Important Odia Grammar Quiz for Recent Exam
Odia Grammar Quiz For Recent Exam (Part 54)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଚଷୁ କୁଟିବା’ – ରୂଢିଟିର ଅର୍ଥ କ’ଣ?
A) ବ୍ୟର୍ଥ ପରିଶ୍ରମ କରିବା
B) ପରଖ୍
C) ଧାନ କୁଟିବା
D) ଉପାର୍ଜନ କରିବା
2. ‘ଭାଦ୍ର’ ତତ୍ ସମ ଶବ୍ଦର ତଦ୍ ଭବ ଶବ୍ଦକୁ ଚିହ୍ନଟ କର |
A) ଭୋଦୁଅ
B) ଭୋଦବ
C) ଭାଦ୍ରବ
D) ଭାଦୁଅ
3. ‘ଗାଙ୍ଗେୟ’ ଶବ୍ଦର ବ୍ୟୁପ୍ ଗତ ଅର୍ଥ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ ଦର୍ଶାଅ ।
A) ଗଙ୍ଗାଙ୍କର ସନ୍ତାନ
B) ଗଙ୍ଗାମାତା
C) ଗଙ୍ଗାପତି
D) ଗଙ୍ଗାର ଉତ୍ପତ୍ତି
4. ଭିନ୍ନଧର୍ମୀ ଶବ୍ଦଟି ଚିହ୍ନଟ କର |
A) ରନ୍ଧନ
B) ଜଣାଣ
C) ଗାୟକ
D) ଭୋଜନ
5. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅପରାଧୀ’ ର ବିପରୀତ ଶବ୍ଦ?
A) ନିରପରାଧ
B) ଅର୍ଥୀ
C) ଅପାୟ
D) ଅପରାଜିତ
6. ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦ ‘ନିର୍’ ଉପସର୍ଗ ଯୋଗେ ଗଠିତ?
A) ନିଯୁକ୍ତ
B) ନିକଟ
C) ନିକ୍ଷେପ
D) ନିର୍ଣ୍ଣୟ
7. ନିମ୍ନଲିଖିତ ବିକଳ୍ପ ମଧ୍ୟରୁ କେଉଁଟି ‘ମୃଗ’ ର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ?
A) ମୃଗାଙ୍କ
B) ଅଜିନଯୋନି
C) ବାତାୟୁ
D) କୁରଙ୍ଗ
8. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପସର୍ଗରେ ଗଠିତ ଶବ୍ଦ ନୁହେଁ?
A) ବାଦ
B) ପ୍ରତିବାଦ
C) ସଂବାଦ
D) ଅନୁବାଦ
9. ରାମବାବୁଙ୍କ ପାଖରେ ଟଙ୍କା ପଇସା କିଛି ନଥିବାରୁ ଖାଲି ହାତରେ ଘରକୁ ଫେରିଲେ ରେଖାଙ୍କିତ ଶବ୍ଦଟି କି ପ୍ରକାର ଯୁଗ୍ମ ଶବ୍ଦ?
A) ବିପରୀତାର୍ଥକ
B) ଦ୍ଵିରୁକ୍ତି
C) ସମାନର୍ଥକ
D) ସାର୍ଥକ ଓ ନିରର୍ଥକ
10. ନିମ୍ନଲିଖିତ ମଧ୍ୟରୁ କେଉଁଟି ପୂର୍ବ ପଦ ରୂପେ ବ୍ୟବହୃତ ଏକ ବିଶେଷଣ?
A) ଅନୁ
B) ପ୍ରତି
C) ଅନ
D) ଅଣ
Odia Grammar Mcq Expected Question – Part 2
11. ନିମ୍ନଲିଖିତତ ମଧ୍ୟରୁ କେଉଁଟି ଏକ ତତ୍ ସମ ଶବ୍ଦ ଅଟେ?
A) ପିଠି
B) ଗଭୀର
C) ଆଠ
D) ଭଉଣୀ
12. ତତ୍ ସମ ଧାତୁ ‘ଅର୍ଜ୍’ ର ଅର୍ଥ ସୂଚାଅ?
A) ପୂଜା କରିବା
B) ଆଙ୍କିବା
C) ଅର୍ଜିବା
D) ଅର୍ପଣ କରିବା
13. ‘ସମ୍ବନ୍ଧ ପଦ’ ରେ କେଉଁ ବିଭକ୍ତି ହୁଏ?
A) ତୃତୀୟା
B) ଷଷ୍ଠୀ
C) ଚତୁର୍ଥୀ
D) ପଞ୍ଚମୀ
14. ‘ପାନିଆଁ’- କେଉଁ ଶ୍ରେଣୀ ର ଶବ୍ଦ ଅଟେ?
A) ବୈଦେଶିକ
B) ତଦ୍ ଭବ
C) ତତ୍ ସମ
D) ଦେଶଜ
15. ‘ଦନ୍ତୀ’ ଶବ୍ଦରେ କେଉଁ ପ୍ରତ୍ୟୟ ଲାଗିଛି?
A) ଅନ୍
B) ଈ
C) ତିନ୍
D) ଇନ୍
Important Odia Grammar MCQ – Part 3 (Expected question)
16. ବ୍ୟୁତ୍ପତ୍ତି ଅନୁସାରେ ଯେଉଁ ଶବ୍ଦର ଅର୍ଥ ଅନେକଙ୍କୁ ବୁଝାଇ ବାର ସମ୍ଭାବନା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ଜଣକୁ ବା ଗୋଟିଏ ବସ୍ତୁକୁ ବୁଝାଏ ତାହାକୁ କି ଶବ୍ଦ କୁହାଯାଏ?
A) ଯୌଗିକ
B) ଯୋଗରୂଢ଼
C) ଯୁଗ୍ମ
D) ରୁଢ଼
17. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ରୋଗୀ’ ଶବ୍ଦର ବିପରୀତ ଶବ୍ଦ?
A) ଅରୋଗ
B) ଅରୋଗୀ
C) ନିରୋଗ
D) ନିରୋଗୀ
18. ପିଲାଟି ଭୋକରେ କାନ୍ଦୁଛି ।- ରେଖାଙ୍କିତ ପଦଟି କେଉଁ ବିଭକ୍ତି ଯୋଗେ ଗଠିତ ହୋଇଛି?
A) ପ୍ରଥମା
B) ଚତୁର୍ଥୀ
C) ଦ୍ଵିତୀୟା
D) ତୃତୀୟା
19. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ସମପର୍ଯ୍ୟାୟବାଚୀ ଶବ୍ଦ ନୁହଁନ୍ତି?
A) ସିଂହ-କେଶରୀ
B) ଦେବତା-ଅମର
C) ନଭ-ନେତ୍ର
D) ଗାଭୀ-ଗୋମାତା
20.ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପସର୍ଗରେ ଗଠିତ ଶବ୍ଦ ନୁହେଁ?
A) ଫିରୋଜ
B) ପ୍ରକୃଷ୍ଟ
C) ଉପନୀତ
D) ପ୍ରଗାଢ
Latest Odia Grammar Mcq – Part 11
Answers |
1. A
2. A
3. A
4. C
5. A
6. D
7. A
8. A
9. C
10. D
11. B
12. A
13. B
14. D
15. D
16. B
17. C
18. D
19. C
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com