Important Odia Grammar Quiz for Recent Exam
Odia Grammar Quiz For Recent Exam (Part 48)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ଯେଉଁ ବର୍ଣ୍ଣ ଗୁଡିକର ଉଚ୍ଚାରଣରେ ସ୍ଵରତନ୍ତ୍ରୀ କମ୍ପିତ ହୁଏ, ସେଗୁଡିକୁ କେଉଁ ବ୍ୟଞ୍ଜନ କହନ୍ତି?
A) ଅଘୋଷ
B) ସଘୋଷ
C) ମହାପ୍ରାଣ
D) ଅଳ୍ପପ୍ରାଣ
2. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସୂର୍ଯ୍ୟ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ଓଷଧୀଶ
B) ଅର୍ଯ୍ୟମା
C) ରଶ୍ମି
D) ଶଶାଙ୍କ
3. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଭିନ୍ନ ଶବ୍ଦ?
A) ଅମ୍ବର
B) ଧରିତ୍ରୀ
C) ଧରଣୀ
D) ଧରା
4. ‘ଓର ଉଣ୍ଡିବା’ – ଏହା କି ପ୍ରକାର ରୂଢି?
A) ଲୋକୋକ୍ତି
B) କ୍ରିୟାହୀନ
C) କ୍ରିୟା
D) କ୍ରିୟାଯୁକ୍ତ
5. ‘ଜୋକ ପରି ଲାଗିବା’ – ଏକ କି ପ୍ରକାର ରୂଢି?
A) ତୁଳନାତ୍ମକ
B) କ୍ରିୟାହୀନ
C) କ୍ରିୟାଯୁକ୍ତ
D) ଲୋକୋକ୍ତି
6. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପ୍ରବୃତ୍ତି’ ବିପରୀତ?
A) ସଂବୃତ୍ତି
B) ନିବୃତ୍ତି
C) ଅବୃତ୍ତି
D) ଆବୃତ୍ତି
7. _______ମଣିଷ । ନିମ୍ନଲିଖିତ ମଧ୍ୟରୁ ସଠିକ୍ ବିଶେଷଣ ଦ୍ଵାରା ଶୁନ୍ୟସ୍ଥାନ ପୂରଣ କର |
A) ଶତୃତା
B) ଦାୟିତ୍ବ
C) ନିଲଠା
D) ସଙ୍କଟ
8. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗ ଦୁଇଟିକୁ ବିପରୀତାର୍ଥବୋଧକ ଉପସର୍ଗ କୁହାଯାଏ?
A) ସୁ, ଦୁର୍
B) ପ୍ରତି, ପରି
C) ପ୍ର, ପରା
D) ନି, ଅନୁ
9. ଯେଉଁ ବିଶେଷ୍ୟ ଗୁଡିକ ଇନ୍ଦ୍ରିୟଗ୍ରାହ୍ୟ ନୁହେଁ ସେଗୁଡିକୁ କି ବିଶେଷ୍ୟ କୁହାଯାଏ?
A) ଇନ୍ଦ୍ରିୟଗ୍ରାହ୍ୟ
B) ଅଗଣନୀୟ
C) ମୂର୍ଖ ବାଚକ
D) ମନୋଗ୍ରାହ୍ୟ
10. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟି ଅବ୍ୟୟ ଭାବରେ ଶବ୍ଦର ପରେ ମଧ୍ୟ ବ୍ୟବହୃତ ହୋଇଥାଏ?
A) ଅତି
B) ପରି
C) ଅପି
D) ପ୍ରତି
Odia Grammar Mcq Expected Question – Part 2
11. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ରୋଗୀ’ ଶବ୍ଦର ବିପରୀତ ଶବ୍ଦ?
A) ନିରୋଗ
B) ଅରୋଗୀ
C) ଅରୋଗ
D) ନିରୋଗୀ
12. ‘କେଉଟ’ ର ସଂସ୍କୃତ ଶବ୍ଦ ଉଲ୍ଲେଖ କର |
A) କେବଟ
B) କେଓଟ
C) କୈବର୍ତ୍ତ
D) କେବର୍ତ୍ତ
13. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ସମପର୍ଯ୍ୟାୟବାଚୀ ଶବ୍ଦ ନୁହଁନ୍ତି?
A) ଦେବତା-ଅମର
B) ଗାଭୀ-ଗୋମାତା
C) ସିଂହ-କେଶରୀ
D) ନଭ-ନେତ୍ର
14. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସାରଙ୍ଗ’ର ସମାନାର୍ଥକ ଶବ୍ଦ ନୁହେଁ?
A) କୋକିଳ
B) ଘୋଡା
C) ମୃଗ
D) ସିଂହ
15. ନଦୀର ଜଳ – ଏଠାରେ କେଉଁ ବିଭକ୍ତିର ଚିହ୍ନ ବ୍ୟବହାର ହୋଇଛି?
A) ଷଷ୍ଠୀ
B) ସପ୍ତମୀ
C) ଚତୁର୍ଥୀ
D) ପଞ୍ଚମୀ
Important Odia Grammar MCQ – Part 3 (Expected question)
16. ‘ସମ୍ବନ୍ଧ ପଦ’ ରେ କେଉଁ ବିଭକ୍ତି ହୁଏ?
A) ତୃତୀୟା
B) ଷଷ୍ଠୀ
C) ପଞ୍ଚମୀ
D) ଚତୁର୍ଥୀ
17. ‘ପାନିଆଁ’- କେଉଁ ଶ୍ରେଣୀ ର ଶବ୍ଦ ଅଟେ?
A) ଦେଶଜ
B) ତତ୍ ସମ
C) ତଦ୍ ଭବ
D) ବୈଦେଶିକ
18. ପିଲାଟି ଭୋକରେ କାନ୍ଦୁଛି । ରେଖାଙ୍କିତ ପଦଟି କେଉଁ ବିଭକ୍ତି ଯୋଗେ ଗଠିତ ହୋଇଛି?
A) ତୃତୀୟ
B) ପ୍ରଥମା
C) ଚତୁର୍ଥୀ
D) ଦ୍ଵିତୀୟ
19. ଅସମ୍ପୃକ୍ତ ଶବ୍ଦକୁ ପୃଥକ କର |
A) ଭକ୍ତି
B) ଖ୍ୟାତି
C) ଦମ୍ଭ
D) ଦୁର୍ଗା
20. ‘ଘର ଢିଙ୍କି କୁମ୍ଭୀର’ ରୂଢିଟିର ଅର୍ଥ କ’ଣ?
A) କୁମ୍ଭୀର ଦେଖିବା
B) ଘୋର ଶତ୍ରୁତା
C) ନିଜଲୋକ ଶତ୍ରୁ
D) ଢିଙ୍କି କୁଟିବା
Latest Odia Grammar Mcq – Part 11
Answers |
1. B
2. B
3. A
4. D
5. A
6. B
7. C
8. A
9. D
10. C
11. A
12. C
13. D
14. B
15. A
16. B
17. A
18. A
19. D
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com