Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 30)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1.‘ନିଷ୍କପଟ’ ଶବ୍ଦର ବିପରୀତ ଶବ୍ଦ ଲେଖ ।
A) କପଟ
B) ନିକପଟ
C) ଅକପଟ
D) କପଟୀ
2. ପ୍ରତ୍ୟେକ ବର୍ଗର ଦ୍ଵିତୀୟ ଓ ଚତୁର୍ଥ ଧ୍ଵନିକୁ କେଉଁ ଧ୍ୱନି କୁହାଯାଏ?
A) ଅଳ୍ପପ୍ରାଣ
B) ମହାପ୍ରାଣ
C) ନାସିକ୍ୟ
D) ସଘୋଷ
3. ସ୍ଵରବର୍ଣ୍ଣର ସାଂକେତିକ ରୂପକୁ କ’ଣ କୁହାଯାଏ?
A) ଯୂକ୍ତ ବ୍ୟଂଜନ
B) କାର
C) ମାତ୍ରା
D) ଫଳା
4. ‘ମୁଣ୍ଡର ବାଳ ଉପୁଡ଼ିବା’ ଋଢିଟିର ଅର୍ଥ କ’ଣ?
A) ଟାଣପଣ ଭାଙ୍ଗିଦେବା
B) ଗର୍ବ କରିବା
C) ବଡ଼ ବିପଦ ପଡ଼ିବା
D) ବହୁ କଷ୍ଟ ସ୍ଵୀକାର କରିବା
5. ‘ଅନ୍ୟକୁ ଅସୁବିଧାରେ ପକାଇବା’ ଅର୍ଥ ପ୍ରକାଶକ ଋଢ଼ିଟି କ’ଣ?
A) ଅଲଣାକଥା
B) ଅଠାକାଠିରେ ପଢ଼ିବା
C) ଅଠାବୋଳିବା
D) ଅଗମୂଳ ନଥିବା
6. ‘ଯୋଗ୍ୟ’ କେଉଁ ପ୍ରକାରର ପଦ?
A) ହୃଦନ୍ତ
B) ଅଳଂକାର
C) ତଦ୍ଧିତ
D) ଛନ୍ଦ
7. ‘ପିଲାଟି ଶୋଇଅଛି।’ – ରେଖାଙ୍କିତ ପଦଟିର କ୍ରିୟା ନିର୍ଣ୍ଣୟ କର।
A) ସମାପିକା
B) ଅସମାପିକା
C) ଅକର୍ମକ
D) ସକର୍ମକ
8. ‘ଉଚ୍ଚାରଣ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ।
A) ବାଚାଳ
B) ଅନୁଚ୍ଚାରଣ
C) ଅପଚାରଣ
D) ନୀରବ
9. ନାବିକ ନଦୀରେ ନୌକା ବାହିନେଲା – ଏଠାରେ ସ୍ଥାନାଧିକରଣ କାରକ ପଦ କିଏ?
A) ନାବିକ
B) ନୌକା
C) ବାହିନେଲା
D) ନଦୀରେ
10. କେଉଁଟି ବିଧେୟ ବିଶେଷଣ?
A) ଜଳନ୍ତା ନିଆଁ
B) ରାମ ସତ୍ୟବାଦୀ
C) ଖଟା ଫଳ
D) ସେହି ପର୍ବତ
Odia Grammar Mcq Expected Question – Part 2
11.‘ଜଳ’ ଓ ‘ବିଷ୍ଣୁ’ ଶବ୍ଦକୁ ବୁଝାଉଥିବା ଏକ ଶବ୍ଦ ଲେଖ।
A) ଜଳଦ
B) କ
C) କୃଷ୍ଣ
D) ନାରାୟଣ
12. ‘ଅଦା ବେପାରୀର ଜାହାଜ ମୂଲ’ ଋଢିଟି କେଉଁ ଅର୍ଥରେ ବ୍ୟବହୃତ ହୁଏ?
A) ଅତିବୁଦ୍ଧିଆ
B) ଅତିଶୟ ନିଷ୍ଠା
C) ଅନଧିକାର ଚର୍ଚ୍ଚା
D) ବୃଥାଚେଷ୍ଟା
13. ‘ମନେମନେ ମିଠେଇ ଖାଇବା’ ୠଢିର ଅର୍ଥ କ’ଣ?
A) ମିଠେଇର ସ୍ଵାଦ ମନେପକାଇବା
B) ଶୋଇ ରହିବା
C) କଳ୍ପନାରେ ଭାସିଯିବା
D) ମିଛ କହିବା
14. ନିତାନ୍ତ ତିକ୍ତ ଫଳ ରେଖାଙ୍କିତ ପଦଟି କେଉଁ ବିଶେଷଣ?
A) କ୍ରିୟା ବିଶେଷଣ
B) ଅବ୍ୟୟ ବିଶେଷଣ
C) ବିଶେଷଣର ବିଶେଷଣ
D) ବାକ୍ୟର ବିଶେଷଣ
15. ‘ଠଣ୍ ଠଣ୍’ କି ପ୍ରକାର ଅବ୍ୟୟ?
A) ବିକଲ୍ପାର୍ଥକ
B) ସମ୍ମତି ସୂଚକ
C) ଶବ୍ଦାନୁକାରୀ
D) ବିଭକ୍ତି ସୂଚକ
Important Odia Grammar MCQ – Part 3 (Expected question)
16. ‘ଚଳନ୍ତି’ କେଉଁ ପ୍ରକାରର ପଦ?
A) କୃଦନ୍ତ
B) ସମାସ
C) ତଦ୍ଧିତ
D) ବିଭକ୍ତି
17. ‘ନାପସନ୍ଦ’ ଶବ୍ଦରେ ‘ନା’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୋଇଥାଏ?
A) ନଞ୍ଚ୍ ଅର୍ଥରେ
B) ବିପରୀତ ଅର୍ଥରେ
C) କ୍ଷୁଦ୍ରାର୍ଥରେ
D) ଈଷତ ଅର୍ଥରେ
18. କେଉଁ ସଠିକ୍ ଶବ୍ଦ ହନୁମାନଙ୍କ ନାମର ପ୍ରତିଶବ୍ଦ ଅଟେ?
A) ପାବୋନୀ
B) ପାବନୀ
C) ପାବନ
D) ପାବୋନି
19. ‘କୈଫୟତ’ କେଉଁ ପ୍ରକାର ଶବ୍ଦ ଭଣ୍ଡାର ଅନ୍ତର୍ଭୁକ୍ତ?
A) ପର୍ତ୍ତୁଗୀଜ
B) ଆରବୀ
C) ପାର୍ସୀ
D) ତୁର୍କୀ
20. କେଉଁଟି ଗୁଣବାଚକ ବିଶେଷଣ?
A) ଦରିଦ୍ର ବାଳକ
B) ଚେର ମିଟର
C) ସରଳ ଲୋକ
D) ସାମାନ୍ୟ କଥା
Latest Odia Grammar Mcq – Part 11
Answers |
1. D
2. B
3. C
4. D
5. C
6. A
7. A
8. B
9. D
10. B
11. B
12. C
13. C
14. C
15. C
16. A
17. A
18. C
19. B
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com