Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 31)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. ଯେଉଁ ଧ୍ଵନି ଉଚ୍ଚାରଣ ସମୟରେ ଜିଭର ଅଗ୍ରଭାଗ ଉପରଧାଡ଼ି ଦାନ୍ତରେ ଲାଗେ ତାକୁ କ’ଣ କୁହାଯାଏ?
A) ଦନ୍ତ୍ୟ ବ୍ୟଂଜନ
B) ମୂର୍ଦ୍ଧନ୍ୟ ବ୍ୟଂଜନ
C) ଓଷ୍ଠ୍ୟ ବ୍ୟଂଜନ
D) କଣ୍ଠ୍ୟ ବ୍ୟଂଜନ
2. ‘ଯାହାକୁ’- କି ପ୍ରକାର ସର୍ବନାମ?
A) ନିର୍ଦ୍ଦେଶାତ୍ମକ
B) ଆପେକ୍ଷିକ
C) ନିର୍ଣାୟକ
D) ପ୍ରଶ୍ନବାଚକ
3. ‘ଉତକ୍ଷିପ୍ତ’ ଶବ୍ଦରେ ‘ଉତ୍’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ଅକସ୍ମାତ୍
B) ଉତ୍କର୍ଷ
C) ଉପରକୁ
D) ଅତିଶୟ
4. କେଉଁଟି ‘ବିଜୁଳି’ର ପ୍ରତିଶବ୍ଦ ନୁହେଁ ।
A) କାଶ୍ୟପୀ
B) ଐରାବତୀ
C) ଶତହ୍ରଦା
D) ଶମ୍ଫା
5. ‘କୁ’ ଆଦି କେଉଁ ବିଭକ୍ତି ର ଚିହ୍ନ?
A) ଦ୍ଵିତୀୟା
B) ତୃତୀୟା
C) ପଞ୍ଚମୀ
D) ଚତୁର୍ଥୀ
6. ‘ନାହିରେ ତେଲ ପକାଇ ଶୋଇବା’ ରହିଟିର ଅର୍ଥ ନିରୂପଣ କର।
A) ସମ୍ଭାଳିବାର କ୍ଷମତା
B) ଶରଣ ପଶିବା
C) ନିଶ୍ଚିନ୍ତ ହେବା
D) ଅକ୍ଷମତା ପ୍ରକାଶ କରିବା
7. ‘ଉପତ୍ୟକା’ ଶହର ବିପରୀତ ଶବ୍ଦ ଲେଖ ।
A) ଅଧିତ୍ୟକା
B) ଅନୁର୍ବର
C) ଅବତଳ
D) ଦ୍ଵୀପ
8. ‘ଆଜ୍ଞା’ କି ପ୍ରକାର ଅବ୍ୟୟ?
A) ସମ୍ମତି ସୂଚକ
B) ବିକବାର୍ଥକ
C) ଆନୁକ୍ରମିକ
D) ଶବ୍ଦାନୁକାରୀ
9. କେଉଁଟି ତଦ୍ଧିତ ପଦ ?
A) ହଳିଆ
B) ଭୟ
C) ଶ୍ରାବକ
D) ଶାନ୍ତି
10. କେଉଁ ଉପସର୍ଗର ଅନେକ ସ୍ଥଳରେ ‘ଅ’କାର ଲୋପ ହୁଏ।
A) ଅନୂ
B) ଅବ
C) ଅପି
D) ଅତି
Odia Grammar Mcq Expected Question – Part 2
11. ଓଡ଼ିଆରେ ବ୍ୟବହୃତ ଉପସର୍ଗଗୁଡ଼ିକ କି ପ୍ରକାର ପ୍ରତ୍ୟୟ?
A) ମୁକ୍ତ ପ୍ରତ୍ୟୟ
B) ପୂର୍ବ ପ୍ରତ୍ୟୟ
C) ମଧ୍ୟ ପ୍ରତ୍ୟୟ
D) ପର ପ୍ରତ୍ୟୟ
12. ‘ମାଟିଆ’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ?
A) ମଟ୍ଟିକା
B) ମୃତ୍ତିକା
C) ମାଟିଆ
D) ମାଟି
13. ‘ନାରୀରନ୍’ ଶବ୍ଦକୁ ବୁଝାଉଥିବା ଏକ ସମୋଚ୍ଚାରିତ ଭିନ୍ନ ଶବ୍ଦ ଲେଖ?
A) ବାଳିଷ
B) ବାଳୀଶ
C) ବାଳିସ
D) ବାଳିଶ
14. ଦେଖିବାର ଜିନିଷ। ରେଖାଙ୍କିତ ପଦଟି କେଉଁ ପଦ?
A) ବିଶେଷ୍ୟର ବିଶେଷଣ
B) ପୂରଣ ବାଚକ ବିଶେଷଣ
C) କ୍ରିୟାଜ ବିଶେଷଣ
D) ସାମ୍ବନ୍ଧିକ ବିଶେଷଣ
15. ଅଧିକରଣ କାରକ କାହାକୁ କୁହାଯାଏ?
A) ଅସମାପିକା କ୍ରିୟାପୂର୍ବର ଶବ୍ଦ
B) ଅଧିକାର ସାବ୍ୟସ୍ତ କରୁଥିବା ପଦ
C) କ୍ରିୟାବିହୀନ ବାକ୍ୟର ଗଠନ
D) କ୍ରିୟାର ଆଧାର ବା ଘଟିବା ସ୍ଥଳୀ
Important Odia Grammar MCQ – Part 3 (Expected question)
16. ଟ୍ରାଜେଡ଼ି ଶବ୍ଦଟି କେଉଁ ଭାଷାରୁ ଆସିଛି?
A) ଚୀନ୍
B) ଆରବୀ
C) ଇଂରାଜୀ
D) ଗ୍ରୀକ୍
17. ଲୋକଟି ଭିକ ମାଗିବା ପାଇଁ ଆସିଅଛି । ରେଖାଙ୍କିତ ପଦଟିରେ କେଉଁ କ୍ରିୟାପଦ ବ୍ୟବହୃତ ହେଉଛି?
A) ସମାପିକା କ୍ରିୟା
B) ସକର୍ମକ କ୍ରିୟା
C) ମିଶ୍ର କ୍ରିୟା
D) ଅସମାପିକା କ୍ରିୟା
18. ‘ଆଦାନ’ ଶବ୍ଦରେ ‘ଆ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ପର୍ଯ୍ୟନ୍ତ
B) ସୀମା
C) ବିପରୀତ
D) ସମ୍ୟକ୍
19. ‘କୁକୁର ପରି ଧାଇଁବା’ କେଉଁ ପ୍ରକାର ଋଢି?
A) କ୍ରିୟାହୀନ
B) ସାଧାରଣ ଋଢି
C) କ୍ରିୟାଯୁକ୍ତ
D) ଉପମାଯୁକ୍ତ
20. ‘ମୟୂରପୁଚ୍ଛ’ ଓ ‘ସମୂହ’ ଏଦୁଇ ଏକାର୍ଥବୋଧକ ଶବ୍ଦର ଏକ ପ୍ରତିଶବ୍ଦ ଲେଖ।
A) କେକୀ
B) କମଳ
C) କଳାପ
D) କଳା
Latest Odia Grammar Mcq – Part 11
Answers |
1. A
2. B
3. C
4. A
5. A
6. C
7. A
8. A
9. A
10. C
11. B
12. B
13. B
14. D
15. D
16. D
17. D
18. C
19. D
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com