Important Odia Grammar Quiz for Recent Exam
Odia Grammar Quiz For Recent Exam (Part 56)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଲଲାଟ ଲେଖନ’ ରୂଢିଟିର ଅର୍ଥ କ’ଣ?
A) ଏକାଗ୍ରତା
B) ଭାଗ୍ୟ ଲେଖା
C) ଆୟୁଷ ବୃଦ୍ଧି
D) କପାଳ ରେଖା
2. ‘ଅଲଣା କଥା’ ରୂଢିଟିର ଅର୍ଥ କ’ଣ?
A) ବ୍ୟର୍ଥ କଥା
B) ଖାଦ୍ୟରେ ଲୁଣ ପକାଇବା
C) ମୂଲ୍ୟହୀନ କଥା
D) ଅନର୍ଥ ଘଟିବା
3. ମଧୁଦାସ ଖାଇ ଖାଇ ସମ୍ପତ୍ତି ସାରିଦେଲେ ରେଖାଙ୍କିତ ଶବ୍ଦଟିକୁ କେଉଁ ପଦରୂପେ ବ୍ୟବହାର କରାଯାଇଛି?
A) ବିଶେଷ୍ୟ
B) କ୍ରିୟା ବାଚକ ବିଶେଷ୍ୟ
C) ଅସମାପିକା କ୍ରିୟା
D) କ୍ରିୟା ବିଶେଷଣ
4. ନିମ୍ନଲିଖିତ କେଉଁ ଶବ୍ଦଟି ‘ପୁରସ୍’ ଅବ୍ୟୟ ଦ୍ଵାରା ଗଠିତ?
A) ପୁରୋଭାଗ
B) ପ୍ରତିକୃତି
C) ପ୍ରତିପକ୍ଷ
D) ପ୍ରତିମୂର୍ତ୍ତି
5. ‘ଶୈଶବ’ – ଏହା କି ପ୍ରକାର ବିଶେଷ୍ୟ କୁ ସୂଚାଏ?
A) ନାମ ବାଚକ
B) ଗୁଣ ବାଚକ
C) ଇନ୍ଦ୍ରିୟ ଗ୍ରାହ୍ୟ
D) ବସ୍ତୁ ବାଚକ
6. ‘କ୍ଷତ୍ରିୟ’ ଶବ୍ଦର ପ୍ରକୃତି ପ୍ରତ୍ୟୟ ଅର୍ଥକୁ ଚିହ୍ନଟ କର |
A) ଯେ କ୍ଷତ ରୁ ତ୍ରାଣ କରେ
B) ଏକ ଜାତି
C) ଯେ କ୍ଷେତ୍ରରେ କାମକରେ
D) ରାଜବଂଶ
7. ଇଂରାଜୀ ଶବ୍ଦ ‘ଅଡ଼ରଲି’ ର ଓଡ଼ିଆ ଶବ୍ଦ କଣ ହେବ?
A) ଆଦରଲି
B) ଓଡ଼ରଲି
C) ଅର୍ଜଳି
D) ଅଡ଼ର
8. ଯେଉଁ ପଦ ମାଧ୍ୟମରେ କୌଣସି କାମର ନିର୍ଦ୍ଦିଷ୍ଟ ଅର୍ଥ ବୁଝାପଡ଼େ, ତାହାକୁ କଣ କୁହାଯାଏ?
A) କର୍ତ୍ତା
B) ବିଶେଷ୍ୟ
C) କ୍ରିୟା
D) କର୍ମ
9. ‘ମିଶ୍ର’ – ଶବ୍ଦଟି କେଉଁ ବିଭକ୍ତି ଯୋଗେ ଗଠିତ?
A) ଷଷ୍ଠୀ
B) ଦ୍ଵିତୀୟା
C) ପ୍ରଥମା
D) ପଞ୍ଚମୀ
10. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟି ଅତିଶୟ ଅର୍ଥରେ ବ୍ୟବହୃତ ହୁଏ ନାହିଁ?
A) ପ୍ରତି
B) ଉତ୍
C) ନିର୍
D) ଅତି
Odia Grammar Mcq Expected Question – Part 2
11. ମାଟି କାନ୍ଥଟି ଭୁଶୁଡି ପଡିଛି | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଉଲ୍ଲେଖ କର।
A) କ୍ରିୟା ବାଚକ
B) ବିଶେଷ୍ୟରୂପୀ
C) ସର୍ବ ନାମିକ
D) ସମ୍ବନ୍ଧ ବାଟକ
12. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପୋଖରୀ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ?
A) ସରସୀ
B) ତଟିନୀ
C) ସରୋବର
D) ପୁଷ୍କରିଣୀ
13. ଆରବୀ ଶବ୍ଦ ‘ ଅଖି ତିଆର’ ର ଓଡ଼ିଆ ଶବ୍ଦ କଣ ହେବ?
A) ଅକ୍ତିଆର
B) ଖ୍ୟାତିର
C) ଅଖାତିର
D) ଖାତିର
14. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସାକ୍ଷର’ ଶବ୍ଦର ବିପରୀତ ଶବ୍ଦ?
A) ନିକ୍ଷର
B) ନିଷ୍ଫଳ
C) ନିରକ୍ଷର
D) ଅକ୍ଷର
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅରଣ୍ୟ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ମିହିର
B) ଅରୁଣ
C) ଅଟବୀ
D) ରୁଚିର
Important Odia Grammar MCQ – Part 3 (Expected question)
16. ନଦୀର ଜଳ – ଏଠାରେ କେଉଁ ବିଭକ୍ତିର ଚିହ୍ନ ବ୍ୟବହାର ହୋଇଛି?
A) ସପ୍ତମୀ
B) ଚତୁର୍ଥୀ
C) ପଞ୍ଚମୀ
D) ଷଷ୍ଠୀ
17. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଆବିର୍ଭାବ’ ର ବିପରୀତ ଶବ୍ଦ ଅଟେ?
A) ତିରୋଭାବ
B) ଉଦ୍ଭାବନ
C) ତିରୋଧାନ
D) ଅନାବିର୍ଭାବ
18. ନିମ୍ନଲିଖିତ ଶବ୍ଦ ମଧ୍ୟରୁ ଭିନ୍ନଧର୍ମୀ ଶବ୍ଦକୁ ଚିହ୍ନଟ କର |
A) ଜାତି
B) ପଗଡି
C) ବର୍ଣ୍ଣ
D) ଅକ୍ଷର
19. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘କୃପଣ’ ଶବ୍ଦର ବିପରୀତ ଶବ୍ଦ?
A) ବଦାନ୍ୟ
B) ନିର୍ଦ୍ଦୟ
C) କୃତଘ୍ନ
D) ଅକୃତଜ୍ଞ
20. ବିପଦରେ ପଡିଥିବା ବ୍ୟକ୍ତିକୁ ସର୍ବଦା ସାହାଯ୍ୟ କରିବା ଦରକାର | ରେଖାଙ୍କିତ ଶବ୍ଦଟି କେଉଁ ଶ୍ରେଣୀଭୁକ୍ତ ଅଟେ?
A) ଆରବୀ
B) ତୁର୍କୀ
C) ପାର୍ସୀ
D) ଇଂରାଜୀ
Latest Odia Grammar Mcq – Part 11
Answers |
1. B
2. C
3. C
4. A
5. B
6. A
7. C
8. C
9. C
10. A
11. B
12. B
13. A
14. C
15. C
16. D
17. A
18. B
19. A
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com