Important Odia Grammar Quiz for Recent Exam
Odia Grammar Quiz For Recent Exam (Part 47)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭିନ୍ନ ଶବ୍ଦ ଚିହ୍ନାଅ?
A) ବାତାୟୁ
B) ମତ୍ତଗଞ୍ଜ
C) କୁଞ୍ଜର
D) ବାରଣ
2. ବିଜ୍ଞାନ ର ବିକାଶ ଫଳରେ ସମସ୍ତ ଅସମ୍ଭବ ସମ୍ଭବ ହୋଇ ପାରୁଛି | ରେଖାଙ୍କିତ ଶବ୍ଦଟିର ସଠିକ ବନାନ କଣ ହେବ?
A) ବ୍+ଇ+ଗ୍+ୟ+ଆ+ନ
B) ବି+ଗ+ୟ+ନ
C) ବ୍+ଇ+ଜ୍ଞ+ଆ+ନ
D) ବ୍+ଇ+ଜ୍++ଆ+ନ
3. ବାକ୍ୟରେ ବିଶେଷ୍ୟ ଷଷ୍ଠୀ ବିଭକ୍ତି ଯୁକ୍ତ ହୋଇ ବିଶେଷଣ ରୂପେ ବ୍ୟବହୃତ ହେଲେ ତାହାକୁ _______ବିଶେଷଣ କୁହାଯାଏ? ଉପଯୁକ୍ତ ଶବ୍ଦ ଦ୍ଵାରା ଶୁନ୍ୟସ୍ଥାନ ପୂରଣ କର |
A) ସର୍ବ ନାମକ
B) ବିଶେଷଣର ବିଶେଷଣ
C) କ୍ରିୟା ବାଚକ ବିଶେଷଣ
D) ସମ୍ବନ୍ଧ ବାଚକ
4. ‘କଳାକାଠ ପଡ଼ିଯିବା’– ରୂଢିଟିର ଅର୍ଥ କ’ଣ?
A) ଶୁଖିଲା ଦିଶିବା
B) କଳା ରଙ୍ଗର କାଠ
C) କଳାଲୋକ
D) ପୋଡ଼ା କାଠ
5. ବସନ୍ତ ଋତୁମାନଙ୍କରେ ରାଜା’ – ଏଠାରେ କେଉଁ ବିଭକ୍ତି ହୋଇଛି?
A) ପଞ୍ଚମୀ
B) ଚତୁର୍ଥୀ
C) ସପ୍ତମୀ
D) ଷଷ୍ଠୀ
6. କ୍ରିୟାକୁ ବିକଶିତ କରୁଥିବା ବିଶେଷଣ ପଦକୁ କି ବିଶେଷଣ କୁହାଯାଏ?
A) ଅବସ୍ଥା ବାଚକ
B) ପୂରଣ ବାଚକ
C) ଭାବ ବାଚକ
D) ଗୁଣ ବାଚକ
7. ‘କ୍ଷତ୍ରିୟ’ – ଉକ୍ତ ଶବ୍ଦଟି କେଉଁ ଶ୍ରେଣୀର ଶବ୍ଦ ଅଟେ?
A) ମୌଳିକ
B) ଯୋଗରୂଢ଼
C) ରୂଢ଼
D) ଯୌଗିକ
8. ‘ବର୍ଷା ଆଗମନରେ ଚାଷୀକୁଳ ଆନନ୍ଦିତ ହେଲେ।- ଏଠାରେ କେଉଁ ବିଭକ୍ତି ହୋଇଛି?
A) ପ୍ରଥମା
B) ସପ୍ତମୀ
C) ତୃତୀୟା
D) ପଞ୍ଚମୀ
9. ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ କି ଶବ୍ଦ କୁହାଯାଏ?
A) ଯୌଗିକ
B) ଦ୍ଵିରୁକ୍ତ
C) ବ୍ୟୁତ୍ପନ୍ନ
D) ମୌଳିକ
10. ନିମ୍ନଲିଖିତ ମଧ୍ୟରୁ ଅସମ୍ପୃକ୍ତ ଶବ୍ଦକୁ ପୃଥକ୍ କର |
A) ନଦୀ
B) ମନୁଷ୍ୟ
C) ଇହୁଦୀ
D) ଗଛ
Odia Grammar Mcq Expected Question – Part 2
11. ଅନୁସାର ଓ ‘ ଚନ୍ଦ୍ର ବିନ୍ଦୁ କୁ କି ବର୍ଣ୍ଣ କୁହାଯାଏ?
A) ଅନ୍ତସ୍ଥ
B) ଅବିଭାଜ୍ୟ
C) ଅଘୋଷ
D) ଉଷ୍ମ
12. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପ୍ରାଚୀ’ ଶବ୍ଦର ବିପରୀତ ଶବ୍ଦ?
A) ଅବାଚୀ
B) ଉଦବୀ
C) ପ୍ରତୀଚୀ
D) ପୂର୍ବ
13. ‘ଅଗମୂଳ ନଥିବା’ – ରୂଢିଟିର ଅର୍ଥ କ’ଣ?
A) ସବୁବେଳେ ଗପିବା
B) ଶୃଙ୍ଖଳା ନରହିବା
C) କିଛି ନବୁଝିବା
D) ଅଗ୍ରାଧୂର
14. ଶିରଃ+ଛେଦ=?
A) ଶିରୋଛେଦ
B) ଶିରଛେଦ
C) ଶିରଃଛେଦ
D) ଶିରଚ୍ଛେଦ
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଗୃହ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ମେଦିନୀ
B) ସଦନ
C) ଅବନୀ
D) ଧରଣୀ
Important Odia Grammar MCQ – Part 3 (Expected question)
16. ଶୃଗାଳର ତଦ୍ ଭବ ଶବ୍ଦ କ’ଣ ହେବ?
A) ଶ୍ରିଗାଳ
B) ବିଲୁଆ
C) ଶିଉଳ
D) ଶିଆଳ
17. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘କଳା’ର ଅର୍ଥକୁ ବୁଝାଏ ନାହିଁ?
A) ଅନ୍ଧାର
B) ଲକ୍ଷଣ
C) ଅଳନ୍ଧୁ
D) କଳ୍ପଳ
18. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଆବିର୍ଭାବ’ ର ବିପରୀତ ଶବ୍ଦ ଅଟେ?
A) ତିରୋଧାନ
B) ଅନାବିର୍ଭାବ
C) ଉଦ୍ଭାବନ
D) ତିରୋଭାବ
19. ନିମ୍ନଲିଖିତ କେଉଁ ଶବ୍ଦ ‘ଉପ’ ଉପସର୍ଗ ଯୋଗେ ଗଠିତ?
A) ଉପକଣ୍ଠ
B) ଉତ୍କଳ
C) ଉତ୍କୋଚ
D) ଉତ୍କର୍ଷ
20. ନିମ୍ନଲିଖିତ ବିଶେଷଣ ପଦ ମଧ୍ୟରୁ କେଉଁଟି ଅଲଗା ପ୍ରକାର =ର ଚିହ୍ନଟ କର |
A) ଧନୀ
B) କଅଁଳ
C) କଠିନ
D) ମଧୁର
Latest Odia Grammar Mcq – Part 11
Answers |
1. A
2. D
3. D
4. A
5. D
6. C
7. B
8. B
9. C
10. C
11. B
12. C
13. B
14. D
15. B
16. D
17. A
18. D
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com