Important Odia Grammar Quiz for Recent Exam
Odia Grammar Quiz For Recent Exam (Part 61)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଊଣୀ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।
A) ଦାନୀ
B) ଅନ୍ନୃଣ
C) ନିର୍ଦ୍ଧନ
D) ଅନୃତ
2. ‘ପଦ୍ମନାଭ’ ଶବ୍ଦଟି କିପରି ସୃଷ୍ଟି ହୋଇଛି?
A) ପଦ୍ମ ନାଭିରେ ଯାହାଙ୍କର ସେ
B) ପଦ୍ମ ଲାଭ କରିଛନ୍ତି ଯେ ସେ
C) ନାଭି ଯାହାର ପଦ୍ମ ପରି ସେ
D) ନାଭିରୁ ପଦ୍ମ ସୃଷ୍ଟି ଯାହାର ସେ
3. ‘ପ୍ରାପ୍ତି’ ଅର୍ଥରେ ‘ମୟ’ ଶବ୍ଦ ଲଗାଯାଇ ଗତ ଶବ୍ଦଟିକୁ ବାଛ ।
A) ବାଢମୟ
B) ବିଶୁମୟ
C) ଚିନ୍ମୟ
D) ସୁଖମୟ
4. ବିଦ୍ଵାନ ଲୋକମାନେ ସବୁଠାରେ ଆଦର ପାଆନ୍ତି ।– ରେଖାଙ୍କିତ ପଦଟି କି ପଦ?
A) କ୍ରିୟାପଦ
B) ଅବ୍ୟୟ ପଦ
C) ସର୍ବନାମ ପଦ
D) ବିଶେଷଣ ପଦ
5. ‘ଚମାକର’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ସୁନା
B) ରୂପା
C) ସୁନାଖଣି
D) କୁହାଖଣି
6. ଏକାଧିକ ବର୍ଣ୍ଣ ମିଶି ଅର୍ଥ ପ୍ରକାଶ କଲେ ତାକୁ କ’ଣ କୁହାଯାଏ?
A) ଧ୍ଵନି
B) ବାକ୍ୟ
C) ଲିପି
D) ଶବ୍ଦ
7. ‘ବ୍ୟାପ୍ତି’ ଅର୍ଥରେ ବ୍ୟବହୃତ ‘ପରି’ ଉପସର୍ଗ ଆଧାରିତ ଏକ ଶବ୍ଦ ବାଛ।
A) ପରିସମାପ୍ତି
B) ପର୍ଯ୍ୟାପ୍ତ
C) ପରିସର
D) ପରିବ୍ୟାସ୍ତ
8. କର୍ତ୍ତା ଅନୁସାରେ କାହାର ପୁରୁଷ ଓ ବଚନରେ ପରିବର୍ତ୍ତନ ହୋଇଥାଏ?
A) କର୍ମ
B) କ୍ରିୟା
C) ବିଭକ୍ତି
D) କାରକ
9. ‘ଅନୁଲୋମ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।
A) ପ୍ରତିଲୋମ
B) ବିଲୋମ
C) ସଲୋମ
D) ନିର୍ଲୋମ
10. ‘କୃତ’ ପ୍ରତ୍ୟୟ ଶେଷରେ ଥାଇ ଯେଉଁ ଶବ୍ଦ ଗଠିତ ହୋଇଥାଏ, ତାହାକୁ କ’ଣ କୁହାଯାଏ?
A) ସମାସ
B) କୃଦନ୍ତ
C) ତଦ୍ଧିତ
D) ସନ୍ଧି ଶବ୍ଦ
Odia Grammar Mcq Expected Question – Part 2
11. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଦେଶଜ ଶବ୍ଦ?
A) ରେଳବାଇ
B) ସିରସ୍ତା
C) ମାଖନ୍
D) ମୁର୍ଦ୍ଦାର
12. ‘ବଦ’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦଟିକୁ ବାଛ।
A) ଅପବାଦ
B) ଅବସ୍ଥାନ
C) ଅପକାର
D) ଆଗମନ
13. ‘ଗଳଗ୍ରହ’ ରୂଢିର ଅର୍ଥ ନିରୂପଣ କର?
A) ପ୍ରିୟ ବ୍ୟକ୍ତି
B) ଶ୍ରମିକ
C) ଅବସ୍ଥିତ ବ୍ୟକ୍ତି
D) ଶିଶୁ
14. ‘ଦିନକୁ ରାତି କରିବା’ ରୂଢିର ଅର୍ଥ ନିରୂପଣ କର ।
A) ଏପଟସେପଟ ହେବା
B) ଓଲଟାଇବା
C) ସତକୁ ମିଛରେ ପରିଣତ କରିବା
D) ତିଳକୁ ତାଳ କରିବା
15. ଗୁଣବାଚକ ବିଶେଷ୍ୟର ଗୁଣ କହିଲେ କ’ଣ ବୁଝାଏ?
A) ଭଲ ଗୁଣ
B) ମନ୍ଦ ଗୁଣ
C) ଉଭୟ ଭଲ ଓ ମନ୍ଦ ଗୁଣ
D) ବିଶେଷ ଗୁଣ
Important Odia Grammar MCQ – Part 3 (Expected question)
16. ‘ଜିତେନ୍ଦ୍ରିୟ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛି ।
A) ଅଜିତେନ୍ଦ୍ରିୟ
B) ଅଇନ୍ଦ୍ରିୟ
C) ଇନ୍ଦ୍ରିୟାସକ୍ତା
D) ଇନ୍ଦ୍ରଜିତ
17. ‘ଆତ୍ମଜ’ ଶବ୍ଦଟି କିପରି ଗଠିତ ହୋଇଛି?
A) ଆତ୍ମ+ଜନ+ଅ
B) ଆତ୍ମା+ଜ+ଅ
C) ଆ+ତ୍ମ+ଜ
D) ଆତ୍ମନ୍+ଜ୍+ଅ
18. ‘ ଅଧିକାର’ ଅର୍ଥରେ ‘ଦାଶ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ।
A) ମଜାଦାର
B) ଚୌକିଦାର
C) ଜମିଦାର
D) ଦଫାଦାର
19. କ୍ରିୟାପଦର ଶେଷକୁ ଲାଗିଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ କ’ଣ କୁହାଯାଏ?
A) ବିଭକ୍ତି
B) ଧାତୁ
C) କ୍ରିୟା ବିଭକ୍ତି
D) କାରକ
20. ‘ଦ୍ରୋଣୀ’ ଏକର ସମାର୍ଥବୋଧକ ଶବ୍ଦ ବାଛ ।
A) ଅଶ୍ୱତଥାମା
B) ଜଳକୁଣ୍ଡ
C) ସାନଡଙ୍ଗା
D) କର୍ଣ୍ଣ
Latest Odia Grammar Mcq – Part 11
Answers |
1. B
2. A
3. D
4. D
5. C
6. D
7. D
8. B
9. A
10. B
11. C
12. A
13. C
14. C
15. C
16. C
17. A
18. C
19. C
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com