୍ନୋକ୍ତ ମଧ୍ୟରୁ କେଉଁ ବିକଳ୍ପରେ ‘ଦରିଦ୍ର’ ଶବ୍ଦଟି ଏକ ବିଶେଷ୍ୟ ରୂପେ ବ୍ୟବହୃତ ହୋଇଛି।
A) ଦରିଦ୍ର ଉପହସିତ ହୁଏ
B) ଲୋକଟି ଦରିଦ୍ର
C) ସେ ଜଣେ ଦରିଦ୍ର ବ୍ୟକ୍ତି
D) ଭାରି ଦରିଦ୍ର ଜନ
6. କେଉଁଟି ‘ପ୍ରସାଦ’ ଶବ୍ଦର ପ୍ରତିଶବ୍ଦ ନୁହେଁ ।
A) ହର୍ମ୍ୟ
B) ଅଟ୍ଟାଳିକା
C) ପ୍ରସାଦ
D) ରାଜଗୃହ
7. ‘ତତ୍ସମ’ ଶବ୍ଦର ଅର୍ଥ କ’ଣ?
A) ସଂସ୍କୃତ ସଙ୍ଗେ ସମାନ
B) ପ୍ରାକୃତ ସଙ୍ଗେ ସମାନ
C) ପାଲି ସଙ୍ଗେ ସମାନ
D) ଅପଭ୍ରଂଶ ସଙ୍ଗେ ସମାନ
8. ପରାଭାବ ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁର ବ୍ୟବହାର କରାଯାଇଛି?
A) ‘ମା’ ଧାତୁ
B) ‘ଭୂ’ ଧାତୁ
C) ‘ହୃ ‘ଧାତୁ
D) ‘ଦା’ ଧାତୁ
9. ଯେଉଁ କ୍ରିୟା ପଦ ଦ୍ଵାରା ବାକ୍ୟ ସମାପ୍ତିର ସୂଚନା ମିଳେ ତାହାକୁ କ’ଣ କୁହାଯାଏ?
A) ସମାପିକା
B) ଅସମାପିକା
C) ଏକକ
D) ଯୌଗିକ
10. ‘ଉଜ୍ଜ୍ଵଳ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।
A) ଆଲୋକ
B) ଅନାଲୋକ
C) ନଷ୍ପ୍ରଭ
D) ଝପ୍ସା
Odia Grammar Mcq Expected Question – Part 2
11. କୃଦନ୍ତରେ ଶବ୍ଦ ଗଠନର ମୂଳ ଉପାଦାନଟି କ’ଣ?
A) ଧାତୁ
B) ପ୍ରତ୍ୟୟ
C) ବିଭକ୍ତି
D) ଶବ୍ଦ
12. ଅଧୁନା ବ୍ୟବହୃତ ‘ଅପରୂପ’ ଶବ୍ଦଟିର ମୂଳ ଅର୍ଥରେ କି ପରିବର୍ତ୍ତନ ଘଟିଛି?
A) ଅର୍ଥ ଉନ୍ନୟନ
B) ଅର୍ଥ ସଂକୋଚନ
C) ଅର୍ଥ ସଂପ୍ରସାରଣ
D) ଅର୍ଥାଦେଶ
13. ପ୍ରଦେଶ + ଇକ = ‘ପ୍ରାଦେଶିକ’
ଶବ୍ଦରେ ବ୍ୟବହୃତ ‘ଇକ’ ପ୍ରତାୟ କେଉଁ ଅର୍ଥରେ ବ୍ୟବହୃତ ।
A) ପନ୍ୟ ଅର୍ଥରେ
B) ଜୀବିକା ଅର୍ଥରେ
C) ସମ୍ବନ୍ଧ ଅର୍ଥରେ
D) କର୍ତ୍ତ ଅର୍ଥରେ
14. ‘ଅଠାକାଠିରେ ପଡ଼ିବା’ ରୂଢିର ଅର୍ଥ ନିରୂପଣ କର ।
A) ବିପଦରେ ପଢ଼ିବା
B) ସୁଖରେ ରହିବା
C) ମାୟାଛନ୍ନ ଅବସ୍ଥା
D) ବିମଳରୁ ଓହରି ଆସିବା
15. ‘ଲାଗୁଆ’ ଅର୍ଥକୁ ବ୍ୟକ୍ତ କରୁଥିବା ରୂଢି ନିରୂପଣ କର ।
A) ଧରାବନ୍ଧା
B) ବନ୍ଧା ଚାକର
C) ଜମି ବନ୍ଧା ଦେବା
D) ବନ୍ଧାଶାଳ
Important Odia Grammar MCQ – Part 3 (Expected question)
16. ନିମ୍ନୋକ୍ତ ମଧ୍ୟରୁ କେଉଁ ବିକଳ୍ପଟିରେ ବିଶେଷ୍ୟ ପଦ ବିଶେଷଣ ପଦରୂପେ ବ୍ୟବହୃତ ହୋଇଛି?
A) ସୁନା ହାର
B) ସୁନ୍ଦର ଝିଅ
C) ଅତି ଚତୁର
D) ଜୀଅନ୍ତା ମାଛ
17. ‘ଅର୍ଣ୍ଣ’ ଶବ୍ଦର ସମେଳାରିତ ଶବ୍ଦ ବାଛ ।
A) ଜଳ
B) ଭାତ
C) ଖାଦ୍ୟ
D) ଯମ
18. ତଦ୍ଧିତରେ କେଉଁ ପ୍ରକାର ଶବ୍ଦ ଗଠନ ପଦ୍ଧତି ଅଶୁଦ୍ଧ ବିବେଚିତ ହୋଇଥାଏ?
A) ବିଶେଷ୍ୟରୁ ବିଶେଷଣ
B) ବିଶେଷଣରୁ ବିଶେଷଣ
C) ଶବ୍ଦରେ ପ୍ରତ୍ୟୟଯୁକ୍ତତା
D) ଏମାନଙ୍କ ମଧ୍ୟରୁ କେଉଁଟି ଭି ନୁହଁ
19. ସାଦୃଶ୍ୟର୍ଥରେ ବିଶେଷ୍ୟ ଶବ୍ଦରୁ ‘ଳିଆ’ ପୁତ୍ୟୟଯୁକ୍ତ ଶବ୍ଦଟିକୁ ବାଛ ।
A) ଟୋକାଳିଆ
B) ସିଧାଳିଆ
C) ବଙ୍କାଳିଆ
D) ପୁଣ୍ଡାଳିଆ
20. ଅଳପ ଧନ ବିକଳ ମନ – ଏଠାରେ କି ପ୍ରକାର ବିଶେଷଣ ପ୍ରୟୋଗ କରାଯାଇଛି?
A) ପୂରଣବାଚକ
B) କ୍ରିୟାଜ
C) ଅବସ୍ଥାବାଚକ
D) ପରିମାଣବାଚକ
Latest Odia Grammar Mcq – Part 11
Answers |
1. C
2. B
3. A
4. A
5. A
6. C
7. A
8. B
9. A
10. C
11. A
12. A
13. C
14. A
15. A
16. A
17. A
18. B
19. A
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com