Important Odia Grammar Quiz for Recent Exam
Odia Grammar Quiz For Recent Exam (Part 52)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ବୃହତ୍+ତର = ?
A) ବୃହତ୍ତର
B) ବୃହତ୍ତମ
C) ବୃହତର
D) ବୃହତ୍ତର
2. ‘ଭାଗବତ ‘ – ଏହା କେଉଁ ପ୍ରକାର ବିଶେଷ୍ୟ ଅଟେ?
A) ଜାତି ବାଚକ
B) ସଂଖ୍ୟା ବାଚକ
C) କ୍ରିୟା ବାଚକ
D) ବସ୍ତୁ ବାଚକ
3. ‘ମସ୍ କା’ ର ବିପରୀତ ଶବ୍ଦ ନିମ୍ନଲିଖିତ ମଧ୍ୟରୁ କେଉଁଟି?
A) ଅମସକା
B) ଟାଣ
C) ଚେମଡା
D) ହାଲକା
4. ଯେଉଁ କ୍ରିୟା ପଦ ବିଶେଷ୍ୟ ବା ବିଶେଷଣ ଶବ୍ଦକୁ ଆଧାର କରି ଗଠିତ ହୋଇଥାଏ, ତାହାକୁ, କୁହାଯାଏ?
A) ନାମ ଧାତୁ କ୍ରିୟା
B) ପ୍ରେରଣାର୍ଥକ କ୍ରିୟା
C) ସମାପିକା କ୍ରିୟା
D) ସମ୍ପନ୍ନ କ୍ରିୟା
5. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସଂକୀର୍ଣ୍ଣ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ?
A) ପ୍ରଶସ୍ତ
B) ସିଦ୍ଧ
C) କ୍ଷୀଣ
D) ସ୍ଵତନ୍ତ୍ର
6. ‘ଅତିର ଇତି ‘- ଏଠାରେ ‘ଅତି’ ଶବ୍ଦଟି କେଉଁ ପଦ ରୂପେ ବ୍ୟବହୃତ ହୋଇଛି?
A) ଅବ୍ୟୟ
B) ବିଶେଷଣ
C) ସର୍ବନାମ
D) ବିଶେଷ୍ୟ
7. ପାଗଳଟି ଚଳନ୍ତା ଗାଡିରୁ ପଡିଗଲା | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଦର୍ଶାଅ?
A) କ୍ରିୟାଜ
B) ଅବସ୍ଥା ବାଚକ
C) ପରିମାଣ ବାଚକ
D) ସର୍ବନାମିକ
8. ‘ଯ’ଠାରୁ ‘ ା ‘ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣକୁ _____ କୁହାଯାଏ? ଶୂନ୍ୟ ସ୍ଥାନ ପୂରଣ କର ?
A) ତାଲବ୍ୟ ବର୍ଷ ବ୍ୟଞ୍ଜନ
B) ବର୍ଗ ବ୍ୟଞ୍ଜନ
C) ଓଷ୍ଠ ବର୍ଷ ବ୍ୟଞ୍ଜନ
D) ଅବର୍ଗ୍ୟ ବର୍ଣ୍ଣ ବ୍ୟଞ୍ଜନ
9. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଊଣା’ ଶବ୍ଦର ବିପରୀତ ଶବ୍ଦ?
A) ଅସଂପୂର୍ଣ୍ଣ
B) ଅଧିକ
C) ସଂପୂର୍ଣ୍ଣ
D) ଉର୍ଦ୍ଧ୍ଵ
10. ‘ଶତମୁଖ ହେବା’ ରୂଢିଟିର ଅର୍ଥ କ’ଣ?
A) ଛାଡ଼ିଦେବା
B) ଅନୁଗତ ହେବା
C) ବଦନାମ କରିବା
D) ଅଧିକ କରି କହିବା
Odia Grammar Mcq Expected Question – Part 2
11. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ କ୍ରିୟାହୀନ ରୂଢି?
A) ଶରଣ ପଶିବା
B) ହାତ ଉଠେଇବା
C) ମୁଣ୍ଡକୁ ହାତ ପାଇବା
D) ଅକଲ ଗୁଡୁମ
12. ‘ସ୍ଵର୍ଗାରୋହଣ’ ଶବ୍ଦଟି କେଉଁ ନିୟମରେ ଗଠିତ ହୋଇଛି?
A) ବିସର୍ଗ ସନ୍ଧି
B) ସ୍ଵର ସନ୍ଧି
C) ତଦ୍ଧିତ
D) ବ୍ୟଞ୍ଜନ ସନ୍ଧି
13. ‘ନିର୍ଗତ’ ଶବ୍ଦରେ କେଉଁ ଉପସର୍ଗଟି ରହିଛି?
A) ଅନୁ
B) ନିର୍
C) ନିଃ
D) ନି
14. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅରବିନ୍ଦ’ ଶବ୍ଦର ସମାର୍ଥକ ଶବ୍ଦ?
A) ରାଜୀବ
B) ମାରୁତ
C) ସରିତ
D) ଶକୁନ୍ତ
15. କୁମୁଦ ଫଳ ଟୋକେଇ ଟିଏ ଧରି ଘରକୁ ଆସିଲା | ରେଖାଙ୍କିତ ଶବ୍ଦଟି କେଉଁ ଶ୍ରେଣୀର ଶବ୍ଦ ଅଟେ?
A) ତଦ୍ ଭବ
B) ଦେଶଜ
C) ଆରବୀ
D) ପାର୍ସୀ
Important Odia Grammar MCQ – Part 3 (Expected question)
16. ରାମ ଗୋଟିଏ ବୋକା ପିଲା | ରେଖାଙ୍କିତ ଶବ୍ଦଟି କେଉଁ ଶ୍ରେଣୀଭୁକ୍ତ?
A) ବୈଦେଶିକ
B) ତଦ୍ ଭବ
C) ତତ୍ ସମ
D) ଦେଶଜ
17. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ଶବ୍ଦ ପରସ୍ପରର ବିପରୀତ?
A) କୀର୍ତ୍ତି-ସୁକୀର୍ତି
B) ଦୟାଳୁ-ଭୟାଳୁ
C) ତୋଷ-ରୋଷ
D) ଆଲୋକ-ଉଜ୍ଜ୍ଵଳ
18. ‘ଦଶକଥା’ – ରୂଢିଟିର ଅର୍ଥ କ’ଣ?
A) ଦଶଟି କଥା
B) ଦେଶର ହାଲଚାଲ
C) ଦଶଜଣଙ୍କ କଥା
D) ନାନାକଥା
19. ନିମ୍ନଲିଖିତ ଶବ୍ଦ ମଧ୍ୟରୁ କ୍ରିୟାଜ ବିଶେଷଣ ପଦଟିକୁ ଚିହ୍ନଟ କର |
A) ମେଧାବୀ
B) ସାମାନ୍ୟ
C) ଶାନ୍ତଶିଷ୍ଟ
D) ଜଣାଶୁଣା
20. ବିଶେଷ୍ୟ ପଦ ପରେ ବିଶେଷଣ ପଦ ବ୍ୟବହୃତ ହେଲେ ତାକୁ କି ପ୍ରକାର ବିଶେଷଣ କୁହାଯାଏ?
A) କ୍ରିୟା ବିଶେଷଣ
B) ବିଧେୟ ବିଶେଷଣ
C) ବିଶେଷ୍ୟ ରୂପୀ ବିଶେଷଣ
D) ଅବ୍ୟୟର ବିଶେଷଣ
Latest Odia Grammar Mcq – Part 11
Answers |
1. A
2. B
3. C
4. C
5. A
6. D
7. A
8. D
9. B
10. D
11. D
12. B
13. B
14. A
15. B
16. D
17. C
18. D
19. D
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com