Important Odia Grammar Quiz for Recent Exam
Odia Grammar Quiz For Recent Exam (Part 57)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅପରାଧୀ’ର ବିପରୀତ ଶବ୍ଦ?
A) ଅପାୟ
B) ଅପରାଜିତ
C) ନିରପରାଧ
D) ଅର୍ଥୀ
2. ଅତି କୁହାଳିଆ ପିଣ୍ଡୁ ପରୀକ୍ଷାରେ ଫେଲ ହେଲା | ଉକ୍ତ ବାକ୍ୟରେ କେଉଁଟି ବିଶେଷଣର ବିଶେଷଣ ପଦ ଚିହ୍ନଟ କର।
A) ଫେଲ୍
B) କୁହାଳିଆ
C) ପରୀକ୍ଷା
D) ଅତି
3. ଯେଉଁ ବର୍ଷ ଗୁଡିକର ଉଚ୍ଚାରଣରେ ସ୍ଵରତନ୍ତ୍ରୀ କମ୍ପିତ ହୁଏ,ସେଗୁଡିକୁ କେଉଁ ବ୍ୟଞ୍ଜନ କହନ୍ତି ?
A) ସଘୋଷ
B) ଅଘୋଷ
C) ଅଳ୍ପପ୍ରାଣ
D) ମହାପ୍ରାଣ
4. ‘ମର୍’ ଧାତୁର ସଂସ୍କୃତ ଧାତୁ କଣ ହେବ?
A) ମର
B) ମୃତ୍
C) ମୃ
D) ମ୍ର
5. ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦ ‘ପରି’ ଉପସର୍ଗ ଯୋଗେ ଗଠିତ?
A) ପରାଜୟ
B) ପରାକାଷ୍ଠା
C) ପରାକ୍ରମ
D) ପରିଚ୍ଛେଦ
6. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟି ଉତ୍କର୍ଷ ଅର୍ଥରେ ବ୍ୟବହୃତ ହୋଇଥାଏ?
A) ଅବ
B) ପ୍ର
C) ନି
D) ପରି
7. ଅସମ୍ପୃକ୍ତ ଶବ୍ଦକୁ ପୃଥକ କର |
A) ଦମ୍ଭ
B) ଦୁର୍ଗା
C) ଭକ୍ତି
D) ଖ୍ୟାତି
8. ‘ଅଗ୍ନିଶର୍ମା ହେବା’ – ରୂଢିଟିର ଅର୍ଥ କ’ଣ?
A) ରାଗିଯିବା
B) ହସିବା
C) ଖୁବ୍ ରାଗିବା
D) ଅଗ୍ନି ଜାଳିବା
9. ‘ବହିରଙ୍ଗ’ ଶବ୍ଦଟିର ବିପରୀତ ଶବ୍ଦ କ’ଣ?
A) ଆଭ୍ୟନ୍ତରୀଣ
B) ଅନ୍ତରଙ୍ଗ
C) ଅନୁରାଗ
D) ଅନ୍ତର୍ନିହିତ
10. ‘ଗୋବର ଗଣେଶ’– ରୂଢିଟିର ଅର୍ଥ କ’ଣ?
A) ବିବେକ ହୀନ
B) ଅତି ଚତୁର
C) ପଣ୍ଡିତ
D) ବୁଦ୍ଧି ହୀନ
Odia Grammar Mcq Expected Question – Part 2
11. ମାନସ ବାବୁ ପିଲାପିଚିକା ଧରି ଗାଁ କୁ ଗଲେ | ରେଖାଙ୍କିତ ଶବ୍ଦଟି କି ପ୍ରକାର ଯୁଗ୍ମ ଶବ୍ଦ?
A) ସାର୍ଥକ ଓ ନିରର୍ଥକ
B) ସମାନାର୍ଥକ
C) ଧ୍ଵନ୍ୟାତ୍ମକ
D) ବିପରୀତାର୍ଥକ
12. ଟଙ୍କାରେ ଚାଉଳ ଛ’ ସେର ମିଳେ – ରେଖାଙ୍କିତ ପଦଟିରେ କେଉଁ ବିଭକ୍ତି ଯୋଗ ହୋଇଛି?
A) ଚତୁର୍ଥୀ
B) ଦ୍ଵିତୀୟା
C) ତୃତୀୟା
D) ପଞ୍ଚମୀ
13. ‘ନେ’ ଧାତୁ ଟି କେଉଁ ସଂସ୍କୃତ ଧାତୁରୁ ଆନୀତ?
A) ନା
B) ନ୍
C) ଏନ୍
D) ନୀ
14. ‘ପାଣି ଛଡ଼ାଇବା’– ରୂଢିଟିର ଅର୍ଥ କ’ଣ?
A) ଗାଧୋଇବା
B) ଆଶା ନ ରଖି
C) ପୂଜା କରିବା
D) ସମକକ୍ଷ ନହେବା
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ତିରୋଧାନ’ ଶବ୍ଦର ବିପରୀତ ଶବ୍ଦ?
A) ବିସର୍ଜନ
B) ଉଦ୍ଘାଟନ
C) ଆବିର୍ଭାବ
D) ଆବାହନ
Important Odia Grammar MCQ – Part 3 (Expected question)
16. ‘ଇନ୍ଦ୍ର’ ଶବ୍ଦର ‘ନ୍ଦ୍ର’ ଯୁକ୍ତାକ୍ଷରଟି କେଉଁ କେଉଁ ବର୍ଣ୍ଣର ସଂଯୋଗରୁ ସୃଷ୍ଟି ହୋଇଛି?
A) ଦ୍+ନ+ର୍
B) ନ୍ଦ+ର୍
C) ଦ୍+ର୍+ନ
D) ନ+ଦ୍+ ର୍
17. ‘ଦେଖିବା ‘ – ଉକ୍ତ କ୍ରିୟାର ସଂସ୍କୃତ ଧାତୁ ନିମ୍ନଲିଖିତ ମଧ୍ୟରୁ କେଉଁଟି ହେବ ସୂଚାଅ?
A) ଦେଖ୍
B) ଦ୍ରିଶ୍
C) ଦୃଶ୍
D) ଦୃଷ୍ଟ୍
18. ଶ୍ରୂ+ଅନ =?
A) ଶ୍ରାବଣ
B) ଶର୍ବଣ
C) ଶ୍ରବଣ
D) ଶ୍ରର୍ବଣ
19. ‘ଘର ଢିଙ୍କି କୁମ୍ଭୀର’ ରୂଢିଟିର ଅର୍ଥ କ’ଣ?
A) ଢିଙ୍କି କୁଟିବା
B) ନିଜଲୋକ ଶତ୍ରୁ
C) କୁମ୍ଭୀର ଦେଖିବା
D) ଘୋର ଶତ୍ରୁତା
20. ମାଟି କାନ୍ଥଟି ଭୁଶୁଡି ପଡିଛି | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଉଲ୍ଲେଖ କର ।
A) କ୍ରିୟା ବାଚକ
B) ବିଶେଷ୍ୟରୂପୀ
C) ସମ୍ବନ୍ଧ ବାଚକ
D) ସର୍ବ ନାମିକ
Latest Odia Grammar Mcq – Part 11
Answers |
1. C
2. D
3. A
4. C
5. D
6. B
7. B
8. C
9. B
10. D
11. A
12. C
13. D
14. B
15. C
16. D
17. C
18. C
19. B
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com