Expected Odia Grammar MCQ for Competitive Exams
Expected Odia Grammar MCQ (Part 22)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question (OSSTET)
Questions |
1. ତକ ବାକ୍ୟରେ ଥିବା ପଦଗୁଡ଼ିକ ମଧ୍ୟରୁ କେଉଁଟି ବିଶେଷଣର କାମ କରୁଛି ?
ବାବୁ ସୁନା ମୁଦି ପିନ୍ଧିଛନ୍ତି ।
(A) ବାବୁ
(B) ସୁନା
(C) ମୁଦି
(D) ପିନ୍ଧିଛନ୍ତି
2. ନିମ୍ନରେ କେତୋଟି ବିଶେଷଣ ପଦ ଅଛି?
ଦୟା, କ୍ଷମା, ଦଦରା, ଧୈର୍ଯ୍ୟ, କନିଷ୍ଠ, କଠିନ
(A) ସବୁଗୁଡ଼ିକ
(B) ୫ଟି
(C) ୩ଟି
(D) ୪ଟି
3. ‘କନିଷ୍ଠ’ ବିଶେଷଣ ପଦର ମୂଳରୁପଟି କ’ଣ?
(A) କୁନି
(B) ଯୁବା
(C) ସାନ
(D) କ୍ଷୁଦ୍ର
4. ‘ବୃଦ୍ଧ’ ଶବ୍ଦରେ ‘ଇ’ ଯୁକ୍ତ ହେଲେ ନୂତନ ଶବ୍ଦଟି କ’ଣ ହେବ?
(A) ବର୍ଦ୍ଧିଷ୍ଠା
(B) ବାର୍ଦ୍ଧକ୍ୟ
(C) ଜ୍ୟେଷ୍ଠ
(D) ମହିଷ୍ଟ
5. ନିମ୍ନ ବାରୁ ବିଶେଷଣ ପଦଟି ଚିହ୍ନାଅ ।
ଖାଇବାର ପୁତ୍ର ଗଲା ମଥୁରାପୁରକୁ ।
(A) ଖାଇବାର
(B) ପୁତ୍ର
(C) ଗଲା
(D) ମଥୁରାପୁରକୁ
6. ଭିନ୍ନ ଜାତୀୟ ଶବ୍ଦଟି ବାଛ ।
(A) ଦଶ
(B) ଷୋଡ଼ଶ
(C) ସପ୍ତଦଶ
(D) ଅଷ୍ଟାଦଶ
7. କେଉଁଟି ସମଶ୍ରେଣୀୟ ନୁହେଁ?
(A) ବାସିପଖାଳ
(B) ସହଦହି
(C) କଞ୍ଚାଲଙ୍କା
(D) ମେଲୁଣ
8. କେଉଁଟି ସମଶ୍ରେଣୀୟ ନୁହେଁ?
(A) ତୃଣବାଳକ
(B) ଖାଇଲା ପୁଅ
(C) ବୁଢ଼ାଲୋକ
(D) ଅନ୍ଧ ମଣିଷ
9. ଯେମନ୍ତ ଉପାୟ କହିଲେ ଗୁରୁ, ତେମନ୍ତ ବିଧାନେ ହୋଇଲା ଚରୁ ।
ଏଠାରେ “ଯେମନ୍ତ’ କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) ସର୍ବନାମ
(D) ଅବ୍ୟୟ
10. ଜଣାଶୁଣା ବ୍ୟକ୍ତିଙ୍କୁ କିଛି କହି ହୁଏ ନାହିଁ ।
ଏଠାରେ ‘ଜଣାଶୁଣା’ କି ପଦ ?
(A) କ୍ରିୟା
(B) ବିଶେଷଣ
(C) ସର୍ବନାମ
(D) ବିଶେଷ୍ୟ
Odia Grammar Mcq Expected Question – Part 2
11. ନିମ୍ନରୁ ବିଶେଷଣ ପଦଟି ଚିହୁଅ ।
(A) ଭଦ୍ରାମି
(B) କୈଶୋର
(C) ଧୀର
(D) ବାଦ୍ଧକ୍ୟ
12. ନିମ୍ନରେ କେଉଁଟି ବିଶେଷଣ ପଦ ନୁହେଁ?
(A) ମଧୁର
(B) ସୌନ୍ଦର୍ଯ୍ୟ
(C) ସ୍ଥାୟୀ
(D) ଉପଯୋଗୀ
13. କେଉଁଟି ବିଶେଷଣ ପଦ ନୁହେଁ ?
(A) ପାଦ୍ୟ
(B) ଦାମ୍ପତ୍ୟ
(C) ଔଦ୍ଧତ୍ୟ
(D) ମୁଖ୍ୟ
14. “ବଚନ’ – ର ବିଶେଷଣ ରୂପଟି କ’ଣ ହେବ ?
(A) ବଚିତ
(B) ବଚନିକ
(C) ଉକ୍ତ
(D) ବଚତ
15. ‘ଅନୁରାଗ’-ର ବିଶେଷଣ ରୂପଟି କ’ଣ ?
(A) ଅନୁରାଗିଣୀ
(B) ଅନୁରଞ୍ଜିତ
(C) ଅନୁରଙ୍ଗ
(D) ଅନୁରକ୍ତ
Important Odia Grammar MCQ – Part 3 (Expected question)
16. ଅବସାଦର ବିଶେଷଣ ରୂପଟି କ’ଣ ହେବ ?
(A) ଅବସାପ୍ତ
(B) ଅବସ୍ବାଦ
(C) ଅବସନ୍ନ
(D) ବିଷ
17. କ୍ଷୁବ୍ଧର ବିଶେଷ୍ୟ ରୂପଟି କ’ଣ ହେବ ?
(A) କ୍ଷୁଧା
(B) କ୍ଷୋଭ
(C) କ୍ଷୁର
(D) ଖୁଣ
18. ନିମ୍ନରୁ ଭିନ୍ନ ଜାତୀୟ ଶବ୍ଦଟି ବାଛ
(A) ମୁଁ
(B) ତୁ
(C) ତୁମେ
(D) ଆପଣ
19. ନିମ୍ନ ବାକ୍ୟରେ ରେଖାଙ୍କିତ ପଦଟି କେଉଁ ପ୍ରକାର ସର୍ବନାମ ?
ମୁଁ ତାଙ୍କ ବିଷୟରେ ସବୁ ଜାଣେ ।
(A) ନିର୍ଣ୍ଣାୟକ ସର୍ବନାମ
(B) ନିର୍ଦ୍ଦେଶାମ୍ବକ ସର୍ବନାମ
(C) ସମ୍ବନ୍ଧ ସୂଚକ ସର୍ବନାମ
(D) ଆତ୍ମସୂଚକ ସର୍ବନାମ
20. ନ ଦେଖୁଲା ଓଢ ଛ’ଫଡ଼ା ।
ଏ ବାକ୍ୟରୁ ଅବ୍ୟୟ ପଦଟି ଚିହ୍ନାଅ
(A) ନ
(B) ନ ଦେଖୁ
(C) ଛ’ଫଡ଼ା
(D) ଦେଖୁଲା
Latest Odia Grammar Mcq – Part 11
Answers |
1. B
2. C
3. A
4. B
5. A
6. A
7. D
8. B
9. C
10. B
11. C
12. B
13. C
14. C
15. D
16. C
17. B
18. A
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com