Important Odia Grammar Quiz for Recent Exam
Odia Grammar Quiz For Recent Exam (Part 49)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ଯେଉଁ ବିଶେଷ୍ୟ ଗୁଡିକୁ ଦେଖ୍ ବା ସ୍ପର୍ଶ କରିହୁଏ, ତାହାକୁ କି ବିଶେଷ୍ୟ କୁହାଯାଏ?
A) ଗଣନୀୟ
B) ମୂର୍ତ୍ତ ବାଚକ
C) ମନୋଗ୍ରହ୍ୟ
D) ଅମୂର୍ତ୍ତ ବାଚକ
2. ‘ପାଣି ଛଡ଼ାଇବା’– ରୂଢିଟିର ଅର୍ଥ କ’ଣ?
A) ପୂଜା କରିବା
B) ସମକକ୍ଷ ନହେବା
C) ଗାଧୋଇବା
D) ଆଶା ନ ରଖି
3. ଅତି କୁହାଳିଆ ପିଣ୍ଡୁ ପରୀକ୍ଷାରେ ଫେଲ ହେଲା | ଉକ୍ତ ବାକ୍ୟରେ କେଉଁଟି ବିଶେଷଣର ବିଶେଷଣ ପଦ ଚିହ୍ନଟ କର |
A) ଫେଲ୍
B) ଅତି
C) ପରୀକ୍ଷା
D) କୁହାଳିଆ
4. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ତିରୋଧାନ’ ଶବ୍ଦର ବିପରୀତ ଶବ୍ଦ?
A) ଉଦ୍ଘାଟନ
B) ବିସର୍ଜନ
C) ଆବାହନ
D) ଆବିର୍ଭାବ
5. ‘ଛଳ ଛଳ’ – ଉକ୍ତ ଶବ୍ଦଟି କେଉଁ ପ୍ରକାର ଯୁଗ୍ମ ଶବ୍ଦ?
A) ସମାନାର୍ଥକ
B) ଧ୍ଵନ୍ୟାତ୍ମକ
C) ସାର୍ଥକ ଓ ନିରର୍ଥକ
D) ଦ୍ଵିରୁକ୍ତି
6. ଶବ୍ଦ ଯେଉଁଥିରୁ ଗଢ଼ାହୁଏ, ବ୍ୟାକରଣରେ ତାକୁ କଣ କୁହାଯାଏ?
A) ଧ୍ଵନି
B) ମାତ୍ରା
C) ପ୍ରକୃତି
D) ଧାତୁ
7. ନିମ୍ନଲିଖିତତ ମଧ୍ୟରୁ କେଉଁଟି ‘ଅଭିଜ୍ଞ’ ଶବ୍ଦର ବିପରୀତ ଶବ୍ଦ?
A) ବିଜ୍ଞ
B) ଅବିଜ୍ଞ
C) ସୁବିଜ୍ଞ
D) ଅନଭିଜ୍ଞ
8. ନିମ୍ନଲିଖିତତ ଶବ୍ଦ ମଧ୍ୟରୁ ଭିନ୍ନଧର୍ମୀ ଶବ୍ଦକୁ ଚିହ୍ନଟ କର |
A) ପଗଡି
B) ବର୍ଣ୍ଣ
C) ଜାତି
D) ଅକ୍ଷର
9. ଆମ ଦେଶରେ ଅନେକ ଲୋକ କୁଲି ଖଟନ୍ତି | ରେଖାଙ୍କିତ ଶବ୍ଦଟି କେଉଁ ପ୍ରକାର ଶବ୍ଦ ଅଟେ?
A) ଆରବୀ
B) ପାର୍ସୀ
C) ପର୍ତ୍ତୁଗୀଜ
D) ତୁର୍କୀ
10. ‘ମର୍’ ଧାତୁର ସଂସ୍କୃତ ଧାତୁ କଣ ହେବ?
A) ମୃ
B) ମ୍ର
C) ମର
D) ମୃତ୍
Odia Grammar Mcq Expected Question – Part 2
11. ଶ୍ରୁ+ଅନ = ?
A) ଶ୍ରାବଣ
B) ଶର୍ବଣ
C) ଶ୍ରର୍ବଣ
D) ଶ୍ରବଣ
12. ନିମ୍ନଲିଖିତତ ମଧ୍ୟରୁ କେଉଁଟି ‘ବଜ୍ର’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ରୁଚିର
B) ଅଟବୀ
C) ସ୍ଥିର
D) କୁଳିଶ
13. ‘ଆଲୋକ’- ଏହା କି ପ୍ରକାର ବିଶେଷ୍ୟ ଉଲ୍ଲେଖ କର |
A) ଅଗଣନୀୟ
B) ବସ୍ତୁ ବାଚକ
C) ନାମ ବାଚକ
D) ମନୋଗ୍ରାହ୍ୟ
14. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ମୟୂର’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ?
A) କରୀ
B) କଳାପୀ
C) କେକୀ
D) ଶିଖୀ
15. ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁଟି ବସ୍ତୁ ବାଚକ ବିଶେଷ୍ୟ ନୁହେଁ?
A) ଶାନ୍ତି
B) ପଥର
C) ରକ୍ତ
D) ଲୁହ
Important Odia Grammar MCQ – Part 3 (Expected question)
16. ‘ଋଣ କରି ଘିଅ ଖାଇବା’ ରୂଢିଟିର ଅର୍ଥ କ’ଣ?
A) ଶକ୍ତି ବହିର୍ଭୂତ ଖର୍ଚ୍ଚ କରିବା
B) ଧନୀ ବ୍ୟକ୍ତି
C) ଘିଅଖାଇବା
D) ଋଣ କରିବା
17. ‘ଗୋଇଠା ମାରି ବିଷ୍ଣୁ ହେବା’– ପ୍ରବାଦଟିର ଅର୍ଥ କ’ଣ?
A) ଅପମାନିତ କରି କ୍ଷମା ମାଗିବା
B) ଅପମାନିତ କରିବା
C) ସମ୍ମାନ କରିବା
D) ଭକ୍ତି କରିବା
18. ଜଟାରୁ ବାବାଜୀ ଜଣାଗଲା – ରେଖାଙ୍କିତ ଶବ୍ଦଟିରେ ‘ରୁ’ କେଉଁ ବିଭକ୍ତି?
A) ଚତୁର୍ଥୀ
B) ଷଷ୍ଠୀ
C) ଦ୍ୱିତୀୟା
D) ପଞ୍ଚମୀ
19. ନିମ୍ନଲିଖିତ ଶବ୍ଦ ମଧ୍ୟରୁ ଭିନ୍ନଧର୍ମୀ ଶବ୍ଦଟିକୁ ଚିହ୍ନଟ କର |
A) ଧନରତ୍ନ
B) ଭଲ ମନ୍ଦ
C) ସୁଖ ଦୁଃଖ
D) କିଣା ବିକା
20. ଦିନକୁ ଦିନ – ରେଖାଙ୍କିତ ପଦଟିରେ କେଉଁ ବିଭକ୍ତି ଯୋଗ ହୋଇଛି?
A) ଦ୍ଵିତୀୟା
B) ପଞ୍ଚମୀ
C) ଚତୁର୍ଥୀ
D) ତୃତୀୟା
Latest Odia Grammar Mcq – Part 11
Answers |
1. B
2. D
3. B
4. D
5. D
6. D
7. D
8. A
9. D
10. A
11. D
12. D
13. A
14. A
15. A
16. A
17. A
18. D
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com