Important Odia Grammar Quiz for Recent Exam
Odia Grammar Quiz For Recent Exam (Part 62)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ଓଡ଼ିଆ ଭାଷାରେ ସ୍ଵର ଧ୍ଵନିର ସଂଖ୍ୟା କେତେ?
A) ୬
B) ୮
C) ୧୦
D) ୧୩
2. ‘ସମୀପ୍ୟ’ ଅର୍ଥରେ ବ୍ୟବହୃତ “ନ” ଉପସର୍ଗ ସଂଯୁକ୍ତ ଏକ ଶବ୍ଦ ବାଛ।
A) ନିଦାନ
B) ନିମଙ୍ଗ
C) ନିକ୍ଷେପ
D) ନିକଟ
3. ରବିବାର ଦିନ କଟକରେ ସଭା ହୋଇଥିବ।– ବାକ୍ୟଟି କେଉଁ କାଳର ସୂଚନା ଦେଉଛି?
A) ସମ୍ଭାବ୍ୟ ଭୂତ
B) ନିତ୍ୟପ୍ରବୃତ୍ତ ଭୂତ
C) ଆନୁମାନିକ ଭୂତ
D) ପ୍ରାଗଭୃତ
4. ‘ଅତିବୃଷ୍ଟି’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ନବୃଷ୍ଟି
B) ଅନାବୃଷ୍ଟି
C) ସୁବୃଷ୍ଟି
D) କୁବୃଷ୍ଟି
5. ‘ଅଧ୍ୟାୟ’ ଶବ୍ଦଟି କିପରି ଗଠିତ ହୋଇଛି?
A) ଅ+ଧ୍ୟାୟ
B) ଅଧି+ଆୟ
C) ଅଧି+ଇ+ଅ
D) ଅର୍ଦ୍ଧ+ଆୟ
6. ଓଡ଼ିଆ ବ୍ୟଞ୍ଜନ ଧ୍ଵନିମାନଙ୍କ ମଧ୍ୟରେ କେଉଁ ଧ୍ୱନିଟି ଲୋଡ଼ିତ ଧ୍ଵନି ଭାବରେ ପରିଚିତ?
A) ହ
B) ଡ଼
C) ଢ
D) ର
7. ‘ମା’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗ ଯୁକ୍ତ ଶବ୍ଦଟିକୁ ବାଛ।
A) ପ୍ରଭାବ
B) ପ୍ରତିମା
C) ପ୍ରହାଳ
D) ପ୍ରଦାନ
8. ‘ସାର୍ଥପର’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ ।
A) ଏକୁଟିଆ ବାରହା
B) ଓଜର ଖୋଲିବା
C) କୁହାମୁଣ୍ଡା କପିଳା
D) ଭଜା ଖାଇ ବୁଲିବା
9. ‘ଅର୍ଦ୍ଧଚନ୍ଦ୍ର’ ରୁଢ଼ିର ଅର୍ଥ ନିରୂପଣ କର ।
A) ଫାଳିକିଆ ଚନ୍ଦ୍ର
B) ଅଧାଚନ୍ଦ୍ର
C) ଅସମ୍ଭବ କଥା
D) ଗଳା ଧକ୍କା
10. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ କ୍ରିୟା ପଦ?
A) ଖାଉଛି
B) ଭୁଞ୍ଜ
C) ଖାଦ୍ୟ
D) ଭୋକ
Odia Grammar Mcq Expected Question – Part 2
11. ‘ଛିଦ୍ରାନ୍ବେଷୀ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ଛିଦ୍ରଯୁକ୍ତ
B) ଦୁଷ୍ଟା
C) ମଂଗଳାକାଂକ୍ଷୀ
D) ଅମଙ୍ଗଳକାଂକ୍ଷୀ
12. ‘ପାଠକ’ ଶବ୍ଦଟି କୃଦନ୍ତରେ କେଉଁ କାରକ ବାଚ୍ୟ ଅନ୍ତର୍ଗତ?
A) କର୍ତ୍ତା କାରକ
B) ନିମିତ୍ତ କାରକ
C) କରଣ କାରକ
D) କର୍ମ କାରକ
13. ନିମ୍ନୋକ୍ତ ମଧ୍ୟରୁ ‘ସମ୍ବନ୍ଧ’ ଅର୍ଥରେ ‘ଇଥା’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) ହଳିଆ
B) ମୂଳିଆ
C) କାଳିଆ
D) ବର୍ଷକିଆ
14. ହରି ପଡ଼ିଆରେ ଖେଳୁଛି – ଏଠାରେ କ୍ରିୟାଟି କେଉଁ କାଳକୁ ସୂଚିତ କରୁଛି?
A) ନିତ୍ୟପ୍ରବୃତ୍ତ ବର୍ଗମାନ
B) ସମ୍ପନ୍ନ ବର୍ତ୍ତମାନ
C) ଅସଂପନ୍ନ ବର୍ତ୍ତମାନ
D) ଅସଂପନ୍ନ ଅତୀତ
15. ‘ତରଣି’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ନୌକା
B) ଘୋଡା
C) ଚନ୍ଦ୍ର
D) ଆକାଶ
Important Odia Grammar MCQ – Part 3 (Expected question)
16. ଓଡ଼ିଆ ଭାଷାରେ ଅ, ଆ, ଇ, ଉ,ଏ, ଓ ଆଦି ଛଅଟି ଧ୍ୱନିକୁ କି ପ୍ରକାର ସ୍ଵର ଧ୍ଵନି କୁହାଯାଏ?
A) ଶୁଦ୍ଧ ସ୍ଵର
B) ସଂଯୁକ୍ତ ସ୍ଵର
C) କେନ୍ଦ୍ରୀୟ ସ୍ଵର
D) ଦ୍ଵି- ସ୍ଵର
17. ‘ଅବରୋପିତ’ ଶବ୍ଦରେ କେଉଁ ଉପସର୍ଗ ବ୍ୟବହୃତ?
A) ଅଧି
B) ଅବ
C) ଅବରୋହଣ
D) ବିପରୀତ
18. ଧାତୁରେ କ’ଣ ଯୁକ୍ତ କରାଯାଇ କ୍ରିୟାପଦ ଗଠନ କରାଯାଇଥାଏ?
A) ଧାତୁ
B) ପ୍ରତ୍ୟୟ
C) କର୍ତ୍ତା
D) କର୍ମ
19. ‘ଅନନ୍ତ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ।
A) ଶାନ୍ତ
B) ସୀମାହୀନ
C) ଅନାଦି
D) ନିଅନ୍ତ
20. ନାସ୍ତିଅର୍ଥକ ‘ନ’ ସହିତ କୌଣସି ସମାସ ନିଷ୍ପନ୍ନ ପଦ କେଉଁ ସମାସ ଅନ୍ତର୍ଭୁକ୍ତ?
A) ସହାର୍ଥକ ବହୁବ୍ରୀହି
B) ମଧ୍ୟପଦଲୋପୀ ବହୁବ୍ରୀହି
C) ବ୍ୟଧିକରଣ ବହୁବ୍ରୀହି
D) ନଞ୍ ବହୁବ୍ରୀହି
Latest Odia Grammar Mcq – Part 11
Answers |
1. B
2. D
3. C
4. B
5. C
6. D
7. B
8. A
9. D
10. A
11. C
12. A
13. D
14. C
15. A
16. A
17. B
18. B
19. A
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com