Important Odia Grammar Quiz for Recent Exam
Odia Grammar Quiz For Recent Exam (Part 52)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ତାଳୁରେ ତେନ୍ତୁଳିଆ ବିଛା କାମୁଡ଼ିବା’ – ରୂଢିଟିର ଅର୍ଥ କ’ଣ?
A) ଦେହ ଖରାପ ହେବା
B) ମୁଣ୍ଡ ବିନ୍ଧିବା
C) ବିଛା କାମୁଡ଼ିବା
D) ଘୋର ଚିନ୍ତାଗ୍ରସ୍ତ ହେବା
2. ‘ଦକ୍ଷଯଜ୍ଞ’ ରୂଢିଟିର ଅର୍ଥ କ’ଣ?
A) ଗୁପ୍ତରେ ଅନିଷ୍ଟ କରିବା
B) ତୁମୁଳ କାଣ୍ଡ
C) ଯଜ୍ଞ କରିବା
D) ପୂଜା କରିବା
3. ‘ପୟୋଦ’ ଶବ୍ଦର ଅର୍ଥ କ’ଣ?
A) ଅଗ୍ନି
B) ପବନ
C) ଜଳ
D) ମେଘ
4. ‘ କ୍ଷତ୍ରିୟ’ ଶବ୍ଦର ପ୍ରକୃତି ପ୍ରତ୍ୟୟ ଅର୍ଥକୁ ଚିହ୍ନଟ କର |
A) ରାଜବଂଶ
B) ଯେ କ୍ଷତ ରୁ ତ୍ରାଣ କରେ
C) ଯେ କ୍ଷେତରେ କାମକରେ
D) ଏକ ଜାତି
5. ମଧୁଦାସ ଖାଇ ଖାଇ ସମ୍ପତ୍ତି ସାରିଦେଲେ | ରେଖାଙ୍କିତ ଶବ୍ଦଟିକୁ କେଉଁ ପଦରୂପେ ବ୍ୟବହାର କରାଯାଇଛି?
A) କ୍ରିୟା ବିଶେଷଣ
B) ବିଶେଷ୍ୟ
C) କ୍ରିୟା ବାଚକ ବିଶେଷ୍ୟ
D) ଅସମାପିକା କ୍ରିୟା
6. ମାନସ ବାବୁ ପିଲାପିଚିକା ଧରି ଗାଁ କୁ ଗଲେ | ରେଖାଙ୍କିତ ଶବ୍ଦଟି କି ପ୍ରକାର ଯୁଗ୍ମ ଶବ୍ଦ?
A) ବିପରୀତାର୍ଥକ
B) ଧ୍ଵନ୍ୟାତ୍ମକ
C) ସାର୍ଥକ ଓ ନିରର୍ଥକ
D) ସମାନାର୍ଥକ
7. ଓଡ଼ିଆ ବର୍ଷ ‘ ସ୍’ କେଉଁ ଧ୍ୱନି ଅନ୍ତର୍ଭୁକ୍ତ?
A) ସଂଘର୍ଷୀ
B) ପାର୍ଶ୍ଵିକ
C) ଲୋଡିତ
D) ନାସିକ୍ୟ
8. ‘ଦିନ ଗଣିବା’ – ରୂଢିଟିର ଅର୍ଥ କ’ଣ?
A) ସୁଯୋଗ ମିଳିବା
B) ଜାଣିଶୁଣି ବିଳମ୍ବ କରିବା
C) ଦିନ ଗଣନା କରିବା
D) ଆତୁରଭାବେ ପ୍ରତୀକ୍ଷା କରିବା
9. ତତ୍ ସମ ‘ଗୋଧୂମ’ ର ତଦ୍ ଭବ ଶବ୍ଦ କଣ ହେବ?
A) ଗଧ
B) ଗୋଧୂଳି
C) ଗୋଧନ
D) ଗହମ
10. ନିମ୍ନଲିଖିତ ଶବ୍ଦ ମଧ୍ୟରୁ ଭିନ୍ନଧର୍ମୀ ଶବ୍ଦକୁ ଚିହ୍ନଟ କର |
A) ଖୁବ୍
B) ସେହି
C) ଏ
D) ଯେଉଁ
Odia Grammar Mcq Expected Question – Part 2
11. ନିମ୍ନଲିଖିତ କେଉଁ ଶବ୍ଦ ‘ପରି’ ଉପସର୍ଗ ଯୋଗେ ଗଠିତ?
A) ପ୍ରତିକ୍ରିୟା
B) ପରିପନ୍ଥୀ
C) ପ୍ରତିକାର
D) ପ୍ରତିଦିନ
12. ଖାଲି ହାତରେ ଦେବ ଦର୍ଶନ କର ନାହିଁ | ଏଠାରେ ଖାଲି ଶବ୍ଦଟି କେଉଁ ପଦ ରୂପରେ ବ୍ୟବହୃତ ହୋଇଛି?
A) ବିଶେଷ୍ୟ
B) ବିଶେଷଣ ର ବିଶେଷଣ
C) ବିଶେଷଣ
D) ବିଶେଷ୍ୟର ବିଶେଷଣ
13. ନିମ୍ନଲିଖିତତ ମଧ୍ୟରୁ କେଉଁଟି ଏକ ଯୌଗିକ କ୍ରିୟା?
A) ଖେଳୁଅଛି
B) ଅଣାଅ
C) ଖୁଆଉଛି
D) ଆଗାଏ
14. ନିମ୍ନଲିଖିତତ ମଧ୍ୟରୁ କେଉଁଟି ‘ଫୁଲ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ଲାଭ
B) କୁସୁମ
C) ପରିଣାମ
D) ବୀଜଧାର
15. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପସର୍ଗ ନୁହେଁ?
A) ଶନିଃ
B) ଅନୁ
C) ଅଧ୍
D) ନିର୍
Important Odia Grammar MCQ – Part 3 (Expected question)
16. ‘ନେ ‘ ଧାତୁ ଟି କେଉଁ ସଂସ୍କୃତ ଧାତୁରୁ ଆନୀତ?
A) ନୀ
B) ନ୍
C) ଏନ୍
D) ନା
17. ‘ବୋଝ ଉପରେ ନଳିତା ବିଡ଼ା’ – ରୂଢିଟିର ଅର୍ଥ କ’ଣ?
A) ଅତ୍ୟନ୍ତ ଯନ୍ତ୍ରଣା
B) ବୋଝ ବୋହିବା
C) ବହୁତ ବୋଝ
D) କଷ୍ଟ ଉପରେ କଷ୍ଟ
18. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ଭିନ୍ନ ଶବ୍ଦ?
A) କୋବିଦ-ବିଦ୍ଵାନ
B) ନୀରଜ-ପଙ୍କଜ
C) ପରିପୁଷ୍ଟ-ବନପ୍ରିୟ
D) ସମୀର-ନୀର
19. ‘ବୈଶ୍ଵାନର’ ଶବ୍ଦଟି କେଉଁ ଶବ୍ଦର ସମପର୍ଯ୍ୟାୟବାଚୀ ଶବ୍ଦ?
A) ପୃଥିବୀ
B) ଚନ୍ଦ୍ର
C) ଅଗ୍ନି
D) ସମୁଦ୍ର
20. ନିମ୍ନଲିଖିତ ମଧ୍ୟରୁ କେଉଁଟି ଆତିଶଯ୍ୟ ଅର୍ଥରେ ବ୍ୟବହୃତ ଉପସର୍ଗ?
A) ପରି
B) ପ୍ରତି
C) ଉତ୍
D) ଅତି
Latest Odia Grammar Mcq – Part 11
Answers |
1. D
2. B
3. D
4. B
5. D
6. C
7. A
8. D
9. D
10. A
11. B
12. D
13. A
14. B
15. A
16. A
17. D
18. D
19. C
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com