Important Odia Grammar Quiz for Recent Exam
Odia Grammar Quiz For Recent Exam (Part 60)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ତଦ୍ଭବ ଶବ୍ଦ?
A) ସର୍ପ
B) ମାଟି
C) ଭଗିନୀ
D) ବାଦ୍ୟ
2. ପ୍ରତିକାର’ ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁ ବ୍ୟବହୃତ?
A) ପ୍ର
B) ପ୍ରତି
C) କୃ
D) ସମ୍
3. ‘ଚାଳିଶା ଧରିବା’ ରୁଚିଟି କେଉଁ ସଂପର୍କିତ ।
A) ଆଖି
B) ଜାତ
C) ଅଂଧାର
D) ଆଲୋକ
4. ‘ବୃଆ ପ୍ରାର୍ଥନା’ ଅର୍ଥକୁ ବ୍ୟକ୍ତ କରୁଥିବା ସ୍ମୃତି ନିରୂପଣ କର?
A) ଅଂଧ ପ୍ରାର୍ଥନା
B) ଅକଲ ଗୁଡୁମ
C) ଅରଣ୍ୟ ରୋଦନ
D) ଅକଲ ସଲାମି
5. ବାକ୍ୟର ପ୍ରତ୍ୟେକ ଅଂଶକୁ କ’ଣ କୁହାଯାଏ?
A) ଶବ୍ଦ
B) କ୍ରିୟା
C) ପଦ
D) ଅକ୍ଷର
6. ‘ନୈସର୍ଗିକ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।
A) ପ୍ରାକୃତିକ
B) ସ୍ଵାଭାବିକ
C) କୃତ୍ରିମ
D) ବୈଜ୍ଞାନିକ
7. କୌଣସି ଶବ୍ଦର ବ୍ୟୁତ୍ପରି ଗତ ଅର୍ଥ ଏବଂ ବାସ୍ତବ ଅର୍ଥ ସମାନ ହେଲେ ତାକୁ କ’ଣ କୁହାଯାଏ?
A) ରୂଢ ଶବ୍ଦ
B) ଯୌଗିକ ଶବ୍ଦ
C) ଯୋଗାରୂଢ ଶବ୍ଦ
D) ମୌଳିକ ଶବ୍ଦ
8. ‘ବ୍ୟାପ୍ତି’ ଅର୍ଥରେ “ମୟ’ ପ୍ରତ୍ୟୟ କରାଯାଇଥିବା ଶବ୍ଦଟିକୁ ବାଛ ।
A) ଜଳମୟ
B) ପାଘମୟ
C) ପଙ୍କମୟ
D) ଘୃତମୟ
9. ‘ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲେ।’ ଏଠାରେ କ୍ରିୟା ପଦଟି କେଉଁ କାଳର ବୋଲି କୁହାଯିବ?
A) ଅତୀତ କାଳ
B) ବର୍ତ୍ତମାନ କାଳ
C) ଭବିଷ୍ୟତ କାଳ
D) ସମ୍ପନ୍ନ ବର୍ତ୍ତମାନ କାଳ
10. ‘ଗୋଲୋକ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ଗୋଲାକାର ବସ୍ତୁ
B) ନିଶୁ
C) ଇନ୍ଦ୍ରପୁରୀ
D) ପାରିଜାତ
Odia Grammar Mcq Expected Question – Part 2
11. ଓଡ଼ିଆ ଭାଷାର ଧ୍ଵନିଗୁଡ଼ିକ କେତେ ଭାଗରେ ବିଭକ୍ତ?
A) ୪
B) ୫
C) ୩
D) 9
12. ‘ନିଦାରୁଣ’ ଶବ୍ଦରେ କେଉଁ ଉପସର୍ଗ ବ୍ୟବହୃତ ହୋଇଛି?
A) ସମ୍
B) ନି
C) ନିଦା
D) ଅପ
13. କ୍ରିୟାର ମୂଳ ପିଣ୍ଡକୁ କ’ଣ କୁହାଯାଏ?
A) କର୍ମ
B) କର୍ତ୍ତା
C) ଧାତୁ
D) ପ୍ରତ୍ୟୟ
14. ‘ଉତ୍ତମ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।
A) ଉତ୍ତମର୍ଣ୍ଣ
B) ଅଧମର୍ଣ୍ଣ
C) ଅନର୍ଥ
D) ଅଧମ
15. କୃଦନ୍ତରେ ‘ଧାତୁ’ର ଅନ୍ୟନାମ କ’ଣ?
A) ପ୍ରତ୍ୟୟ
B) ବିଭକ୍ତି
C) ପ୍ରକୃତି
D) ଉକ୍ତି
Important Odia Grammar MCQ – Part 3 (Expected question)
16. ନିମ୍ନୋକ୍ତ ମଧ୍ୟରୁ କେଉଁଟି କଣ୍ଠ୍ୟ ଧ୍ଵନି ନୁହେଁ ।
A) କ
B) ହ
C) ଇ
D) ଆ
17. ‘ସଂଚାର’ ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁ ବ୍ୟବହୃତ ହୁଏ?
A) ସନ୍
B) ସ୍ଥା
C) ସମ୍
D) ଚର୍
18. ‘ପୋଡ଼ା ତିଅଣ’ ରୂଢ଼ିର ଅର୍ଥ ନିରୂପଣ କର ।
A) ଅଧାପୋଡ଼ା ତରକାରୀ
B) ଛିଡ଼ି ଯାଇଥିବା ସଂପର୍କ
C) ଅଫ୍ ଭଳିଆ
D) ନାମ ସଲିଲେ ନ ପଚାରିବା
19. ‘ଆଖିରେ ଧୂଳି ବେବା’ ରୁଢିର ଅର୍ଥ ନିରୂପଣ କର ।
A) ପ୍ରଶ୍ରୟ ଦେବା
B) ଜୀବନ ଉତ୍ସର୍ଗ କରିବା
C) ଚଳିବା
D) ବୋଲି କରିବା
20. ଦୟା, କ୍ଷମା, ସ୍ନେହ, ମମତା- କି ପ୍ରକାରର ବିଶେଷ୍ୟ?
A) ବ୍ୟକ୍ତିବାଚକ
B) ବସ୍ତୁବାଚକ
C) ଜାତିବାଟକ
D) ଗୁଣବାଚକ
Latest Odia Grammar Mcq – Part 11
Answers |
1. B
2. C
3. A
4. C
5. C
6. C
7. B
8. A
9. B
10. B
11. D
12. B
13. C
14. D
15. C
16. C
17. D
18. B
19. C
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com