Important Odia Grammar Quiz for Recent Exam
Odia Grammar Quiz For Recent Exam (Part 59)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. କୌଣସି ସଂଖ୍ୟା ବାଚକ ବିଶେଷଣ ପଦ କ୍ରମାନ୍ଵୟରେ ସବୁ ସଂଖ୍ୟା ନ ବୁଝାଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଇଲେ ତାହାକୁ କି ବିଶେଷଣ କୁହାଯାଏ?
A) ପରିମାଣ ବାଚକ
B) ତୁଳନାତ୍ମକ
C) ସଂଖ୍ୟା ବାଚକ
D) ପୂରଣ ବାଚକ
2. ‘ଅହିନକୁଳ ସଂପର୍କ’— ରୂଢିଟିର ଅର୍ଥ କ’ଣ?
A) ଘୋର ଶତ୍ରୁତା
B) ଏକମାତ୍ର ସହାୟ
C) ମଧୁର ସଂପର୍କ
D) ମିତ୍ରତା
3. ନିମ୍ନଲିଖିତତ ଶବ୍ଦ ମଧ୍ୟରୁ ଭିନ୍ନଧର୍ମୀ ଶବ୍ଦକୁ ଚିହ୍ନଟ କର |
A) ଖୁବ୍
B) ସେହି
C) ଯେଉଁ
D) ଏ
4. ବିକଳ୍ପ ମଧ୍ୟରୁ କେଉଁଟି ‘ନଦୀ’ର ସମାର୍ଥକ ଶବ୍ଦ?
A) ଅନଳ
B) ପ୍ରଭଞ୍ଜନ
C) ତଟିନୀ
D) ପବନ
5. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ଶବ୍ଦ ପରସ୍ପରର ବିପରୀତ?
A) ଆଲୋକ-ଉଜ୍ଜ୍ବଳ
B) କୀର୍ତ୍ତି-ସୁକୀର୍ତି
C) ତୋଷ-ରୋଷ
D) ଦୟାଳୁ-ଭୟାଳୁ
6. ‘ଐକ୍ୟ’ ର ବିପରୀତ ଶବ୍ଦ ସୂଚାଅ?
A) ଅନେକତା
B) ବିଭିନ୍ନତା
C) ଅନେକ୍ୟ
D) ଅନୈକ୍ୟ
7. ‘ଓହ୍ଲାଇବା’ – ଏହି ଅମିଶ୍ର କ୍ରିୟାର ମିଶ୍ରକ୍ରିୟା କଣହେବ?
A) ତଳକୁ ଯିବା
B) ପଛକୁ ଫେରିବା
C) ଓହ୍ଲାଇହେବା
D) ଅବତରଣ କରିବା
8. ବସନ୍ତ ଋତୁମାନଙ୍କରେ ରାଜା’ – ଏଠାରେ କେଉଁ ବିଭକ୍ତି ହୋଇଛି?
A) ଚତୁର୍ଥୀ
B) ସପ୍ତମୀ
C) ପଞ୍ଚମୀ
D) ଷଷ୍ଠୀ
9. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ନି’ ଉପସର୍ଗରୁ ଗଠିତ ଶବ୍ଦ?
A) ନିଶ୍ଚଳ
B) ନିସ୍ତାର
C) ନିକ୍ଷେପ
D) ନିଷ୍ପାପ
10. ‘ଖସ୍ ଖସ୍’ ଶବ୍ଦଟି କେଉଁ ପ୍ରକାର ଯୁଗ୍ମ ଶବ୍ଦ?
A) ସମାନର୍ଥକ
B) ଧ୍ଵନ୍ୟାତ୍ମକ
C) ବିପରୀତାର୍ଥକ
D) ଦ୍ଵିରୁକ୍ତି
Odia Grammar Mcq Expected Question – Part 2
11. ‘ଓଳିଆରୁ ପଡ଼ି ଗଜା’ – ରୂଢିଟିର ଅର୍ଥ କ’ଣ?
A) ଅତି ମୁର୍ଖ
B) ଜନ୍ମରୁ ଚତୁର
C) ପଣ୍ଡିତ
D) ଜନ୍ମରୁ ବୋକା
12. (ଅନୁସାର) ଓ (ଚନ୍ଦ୍ର ବିନ୍ଦୁ) କୁ କି ବର୍ଣ୍ଣ କୁହାଯାଏ?
A) ଉଷ୍ମ
B) ଅଘୋଷ
C) ଅବିଭାଜ୍ୟ
D) ଅନ୍ତସ୍ଥ
13. ନିମ୍ନଲିଖିତ କେଉଁ ଶବ୍ଦ ‘ଅପ’ ଉପସର୍ଗ ଯୋଗେ ଗଠିତ?
A) ଅବଧାରଣ
B) ଅବରୋଧ
C) ଅବତରଣ
D) ଅପହରଣ
14. ତତ୍ ସମ ‘ଗୋଧୂମ’ ର ତଦ୍ ଭବ ଶବ୍ଦ କଣ ହେବ?
A) ଗଧ
B) ଗହମ
C) ଗୋଧନ
D) ଗୋଧୂଳି
15. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ପରସ୍ପରର ବିପରୀତ ଶବ୍ଦ ନୁହଁନ୍ତି?
A) ଜ୍ଞାତ-ଅଜ୍ଞାତ
B) ଦୁଷ୍କୃତି-ସୁକୃତି
C) ଦୋଷୀ-ନିର୍ଦ୍ଦୋଷ
D) କାନ୍ତ-ପତି
Important Odia Grammar MCQ – Part 3 (Expected question)
16. ଗୋଟିଏ ଭାଷାର ଧ୍ଵନିଗୁଡ଼ିକର ବିଶ୍ଲେଷଣ ପାଇଁ ଯେଉଁ ପଦ୍ଧତି ଗ୍ରହଣ କରାଯାଏ, ତାହାକୁ କ’ଣ କୁହାଯାଏ?
A) ଧ୍ଵନିବିଜ୍ଞାନ
B) ବାକ୍ୟ ବିଜ୍ଞାନ
C) ରୂପ ବିଜ୍ଞାନ
D) ଶବ୍ଦ ବିଜ୍ଞାନ
17. ‘ପରାଳାଶା’ ଶବ୍ଦରେ କେଉଁ ଉପସର୍ଗ ବ୍ୟବହୃତ?
A) ପ୍ର
B) ପର
C) ପରା
D) ବାଣ୍ଡା
18. ଶୋଇଲା ପୁଅର ଭାଗ ନାହିଁ – ଏଠାରେ ଶୋଇଲା କି ପ୍ରକାର ପଦ?
A) ବିଶେଷ୍ୟ
B) ବିଶେଷଣ
C) କ୍ରିୟା
D) ଅବ୍ୟୟ
19. ‘ଅନୁକ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛି ।
A) ସାନୁକ
B) ଅଗ୍ରଜ
C) ମଧ୍ୟର
D) ପ୍ରାପ୍ତହ
20. ନିମ୍ନୋକ୍ତ ମଧ୍ୟରୁ କେଉଁ ଉପସର୍ଗଟି ଗତିର ଦିଗ ବା ଅଧୋଗତିକୁ ବୁଝାଇଥାଏ?
A) ଅବ
B) ଅଭି
C) ନି
D) ଅନୁ
Latest Odia Grammar Mcq – Part 11
Answers |
1. D
2. A
3. A
4. C
5. C
6. D
7. D
8. D
9. C
10. B
11. B
12. C
13. D
14. B
15. D
16. A
17. C
18. B
19. B
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com