Important Odia Grammar Quiz for Recent Exam
Odia Grammar Quiz For Recent Exam (Part 55)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଘର ଢିଙ୍କି କୁମ୍ଭୀର’ ରୂଢିଟିର ଅର୍ଥ କ’ଣ?
A) ନିଜଲୋକ ଶତ୍ରୁ
B) କୁମ୍ଭୀର ଦେଖିବା
C) ଢିଙ୍କି କୁଟିବା
D) ଘୋର ଶତ୍ରୁତା
2. ତତଲା ପାଣିରେ ଘର ପୋଡେନି | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଚିହ୍ନଟ କର?
A) ଅବସ୍ଥା ବାଚକ
B) ପୂରଣ ବାଚକ
C) ଗୁଣ ବାଚକ
D) ନାମ ବାଚକ
3. ଯୁଧୁଷ୍ଠିର ଧାର୍ମିକ ଥିଲେ | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଅଟେ?
A) ସମ୍ବନ୍ଧ ବାଚକ
B) ବିଧେୟ
C) ତୁଳନାତ୍ମକ
D) ନାମ ବାଚକ
4. ‘ପାଣି ଛଡ଼ାଇବା’ ରୂଢିଟିର ଅର୍ଥ କ’ଣ?
A) ଆଶା ନ ରଖିବା
B) ସମକକ୍ଷ ନହେବା
C) ପୂଜା କରିବା
D) ଗାଧୋଇବା
5. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ତିରୋଧାନ’ ଶବ୍ଦର ବିପରୀତ ଶବ୍ଦ?
A) ବିସର୍ଜନ
B) ଉଦ୍ଘାଟନ
C) ଆବାହନ
D) ଆବିର୍ଭାବ
6. ‘କେଉଟ’ ର ସଂସ୍କୃତ ଶବ୍ଦ ଉଲ୍ଲେଖ କର |
A) କୈବର୍ତ୍ତ
B) କେବଟ
C) କେବର୍ତ୍ତ
D) କେଓଟ
7. ‘ଛଳ ଛଳ’ – ଉକ୍ତ ଶବ୍ଦଟି କେଉଁ ପ୍ରକାର ଯୁଗ୍ମ ଶବ୍ଦ?
A) ସମାନାର୍ଥକ
B) ଧ୍ଵନ୍ୟାତ୍ମକ
C) ସାର୍ଥକ ଓ ନିରର୍ଥକ
D) ଦ୍ଵିରୁକ୍ତି
8. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସାରଙ୍ଗ’ର ସମାନାର୍ଥକ ଶବ୍ଦ ନୁହେଁ?
A) ମୃଗ
B) କୋକିଳ
C) ଘୋଡ଼ା
D) ସିଂହ
9. ଆରବୀ ଶବ୍ଦ ‘ ଅଖ୍ତିଆର’ ର ଓଡ଼ିଆ ଶବ୍ଦ କଣ ହେବ?
A) ଖ୍ୟାତିର
B) ଅଖାତିର
C) ଖାତିର
D) ଅକ୍ତିଆର
10. ଅସମ୍ପୃକ୍ତ ଶବ୍ଦକୁ ପୃଥକ କର |
A) ଖ୍ୟାତି
B) ଭକ୍ତି
C) ଦମ୍ଭ
D) ଦୁର୍ଗା
Odia Grammar Mcq Expected Question – Part 2
11. ଯେଉଁ ବିଶେଷ୍ୟ ଗୁଡିକୁ ଦେଖ୍ ବା ସ୍ପର୍ଶ କରିହୁଏ, ତାହାକୁ କି ବିଶେଷ୍ୟ କୁହାଯାଏ?
A) ମୂର୍ଖ ବାଚକ
B) ଗଣନୀୟ
C) ମନୋଗ୍ରହ୍ୟ
D) ଅମୂର୍ଖ ବାଚକ
12. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ଶବ୍ଦ ପରସ୍ପରର ବିପରୀତ ନୁହେଁ?
A) ସ୍ଥିର-ଅସ୍ଥିର
B) ସାମ୍ୟ-ସ୍ଵତନ୍ତ୍ର
C) ସମ୍ଭବ-ଅସମ୍ଭବ
D) ସଦୃଷ୍ଣ-ବିତୃଷ୍ଣ
13. ‘ଜଗଜ୍ଜନନୀ’ ଶବ୍ଦଟି ବ୍ୟାକରଣର କେଉଁ ନିୟମରେ ଗଠିତ ହୋଇଛି?
A) ହୃଦନ୍ତ
B) ଉପସର୍ଗ
C) ସନ୍ଧି
D) ତଦ୍ଧିତ
14. ଅତି କୁହାଳିଆ ପିଣ୍ଡୁ ପରୀକ୍ଷାରେ ଫେଲ ହେଲା | ଉକ୍ତ ବାକ୍ୟରେ କେଉଁଟି ବିଶେଷଣର ବିଶେଷଣ ପଦ ଚିହ୍ନଟ କର |
A) ପରୀକ୍ଷା
B) କୁହାଳିଆ
C) ଫେଲ୍
D) ଅତି
15. ନଦୀର ଜଳ – ଏଠାରେ କେଉଁ ବିଭକ୍ତିର ଚିହ୍ନ ବ୍ୟବହାର ହୋଇଛି?
A) ଷଷ୍ଠୀ
B) ଚତୁର୍ଥୀ
C) ପଞ୍ଚମୀ
D) ସପ୍ତମୀ
Important Odia Grammar MCQ – Part 3 (Expected question)
16. ‘ବଣ ବିଛୁଆତି’ ରୂଢିଟିର ଅର୍ଥ କ’ଣ?
A) ଅତି ଦୁଷ୍ଟ
B) ସାଧୁତା
C) ସଚ୍ଚୋଟତା
D) ବଣର ବିଛୁଆତି
17. ‘ବୋକାଟା’ – ଏଠାରେ କେଉଁ ବିଭକ୍ତି ଚିହ୍ନ ବ୍ୟବହାର କରାଯାଇଛି?
A) ଚତୁର୍ଥୀ
B) ତୃତୀୟା
C) ଦ୍ଵିତୀୟା
D) ପ୍ରଥମା
18. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସୂର୍ଯ୍ୟ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ଶଶାଙ୍କ
B) ତପନ
C) ସୁଧାଂଶୁ
D) ଇନ୍ଦୁ
19. ‘ଆକାଶ କୁସୁମ’- ରୂଢିଟିର ଅର୍ଥ କ’ଣ?
A) ଆକାଶର ଫୁଲ
B) ପାରିଜାତ ଫୁଲ
C) ଅତି ପୁରୁଣା
D) ଅସମ୍ଭବ କଥା
20. ନିମ୍ନଲିଖିତ ମଧ୍ୟରୁ କେଉଁଟି ଯୋଡ଼ା ଶବ୍ଦ ପର୍ଯ୍ୟାୟବାଚୀ ଶବ୍ଦ ନୁହଁନ୍ତି?
A) ଭାସ୍କର-ମିହିର
B) ବାରିଧ୍-ବାରିଦ
C) ଦନ୍ତୀ-ଦୂରଦ
D) ଚଞ୍ଚଳ-ଚପଳ
Latest Odia Grammar Mcq – Part 11
Answers |
1. A
2. A
3. B
4. A
5. D
6. A
7. D
8. C
9. D
10. D
11. A
12. B
13. C
14. D
15. A
16. A
17. D
18. B
19. D
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com