Important Odia Grammar Quiz for Recent Exam
Odia Grammar Quiz For Recent Exam (Part 50)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଫାଙ୍କା ଆୱାଜ’ ରୁଢିଟିର ଅର୍ଥ କ’ଣ?
A) ଖାଲି ମାଠିଆ
B) ମିଛ କଥା
C) ବୃଥା ଧମକ
D) ଫାଙ୍କା ସ୍ଥାନରେ ଶବ୍ଦ କରିବା
2. ନିମ୍ନଲିଖିତତ କେଉଁ ପୂର୍ବପଦଟି ଏକ ଅବ୍ୟୟ?
A) ଅଭି
B) ଅପି
C) ପୁନଃ
D) ଅନୁ
3. କାବେରୀକୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷ୍ୟ ଅଟେ?
A) ନାମ ବାଚକ
B) ଗୁଣ ବାଚକ
C) ଜାତି ବାଚକ
D) ବସ୍ତୁ ବାଚକ
4. ଯେଉଁ ଶବ୍ଦ ବ୍ୟୁତ୍ପତ୍ତି ବା ପ୍ରକୃତି ପ୍ରତ୍ୟୟ ସମ୍ବନ୍ଧୀୟ ଅର୍ଥକୁ ପ୍ରକାଶ ନକରି ଅନ୍ୟ ଅର୍ଥ ପ୍ରକାଶ କରେ ତାହାକୁ କି ଶବ୍ଦ କହନ୍ତି?
A) ମୌଳିକ
B) ଯୌଗିକ
C) ଯୋଗରୂଢ଼
D) ରୂଢ଼
5. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅର୍ବାଚୀନ’ ଶବ୍ଦର ବିପରୀତ ଶବ୍ଦ?
A) ନବୀନ
B) ନୂତନ
C) ପ୍ରସୂନ
D) ପ୍ରାଚୀନ
6. ଧ୍ଵନିର ଲିଖିତ ରୂପକୁ କଣ କୁହାଯାଏ?
A) ମାତ୍ରା
B) ବର୍ଣ୍ଣ
C) ଭାଷା
D) ଶବ୍ଦ
7. ଯେଉଁ ଶବ୍ଦ ବ୍ୟୁତ୍ପତ୍ତି ବା ପ୍ରକୃତି ପ୍ରତ୍ୟୟ ଗତ ଅର୍ଥକୁ ପ୍ରକାଶ କରେ ତାହାକୁ କି ଶବ୍ଦ କୁହାଯାଏ?
A) ରୂଢ଼
B) ଯୋଗରୂଢ଼
C) ମୌଳିକ
D) ଯୌଗିକ
8. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟିକୁ ଯୋଡ଼ିଦେଲେ ‘ଘାତ’ ଶବ୍ଦଟିର ବିପରୀତ ଅର୍ଥକୁ ବୁଝାଇବ?
A) ପ୍ର
B) ପ୍ରତି
C) ପରା
D) ଅନୁ
9. କୌଣସି ସଂଖ୍ୟା ବାଚକ ବିଶେଷଣ ପଦ କ୍ରମାନ୍ଵୟରେ ସବୁ ସଂଖ୍ୟା ନ ବୁଝାଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଇଲେ ତାହାକୁ କି ବିଶେଷଣ କୁହାଯାଏ?
A) ପରିମାଣ ବାଚକ
B) ସଂଖ୍ୟା ବାଚକ
C) ତୁଳନାୟକ
D) ପୂରଣ ବାଚକ
10. ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ଏକ ଉପସର୍ଗ ଯୋଗେ ଗଠିତ ହୋଇଛି?
A) ପ୍ରଶାଖା
B) ପ୍ରଭାତ
C) ପ୍ରସୂନ
D) ପ୍ରଣୟ
Odia Grammar Mcq Expected Question – Part 2
11. ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁ ଶବ୍ଦର ‘ନ’ ବର୍ଷଟି ଅନୁନାସିକ ନୁହେଁ?
A) ନବ
B) ଯତନ
C) ବନ
D) ଘନ
12. ଯେଉଁ ପଦ କୌଣସି ନାମ କୁ ପ୍ରକାଶ କରେ ତାହାକୁ କଣ କୁହାଯାଏ?
A) ବିଶେଷଣ
B) କର୍ତ୍ତା
C) ବିଶେଷ୍ୟ
D) କ୍ରିୟା
13. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅମୃତ’ ଶବ୍ଦର ବିପରୀତ ଶବ୍ଦ?
A) ଉଦକ
B) ବାରି
C) ବିଷ
D) ତୋୟ
14. ‘କାଠିକର ପାଠ’– ରୂଢିଟିର ଅର୍ଥ କ’ଣ?
A) କାଠି ମାଧ୍ୟମରେ କାର୍ଯ୍ୟ
B) ବଡ଼ କଠିନ କାମ
C) ଉତ୍ତମ କାମ
D) ସହଜ କାମ
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ତ୍ଵରିତ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ବାଧ୍ୟ
B) ବିଘ୍ନ
C) ଚଞ୍ଚଳ
D) ବିଳମ୍ବ
Important Odia Grammar MCQ – Part 3 (Expected question)
16. ‘ବର୍ଷା ଆଗମନରେ ଚାଷୀକୁଳ ଆନନ୍ଦିତ ହେଲେ ।- ଏଠାରେ କେଉଁ ବିଭକ୍ତି ହୋଇଛି?
A) ତୃତୀୟା
B) ପଞ୍ଚମୀ
C) ସପ୍ତମୀ
D) ପ୍ରଥମା
17. ଯେଉଁ ପଦ ମାଧ୍ୟମରେ କୌଣସି କାମର ନିର୍ଦ୍ଦିଷ୍ଟ ଅର୍ଥ ବୁଝାପଡ଼େ, ତାହାକୁ କଣ କୁହାଯାଏ?
A) କର୍ମ
B) ବିଶେଷ୍ୟ
C) କ୍ରିୟା
D) କର୍ତ୍ତା
18. ଟଙ୍କାରେ ଚାଉଳ ଛ’ ସେର ମିଳେ – ରେଖାଙ୍କିତ ପଦଟିରେ କେଉଁ ବିଭକ୍ତି ଯୋଗ ହୋଇଛି?
A) ତୃତୀୟା
B) ପଞ୍ଚମୀ
C) ଦ୍ଵିତୀୟା
D) ଚତୁର୍ଥୀ
19. ହରବାବୁ ସଂସାର ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି | ରେଖାଙ୍କିତ ଶବ୍ଦଟିର ବିପରୀତ ଶବ୍ଦ ଚିହ୍ନଟ କରି |
A) ମୋଚନ
B) ମୁକ୍ତି
C) ଅବନ୍ଧନ
D) ଖୋଲା
20. ନିମ୍ନଲିଖତ ମଧ୍ୟରୁ କେଉଁଟି ଭିନ୍ନ ଶବ୍ଦ ଚିହ୍ନାଅ?
A) ବାତାୟୁ
B) ବାରଣ
C) କୁଞ୍ଜର
D) ମତ୍ତଗଞ୍ଜ
Latest Odia Grammar Mcq – Part 11
Answers |
1. C
2. C
3. C
4. D
5. D
6. B
7. D
8. B
9. D
10. A
11. A
12. C
13. C
14. B
15. C
16. C
17. C
18. A
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com