Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 33)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. ‘ପଙ୍କଜ’ କେଉଁ ପ୍ରକାର ଶବ୍ଦ?
A) ଜଟିଳ
B) ଯୌଗିକ
C) ଯୋଗଋଢ
D) ଋଢି
2. ଦୀର୍ଘସ୍ଵର କେତୋଟି ମାତ୍ରାରେ ଉଚ୍ଚାରିତ ହୁଏ?
A) ଚାରି ମାତ୍ରା
B) ତିନି ମାତ୍ରା
C) ଦୁଇ ମାତ୍ରା
D) ଏକ ମାତ୍ରା
3. ‘କ୍ରିୟାପଦ’ କିପରି ସୃଷ୍ଟି ହୁଏ?
A) ଧାତୁରେ ପ୍ରତ୍ୟୟଯୋଗ କଲେ
B) ଶବ୍ଦରେ ଧାତୁ
C) ଶବ୍ଦରେ ଅବ୍ୟୟ
D) ପଦରେ ଧାତୁ
4. ମୁଁ କାଲି ଯାତ୍ରା ଦେଖୁଥୁଲି – ଏ ବାକ୍ୟରେ କେଉଁଟି କର୍ମକାରକ ପଦ?
A) କାଲି
B) ମୁଁ
C) ଦେଖୁଥୁଲି
D) ଯାତ୍ରା
5. ଶ୍ରଦ୍ଧାବାନ କେଉଁ ପର୍ଯ୍ୟାୟର ପଦ?
A) ତଦ୍ଧିତ
B) କୃଦନ୍ତ
C) କ୍ରିୟା
D) କାରକ
6. କେଉଁ ବର୍ଗର ବର୍ଣ୍ଣ ସହିତ ମିଳିତ ହେଲେ ‘ନ’, ‘ଣ’ ହୁଏ ।
A) କ
B) ପ
C) ତ
D) ଟ
7. ‘ଦୁଃସାଧ୍ୟ’ ଶବ୍ଦରେ ‘ଦୂର’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୋଇଛି?
A) ମନ୍ଦ
B) ଭୂଷଣ
C) ସଦୃଶ
D) ବିଶେଷ
8. ‘ବିଜ୍ଞାନ’ ଶବ୍ଦରେ ‘ବି’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ଭିନ୍ନ
B) ବିଶେଷ
C) ବିହୀନ
D) ବିପରୀତ
9. ‘ଆକୁଞ୍ଚନ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ
A) କିଂଚନ
B) କୁଞ୍ଚନିତ
C) ପ୍ରସାରଣ
D) ଅକିଞ୍ଚନ
10. ‘ଯମ’ ଓ ‘ସମୟ’ ଏଦୁଇ ଏକାର୍ଥବୋଧକ ଶବ୍ଦର ଏକ ପ୍ରତିଶବ୍ଦ ଲେଖ।
A) କାଳ
B) କଳି
C) ଦ୍ଵାପର
D) ଜନ୍ମ
Odia Grammar Mcq Expected Question – Part 2
11. କୌଣସି ବର୍ଣ୍ଣ ଅଦୃଶ୍ୟ ହେବାର ନାମ କ’ଣ?
A) ସଂପ୍ରଦାନ
B) ଲୋପ
C) କୃଦନ୍ତ
D) ଅପାଦାନ
12. କେଉଁଟି ସର୍ବନାମର ବିଶେଷଣ?
A) ଟିକିଏ ଲୁଣ
B) ତୁମେ ଦୃଷ୍ଟ
C) ତେର ନଈ
D) ଦଦରା ନାବ
13. ‘ଷ୍’କୁ କେଉଁ ବର୍ଣ୍ଣ କୁହାଯାଏ?
A) ଅନ୍ତଃସ୍ଥ ବର୍ଣ୍ଣ
B) ଅଯୋଗାବହ ବର୍ଣ୍ଣ
C) ସ୍ଵର ବର୍ଣ୍ଣ
D) ଉଷ୍ମ ବର୍ଣ୍ଣ
14. ‘କୃପଣ’ ଶବ୍ଦର ପ୍ରତିଶବ୍ଦ ଉଲ୍ଲେଖ କର।
A) ଉଦାର
B) ଅବତାର
C) ଅନୁଦାର
D) ଦାର
15. ଯେଉଁ ଧ୍ଵନିର ଉଚ୍ଚାରଣ ସମୟରେ ସରତନ୍ତ୍ରୀ କଂପିତ ହୋଇଉଠେ ତାକୁ କ’ଣ କୁହଯାଏ?
A) ସଘୋଷ
B) ଅବପ୍ରାଣ
C) ଅଘୋଷ
D) ମହାପ୍ରାଣ
Important Odia Grammar MCQ – Part 3 (Expected question)
16. ‘ଘୋର ବିପଦରେ ପଡ଼ିବା’ ଅର୍ଥ ପ୍ରକାଶ କରୁଥିବା ଋଢିଟିକୁ ଚିହ୍ନଟ କର ।
A) ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା
B) ହାତ ଶଙ୍ଖା ଦର୍ପଣ
C) ହରଡ଼ ଘଣାରେ ପଡ଼ିବା
D) ହାତାହାତି ହେବା
17. କେଉଁଟି କ୍ରିୟାଜ ବିଶେଷଣ?
A) ପ୍ରାଚୀନତମ ଗ୍ରନ୍ଥ
B) ଗରଜିଲା ମେଘ
C) ଭାରି ଖରାପ
D) ସେହି ପର୍ବତ
18. ଶିକ୍ଷକ ଛାତ୍ରକୁ ପ୍ରଶ୍ନ ପଚାରିଲେ। ରେଖାଙ୍କିତ ପଦ କେଉଁ କ୍ରିୟାର ଅନ୍ତର୍ଭୁକ୍ତ?
A) ଅସମାପିକା
B) ଦ୍ଵିକର୍ମକ
C) ସକର୍ମକ
D) ଅକର୍ମକ
19. ‘ଅଂଗବିକାର’ ବୁଝାଇଲେ କେଉଁ ବିଭକ୍ତି ହୁଏ?
A) ଦ୍ଵିତୀୟା
B) ତୃତୀୟା
C) ପଂଚମୀ
D) ସପ୍ତମୀ
20. ‘ଲେଖନୀ’ କେଉଁ ପ୍ରକାରର ଶବ୍ଦ?
A) ଜଟିଳ
B) ଋଢି
C) ଯୋଗଋଢି
D) ଯୌଗିକ
Latest Odia Grammar Mcq – Part 11
Answers |
1. C
2. C
3. A
4. D
5. A
6. D
7. A
8. B
9. C
10. A
11. B
12. B
13. D
14. A
15. A
16. C
17. B
18. B
19. B
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com