Important Odia Grammar Quiz for Recent Exam
Odia Grammar Quiz For Recent Exam (Part 64)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ନଶ୍ଚେତନ’ ଶଳର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ଅଚେତନ
B) ଅବଚେତନ
C) ଚେତନ
D) ଚିନ୍ତନ
2. ‘ଯାଦବ’ ଶବ୍ଦଟି କେଉଁ ଅର୍ଥରେ ତଦ୍ଧିତ ଶବ୍ଦ ହୋଇଛି?
A) ଭାବ ସଂବନ୍ଧୀୟ
B) ଭାବାର୍ଥେ
C) ଅପତ୍ୟ ଅର୍ଥେ
D) ବିକାରାର୍ଥେ
3. ‘ପ୍ରକୃତି’ ଅର୍ଥରେ ‘ଉଆ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ।
A) ବଣୁଆ
B) ଅଷାଢୁଆ
C) ଘରୁଆ
D) ମନୁଆ
4. ପବନ ଅତି ଧୀରେ ବହୁଛି – ଏଠାରେ ଅତି କି ପ୍ରକାର ବିଶେଷଣ ।
A) ବିଶେଷଣର ବିଶେଷଣ
B) କ୍ରିୟା ବିଶେଷଣର ବିଶେଷଣ
C) କ୍ରିୟା ବିଶେଷଣ
D) ବାକ୍ୟ ବିଶେଷଣ
5. ‘ହସ୍ତୀ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ।
A) ଦ୍ଵୀପ
B) ଦ୍ଵିପ
C) ଦ୍ୟୁତ
D) ଦୀନ
6. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ସଂଘର୍ଷ ଧ୍ଵନି?
A) କ
B) ଖ
C) ଗ
D) ସ
7. କେଉଁ ଉପସର୍ଗଟି ବୈଦେଶିକ ଭାଷାରୁ ଆମ ଭାଷାକୁ ଆସିଛି?
A) ଆ
B) ଉପ
C) ଫି
D) ଅତି
8. ଗୋପାଳ ହସୁଅଛି – ଏଠାରେ ‘ହସୁଅଛି’ କି ପ୍ରକାର କ୍ରିୟାପଦ?
A) ସକର୍ମକ
B) ଅକର୍ମକ
C) ସମାପିକା
D) ଅସମାପିକା
9. ‘ଉଦୀୟମାନ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ ।
A) ନବୀନ
B) ଅସୀମ
C) ଅଗ୍ରଗାମୀ
D) ଅସ୍ତଗାମୀ
10. ‘ସାହିତ୍ୟ’ – କି ପ୍ରକାର ଶବ୍ଦ?
A) ଦେଶଜ
B) ବୈଦେଶିକ
C) ତତ୍ସମ
D) ତଦ୍ଭବ
Odia Grammar Mcq Expected Question – Part 2
11. ‘ଚର’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦଟିକୁ ବାଛ ।
A) ସଂସ୍କାର
B) ସଂଚାର
C) ଅପସ୍ମାର
D) ସଂସ୍ଥାନ
12. ‘ଅତିସୁନ୍ଦର’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ ।
A) ଖତଗଦାରେ ପଦ୍ମ
B) ଗୋଟିଏ ଚାଉଳରେ ଗଢ଼ା
C) ଗହମ ଗୋଟି ଗଣିତା
D) ଇତିଶ୍ରୀ ହେବା
13. ‘ଓଟି ମୁହଁରେ ଜିରା’ ରୂଢିର ଅର୍ଥ ନିରୂପଣ କର ।
A) ବହୁତ ଆଶାୟୀକୁ ଅଳ୍ପ ଦାନ
B) ପ୍ରଭୁତ୍ଵ ପ୍ରାପ୍ତି
C) କମ୍ ଆଶାୟୀଙ୍କୁ ଅଧିକ ଦାନ
D) ସମ୍ପୂର୍ଣ
14. ନିର୍ଦ୍ଦିଷ୍ଟତାବାଚକ ବିଶେଷଣ କେତେ ଭାଗରେ ବିଭକ୍ତ?
A) ଦୁଇ
B) ତିନି
C) ଚାରି
D) ପାଞ୍ଚ
15. ‘ନିମଗ୍ନ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ ।
A) ସମନ
B) ଅମନେଯାଗୀ
C) ସଦୟ
D) ଭାସମାନ
Important Odia Grammar MCQ – Part 3 (Expected question)
16. ‘ପାଣ୍ଡିତ୍ୟ’ ଶବ୍ଦଟି କେଉଁ ପ୍ରକ୍ରିୟାରେ ବିଶେଷଣରୁ ବିଶେଷ୍ୟ ପଦ ହୋଇଛି?
A) ଉପପଦ ଯୁକ୍ତ ହୋଇ
B) କୃଦନ୍ତ ପ୍ରକ୍ରିୟାରେ
C) ତଦ୍ଧିତ ପ୍ରକ୍ରିୟାରେ
D) ସନ୍ଧି ବିଚ୍ଛେଦ ପ୍ରକ୍ରିୟାରେ
17. ‘ଅଛି’ ଅର୍ଥରେ ‘ଏଇ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) ମିଠେଇ
B) କୁଲେଇ
C) ସଫେଇ
D) ବଢେଇ
18. ପିଲାଟିର ଲେଖା ଅତି ସୁନ୍ଦର – ରେଖାଙ୍କିତ ପଦଟି କି ପ୍ରକାର ପଦ?
A) ବିଶେଷଣ
B) କର୍ମ
C) କ୍ରିୟାବାଚକ ବିଶେଷ୍ୟ
D) କ୍ରିୟା ବିଶେଷଣ
19. ‘ଦ୍ୱାସ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ ।
A) ଦ୍ଵାରପାଳ
B) ସେନାପତି
C) ମନ୍ତ୍ରୀ
D) କଟୁଆଳ
20. ବାକ୍ୟରେ କେଉଁ ଶବ୍ଦ ଲାଗିଲେ ତାହା ନାସ୍ତିବାଚକ ବାକ୍ୟ ହୋଇଥାଏ ।
(A) ନାହିଁ
(B) ହଁ
(C) କିନ୍ତୁ
(D) ଓ
Latest Odia Grammar Mcq – Part 11
Answers |
1. C
2. C
3. D
4. B
5. B
6. D
7. C
8. B
9. D
10. C
11. B
12. B
13. A
14. A
15. D
16. C
17. A
18. C
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com