Important Odia Grammar Quiz for Recent Exam
Odia Grammar Quiz For Recent Exam (Part 63)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ପ୍ରାଣତ୍ଵ ଭିଭିରେ ଓଡ଼ିଆ ବ୍ୟଞ୍ଜନ ଧ୍ୱନିଗୁଡ଼ିକୁ କେଉଁ ଦୁଇ ଭାଗରେ ବିଭକ୍ତ କରାଯାଇଛି?
A) ଅଘୋଷ-ସଘୋଷ
B) ଅଳ୍ପପ୍ରାଣ-ମହାପ୍ରାଣ
C) ଉତ୍କ୍ଷିପ୍ତ-ଅର୍ଦ୍ଧସ୍ଵର
D) ସ୍ପର୍ଶ-ସଂଘର୍ଶୀ
2. ‘ଭୂ’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦକୁ ବାଛ ।
A) ଅଭିଭବ
B) ଆଗମନ
C) ବିହାର
D) ପ୍ରଦାନ
3. ‘ଦିବାସପ୍ନ ଦେଖିବା’ ରୂଢିର ଅର୍ଥ ନିରୂପଣ କର ।
A) ଦିନରେ ସପ୍ନ ଦେଖିବା
B) ଆଶା କରିବା
C) ପରିଶ୍ରମ କରିବା
D) ଅସମ୍ଭବ ବସ୍ତୁ ପାଇଁ ଆଶା କରିବା
4. ‘ଗୁପ୍ତକଥାଟି ପଦାରେ ପଡ଼ିବା’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ ।
A) କଥା ପକାଇବା
B) କଥା ଫୁଟିବା
C) କଥା ରଖିବା
D) କଥା ଛିଣ୍ଡାଇବା
5. କେଉଁ ପଦ କାଳ ସୂଚାଇବାରେ ସହାୟକ ହୋଇଥାଏ?
A) କ୍ରିୟାପଦ
B) ବିଶେଷ୍ୟ ପଦ
C) ବିଶେଷଣ ପଦ
D) କାରକ
6. ‘ଖର୍ବକାୟ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ଦୀର୍ଘକାୟ
B) ବଙ୍ଗରା
C) କଦାକାର
D) କୁଶ୍ଚିତ
7. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଅଶୁଦ୍ଧ ଶବ୍ଦ?
A) ସୌନ୍ଦର୍ଯ୍ୟ
B) ସୌନ୍ଦର୍ଯ୍ୟତା
C) ସୁନ୍ଦର
D) ସୁନ୍ଦରତା
8. ‘ସ୍ଵଭାବ’ ଅର୍ଥରେ ‘ଈ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦଟି ବାଛ ।
A) ହିସାବୀ
B) ଅଫିମୀ
C) ମାଳତୀ
D) ଆଠହାତୀ
9. କେଉଁ ପଦର ଅଭାବରେ ବାକ୍ୟ ଅସଂପୂର୍ଣ୍ଣ ରହେ?
A) ବିଶେଷ୍ୟ ପଦ
B) ବିଶେଷଣ ପଦ
C) ଅବ୍ୟୟ ପଦ
D) କ୍ରିୟା ପଦ
10. ‘ଦାନ୍ତ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ତିତଭ
B) ତାତି
C) ଦଶନ
D) ଦ୍ରଶନ
Odia Grammar Mcq Expected Question – Part 2
11. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ସଂଯୁକ୍ତ ସ୍ଵର ଧ୍ଵନି?
A) ଅ
B) ଇ
C) ଏ
D) ଔ
12. ‘ଅପ’ ଉପସର୍ଗ ସଂଯୁକ୍ତ ‘ସୁନ୍ଦର’ ଅର୍ଥରେ ବ୍ୟବହୃତ ଏକ ଶବ୍ଦ ବାଛ ।
A) ଅପବାଦ
B) ଅପସ୍ମାର
C) ଅପରୂପ
D) ଅପଯଶ
13. ନିମ୍ନୋକ୍ତ ବିଶେଷ୍ୟମାନଙ୍କ ମଧ୍ୟରୁ କେଉଁଟି ଅନ୍ୟମାନଙ୍କଠାରୁ ଭିନ୍ନ?
A) କୋଣାର୍କ
B) ଭାରତ
C) ଶିବ
D) ପଥର
14. ‘ଅନାଥ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ପ୍ରାଣନାଥ
B) ସନାଥ
C) ସ୍ଵୟଂନାଥ
D) ସୁନାଥ
15. ଧାତୁରୁ ପ୍ରତ୍ୟୟ ଯୋଗେ ଶବ୍ଦ ଗଠିତ ହେଲାବେଳେ ଏଥିରେ କେତେ ପ୍ରକାର ପରିବର୍ତ୍ତନ ଘଟେ?
A) 9
B) ୩
C) ୪
D) ୫
Important Odia Grammar MCQ – Part 3 (Expected question)
16. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପର୍ତ୍ତୁଗୀଜ ଶବ୍ଦ?
A) ଅର୍ଦ୍ଦଳି
B) ସିଟ୍
C) ସିଲଟ
D) କିରାଣି
17. ‘ଗମ୍’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦଟିକୁ ବାଛ ।
A) ପରିହାର
B) ଦୁର୍ଗମ
C) ଅପମାନ
D) ନିର୍ମାଣ
18. ‘ହତଜ୍ଞାନ ହେବା’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ ।
A) ଆଖି ପାଣି ଆଖରେ ମରିବା
B) ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା
C) ଆଖି ଦେବା
D) ଆଖି ଛୁଇଁବା
19. ‘ମୁଣ୍ଡରେ ହାତ ଦେଇ ବସିବା’ ରୂଢ଼ିର ଅର୍ଥ ନିରୂପଣ କର ।
A) ମୁଣ୍ଡ ପୁରାଇବା
B) ମୁଣ୍ଡ ବିନ୍ଧିବା
C) କିଂକର୍ତବ୍ୟ ବିମୁଢ ହେବା
D) ପ୍ରହାର ଖାଇବା
20. ଲୋକଟି ଭାରି ଦୟାଳୁ – ଏଠାରେ ଦୟାଳୁ କି ପ୍ରକାର ପଦ?
A) ବିଶେଷ୍ୟ
B) ବିଶେଷଣ
C) ସର୍ବନାମ
D) କ୍ରିୟା
Latest Odia Grammar Mcq – Part 11
Answers |
1. B
2. A
3. D
4. B
5. A
6. A
7. B
8. A
9. D
10. C
11. D
12. C
13. D
14. B
15. A
16. D
17. B
18. B
19. C
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com