Expected Odia Grammar MCQ for OPSC ASO Exam
Expected Odia Grammar MCQ for OPSC ASO Exam (Part 34)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ Question (OPSC ASO EXAM)
Questions |
1. କେଉଁଟି କ୍ୱଦନ୍ତ ପଦ?
A) ଶାରୀରିକ
B) ବାର୍ଷିକ
C) ହରଣ
D) ମାନସିକ
2. ଅଭାବ, ବାହାର, ନିଶ୍ଚୟ ଅର୍ଥରେ କେଉଁ ଉପସର୍ଗ ବ୍ୟବହୃତ ହୋଇଥାଏ?
A) ଅତି
B) ନୀର
C) ଉତ୍
D) ଦୁର୍
3. ନାଆଁ ରଖିବା-ଏହା କି ପ୍ରକାର ରୂଢି?
A) କ୍ରିୟାଯୁକ୍ତ
B) ତୁଳନାତ୍ମକ
C) କ୍ରିୟାହୀନ
D) ଏଥିରୁ କୌଣସିଟି ନୁହେଁ
4. ‘ନିମୀଳନ’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) ଅମିଳନ
B) ଊନ୍ମିଳନ
C) ମୀଳନ
D) ମିଳନ
5. ‘ଶିବ’, ‘ମୟୂର’, ‘ଖଞ୍ଜନ ପକ୍ଷୀ’ ଭଳି ନାନାର୍ଥବୋଧକ ଶବ୍ଦର ଏକ ପ୍ରତିଶବ୍ଦ ଲେଖ ।
A) ଶୀତିକଣ୍ଠ
B) କାଳକଣ୍ଠ
C) କଳକଣ୍ଠ
D) ଏକାକ୍ଷ
6. ‘ସୁଦର୍ଶନ’ ଶବ୍ଦର ‘ସୁ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ଅନାୟାସ
B) ସୁନ୍ଦର
C) ମଂଗଳ
D) ସହଜ
7. ‘ଅତିପୁରୁଣା’ – ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛି ଲେଖ ।
A) ଅଂଧର ଲଉଡ଼ି
B) ନଦେଖିଲା ଓଉ ଛପଡ଼ା
C) ଓଳିଆରୁ ପଡ଼ି ଗଜା
D) ଅସିଆ କାଳର ମସିଆ
8. କେଉଁଟି ତଦ୍ଧିତ ପଦ?
A) ଉଠାଣ
B) ପାଗଳାମି
C) ବିଧି
D) ଖେଳାଳି
9. ଯେଉଁ ଶବ୍ଦ ତାର ପ୍ରକୃତି-ପ୍ରତ୍ୟୟ ଗତ ଅର୍ଥକୁ ପ୍ରକାଶ କରେ, ତାକୁ କ’ଣ କୁହାଯାଏ?
A) ଜଟିଳ
B) ଯୌଗିକ
C) ଯୋଗରୂଢ
D) ରୂଢି
10. ପ୍ର, ପରା ପ୍ରଭୃତି କେତେକ ଅବ୍ୟୟ ଧାତୁର ପୂର୍ବରେ ବ୍ୟବହୃତ ହୋଇ ଏହାର ଅର୍ଥରେ ବିବିଧ ପରିବର୍ତ୍ତନ ଆସିଲେ, ତାକୁ କ’ଣ କୁହାଯାଏ?
A) ପ୍ରତ୍ୟୟ
B) ଉପସର୍ଗ
C) ସନ୍ଧି
D) କ୍ରିୟା
Odia Grammar Mcq Expected Question – Part 2
11. କେଉଁଟି ବଣର ପ୍ରତିଶବ୍ଦ ଚିହ୍ନାଅ।
A) ଅଟବୀ
B) ବେଦଗର୍ଭି
C) ସରିତପତି
D) ଜଗତୀ
12. ଅବଶ୍ୟ ତୁମ୍ଭକୁ ଏହା କରିବାକୁ ହେବ। ରେଖାଙ୍କିତ ପଦଟି କେଉଁ ପଦର ଅନ୍ତର୍ଭୂକ୍ତ?
A) ବାକ୍ୟାର୍ଥ ବିଶେଷଣ
B) ବିଶେଷଣର ବିଶେଷଣ
C) ଅବ୍ୟୟର ବିଶେଷଣ
D) ଗୁଣବାଚକ ବିଶେଷଣ
13. ଘରର ଅନୁସରଣକାରୀ ଭାବେ କେଉଁ ବର୍ଷ ପ୍ରଯୁକ୍ତ ହୁଏ?
A) ଅନୁସାର
B) ହଳନ୍ତ
C) ଚନ୍ଦ୍ରବିନ୍ଦୁ
D) ବିସର୍ଗ
14. ମୁଁ ତାଂକୁ ବାରମ୍ବାର ଚିଠି ଲେଖିଲିଣି। ରେଖାଙ୍କିତ ଶବ୍ଦଟି କେଉଁ କ୍ରିୟା?
A) ଅକର୍ମକ
B) ମିଶ୍ର କ୍ରିୟା
C) ଦ୍ଵିକର୍ମକ
D) ସକର୍ମକ
15. ‘ଅନୁକୂଳ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ
A) ପ୍ରତିକୂଳ
B) କୂଳହୀନ
C) ଉପକୂଳ
D) କୂଳ
Important Odia Grammar MCQ – Part 3 (Expected question)
16. ‘ତୁମେ ଏପରି କଥା କୁହ ନାହିଁ ।‘ରେଖାଙ୍କିତ ପଦଟିର ଅବ୍ୟୟ ନିଣ୍ଣୟ କର ।
A) ବୀପସାର୍ଥକ
B) ସାଦଶ୍ୟ ବୋଧକ
C) ନିଷେଧାର୍ଥକ
D) ବିଯୋଜକ
17.ଯେଉଁ ପଦ ଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟର ନାମକୁ ବୁଝାନ୍ତି ତାକୁ କ’ଣ କୁହାଯାଏ?
A) ଗୁଣବାଚକ ବିଶେଷ
B) ବସ୍ତୁବାଚକ ବିଶେଷ
C) ଜାତିବାଚକ ବିଶେଷ୍ୟ
D) କ୍ରିୟାବାଚକ ବିଶେଷ୍ୟ
18. ତତ୍ସମ ଶବ୍ଦ କାହାକୁ କୁହାଯାଏ?
A) ଦେଶଜ ଶବ୍ଦ ସହ ମିଶିଲେ
B) ସଂସ୍କୃତ ଶବ୍ଦ ଅବିକୃତ ଭାବେ ଓଡ଼ିଆରେ ବ୍ୟବହୃତ ହେଲେ
C) କଥିତ ଭାଷା ସହ ମିଶିଲେ
D) ସାମାନ୍ୟ ପରିବର୍ତ୍ତନ କଲେ
19. ‘ଅକାଳ କୁଷ୍ମାଣ୍ଡ’ ଋଢିଟିର ଅର୍ଥ ନିମ୍ନରୁ ବାଛ।
A) କଳନା କରିବା
B) ଶୋଚନୀୟ ଅବସ୍ଥା
C) ଶୃଙ୍ଖଳା ନଥିବା
D) ନିତାନ୍ତ ଅଯୋଗ୍ୟ
20. ‘ପଛେ ପଛେ ଯିବା’କୁ ଗୋଟିଏ ପଦରେ ପ୍ରକାଶ କର।
A) ପ୍ରତ୍ୟାଗମନ
B) ଅନୁଗମନ
C) କୌଣସିଟି ନୁହେଁ
D) ଗମନ
Latest Odia Grammar Mcq – Part 11
Answers |
1. C
2. B
3. A
4. B
5. B
6. B
7. D
8. B
9. B
10. B
11. A
12. A
13. A
14. B
15. A
16. B
17. D
18. B
19. D
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com