Important Odia Grammar Quiz for Recent Exam
Odia Grammar Quiz For Recent Exam (Part 51)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ ଇନ୍ଦ୍ର ‘ ଶବ୍ଦର ‘ ନ୍ଦ୍ର’ ଯୁକ୍ତାକ୍ଷରଟି କେଉଁ କେଉଁ ବର୍ଷର ସଂଯୋଗରୁ ସୃଷ୍ଟି ହୋଇଛି?
A) ନ୍+ଦ୍+ର
B) ଦ୍+ର+ନ୍
C) ଦ୍+ନ୍+ର
D) ନ୍ଦ+ର
2. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଗୃହ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ଧରଣୀ
B) ମେଦିନୀ
C) ସଦନ
D) ଅବନୀ
3. ‘ଅଗମୂଳ ନଥିବା’ – ରୂଢିଟିର ଅର୍ଥ କ’ଣ?
A) କିଛି ନ ବୁଝିବା
B) ଶୃଙ୍ଖଳା ନରହିବା
C) ଅଗ୍ରାଧିକାର
D) ସବୁବେଳେ ଗପିବା
4. ‘ଶୈଶବ’ – ଏହା କି ପ୍ରକାର ବିଶେଷ୍ୟ କୁ ସୂଚାଏ?
A) ଇନ୍ଦ୍ରିୟ ଗ୍ରାହ୍ୟ
B) ନାମ ବାଚକ
C) ଗୁଣ ବାଚକ
D) ବସ୍ତୁ ବାଚକ
5. ବିଜ୍ଞାନ ର ବିକାଶ ଫଳରେ ସମସ୍ତ ଅସମ୍ଭବ ସମ୍ଭବ ହୋଇ ପାରୁଛି | ରେଖାଙ୍କିତ ଶବ୍ଦଟିର ସଠିକ ବନାନ କଣ ହେବ?
A) ବ୍+ଇ+ଜ୍+ଞ୍ଜ୍+ଆ+ନ
B) ବି+ଗ୍+ୟ+ନ
C) ବ୍+ଇ+ଗ୍+ୟ+ଆ+ନ
D) ବ୍+ଇ+ ଞ୍ଜ୍ +ଆ+ନ
6. ଅତି ଚିପୁଡ଼ିଲେ ଲେମ୍ବୁ ପିତା | ରେଖାଙ୍କିତ ଶବ୍ଦଟି କେଉଁ ପଦରୂପେ ବ୍ୟବହୃତ ହୋଇଛି?
A) ଅବ୍ୟୟ
B) କ୍ରିୟା ବିଶେଷଣ
C) ବିଶେଷ୍ୟ
D) ବିଶେଷଣ
7. ଶିରଃ+ଛେଦ=?
A) ଶିରୋଛେଦ
B) ଶିରଛେଦ
C) ଶିରଚ୍ଛେଦ
D) ଶିରଃଛେଦ
8. ସବିତା ଗୀତ ଗାଇବାକୁ ଭଲପାଏ |ରେଖାଙ୍କିତ କ୍ରିୟା ପଦର ସଂସ୍କୃତ ଧାତୁକୁ ଚିହ୍ନଟ କର |
A) ଗା
B) ଗୀତ୍
C) ଗାନ୍
D) ଗୈ
9. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପ୍ରାଚୀ’ ଶବ୍ଦର ବିପରୀତ ଶବ୍ଦ?
A) ପ୍ରତୀଚୀ
B) ପୂର୍ବ
C) ଅବାଚୀ
D) ଉଦିଚୀ
10. ‘କଳାକାଠ ପଡ଼ିଯିବା’– ରୂଢିଟିର ଅର୍ଥ କ’ଣ?
A) ପୋଡ଼ା କାଠ
B) କଳାଲୋକ
C) କଳା ରଙ୍ଗର କାଠ
D) ଶୁଖିଲା ଦିଶିବା
Odia Grammar Mcq Expected Question – Part 2
11. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ନି’ ଉପସର୍ଗରୁ ଗଠିତ ଶବ୍ଦ?
A) ନିଶ୍ଚଳ
B) ନିସ୍ତାର
C) ନିଷ୍ପାପ
D) ନିକ୍ଷେପ
12. ‘ଦେଖିବା ‘ – ଉକ୍ତ କ୍ରିୟାର ସଂସ୍କୃତ ଧାତୁ ନିମ୍ନଲିଖିତ ମଧ୍ୟରୁ କେଉଁଟି ହେବ ସୂଚାଅ?
A) ଦୃଷ୍ଟ
B) ଦ୍ରଶ୍
C) ଦେଖ୍
D) ଦୃଶ୍
13. ‘ଖ’ ଓ ‘ଘ’ ନିମ୍ନଲିଖିତ ମଧ୍ୟରୁ କେଉଁ ବ୍ୟଞ୍ଜନ ଅନ୍ତର୍ଭୁକ୍ତ?
A) ମହାପ୍ରାଣ
B) ଅଳ୍ପପ୍ରାଣ
C) ସଘୋଷ
D) ଅଘୋଷ
14. ‘ମିଶ୍ର’ – ଶବ୍ଦଟି କେଉଁ ବିଭକ୍ତି ଯୋଗେ ଗଠିତ?
A) ପଞ୍ଚମୀ
B) ଦ୍ଵିତୀୟା
C) ପ୍ରଥମା
D) ଷଷ୍ଠୀ
15. ମାଟି କାନ୍ଥଟି ଭୁଶୁଡି ପଡିଛି | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଉଲ୍ଲେଖ କର ।
A) ସର୍ବ ନାମିକ
B) କ୍ରିୟା ବାଚକ
C) ବିଶେଷ୍ୟରୂପୀ
D) ସମ୍ବନ୍ଧ ବାଚକ
Important Odia Grammar MCQ – Part 3 (Expected question)
16. ଇଂରାଜୀ ଶବ୍ଦ ‘ଅଡ଼ରଲି’ ର ଓଡ଼ିଆ ଶବ୍ଦ କଣ ହେବ?
A) ଅଡ଼ର
B) ଅର୍ଦ୍ଧଳି
C) ଆଦରଲି
D) ଓଡ଼ରଲି
17. ନିମ୍ନଲିଖିତ କେଉଁ ଶବ୍ଦ ‘ସମ୍’ ଉପସର୍ଗ ଯୋଗେ ଗଠିତ?
A) ସୁତୀକ୍ଷ୍ଣ
B) ସୁଦର୍ଶନ
C) ସମ୍ଭାଷଣ
D) ସୁସମ୍ବାଦ
18. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭିନ୍ନ ଶବ୍ଦ ଚିହ୍ନାଅ?
A) ଆସନ୍ନ
B) ନିକଟ
C) ଦୂର
D) ସମୀପ
19. ‘ଓହ୍ଲାଇବା’ – ଏହି ଅମିଶ୍ର କ୍ରିୟାର ମିଶ୍ରକ୍ରିୟା କଣହେବ?
A) ଅବତରଣ କରିବା
B) ତଳକୁ ଯିବା
C) ପଛକୁ ଫେରିବା
D) ଓହ୍ଲାଇହେବା
20. ନିମ୍ନଲିଖିତ ମଧ୍ୟରୁ ଭିନ୍ନ ପର୍ଯ୍ୟାୟବାଚୀ ଶବ୍ଦଟିକୁ ଚିହ୍ନାଅ?
A) ମହେନ୍ଦ୍ର
B) ମଦନ
C) ମନ୍ମଥ
D) ଅନଙ୍ଗ
Latest Odia Grammar Mcq – Part 11
Answers |
1. A
2. C
3. B
4. C
5. A
6. B
7. C
8. D
9. A
10. D
11. D
12. D
13. A
14. C
15. C
16. B
17. C
18. C
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com