Important Odia Grammar Quiz for Recent Exam
Odia Grammar Quiz For Recent Exam (Part 65)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
୧. ମାଁ ଙ୍କର ରନ୍ଧା ଚାଲିଛି । – ଏହା କି ପ୍ରକାର ବାଚ୍ୟ ?
(A) କର୍ତୃବାଚ୍ୟ
(B) କର୍ମବାଚ୍ୟ
(C) ଭାବବାଚ୍ୟ
(D) ଉଦ୍ଦେଶ୍ୟ
୨. ବାକ୍ୟର ଆରମ୍ଭରେ ନିମ୍ନୋକ୍ତ କେଉଁଟି ରହେ ? ସେଗୁଡିକ ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖ ।
(A) କର୍ତ୍ତା
(B) କର୍ମ
(C) କ୍ରିୟା
(D) ଉଦ୍ଦେଶ୍ୟ
୩. ବାକ୍ୟର ଶେଷରେ ନିମ୍ନୋକ୍ତ କେଉଁ ପଦଟି ରହେ ?
(A) କର୍ମ
(B) କର୍ତ୍ତା
(C) କ୍ରିୟା
(D) ଉଦ୍ଦେଶ୍ୟ
୪. ରାମଚନ୍ଦ୍ର ରାବଣକୁ ବଧ କରିଥିଲେ । ଏଠାରେ କ୍ରିୟା ପଦ କେଉଁଟି ?
(A) ରାମଚନ୍ଦ୍ର
(B) ରାବଣଙ୍କୁ
(C) ବଧ
(D) କରିଥିଲେ
୫. ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ । – ବାକ୍ୟରେ କର୍ମପଦଟି କିଏ ?
(A) ଅକ୍ଷୟ
(B) ଭଲ
(C) ଗୀତ
(D) ଗାଇଲେ
6. ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ – ରେଖାଙ୍କିତ ପଦଟି କେଉଁ ପ୍ରକାର?
(A) ଗୌଣକର୍ମ
(B) ମୁଖ୍ୟକର୍ମ
(C) ଦ୍ବିକର୍ମକ
(D) ସକର୍ମକ
7. ବାକ୍ୟରେ ସଂବୋଧନ ପଦ କେଉଁଠାରେ ରଖାଯାଏ?
(A) କେବଳ ଆରମ୍ଭରେ
(B) କେବଳ ଶେଷରେ
(C) ଆରମ୍ଭରେ ବା ଶେଷରେ
(D) ରଖାଯାଏ ନାହିଁ
8. ମୋତେ ଶକ୍ତି ଦିଅ ପ୍ରଭୁ! – ବାକ୍ୟରେ କେଉଁଟି ସଂବୋଧନ ପଦ ଅଟେ ?
(A) ମୋତେ
(B) ଶକ୍ତି
(C) ଦିଅ
(D) ପ୍ରଭୁ
9. ଚତୁର ଲୋକ ସବୁଠି ଜିତନ୍ତି- ରେଖାଙ୍କିତ ପଦଟି କି ପ୍ରକାର ଅଟେ?
(A) ବିଶେଷ୍ୟ
(B) ବିଶେଷଣ
(C) ମୁଖ୍ୟକର୍ମ
(D) ଗୌଣକର୍ମ
୧୦. ବାକ୍ୟରେ ବିଶେଷଣ ପଦ କେଉଁଠାରେ ବସେ ?
(A) ବିଶେଷ୍ୟପଦ ପୂର୍ବରୁ
(B) ବିଶେଷ୍ୟ ପଦ ପରେ
(C) ବସେନାହିଁ
(D) କର୍ଭାପରେ
Odia Grammar Mcq Expected Question – Part 2
୧୧. ସକାଳେ କାମ ଆରମ୍ଭ ହୁଏ ।- ବାକ୍ୟକୁ ନାସ୍ତି ବାଚକ ବାକ୍ୟରେ ପରିବର୍ତନ କର?
(A) ସକାଳେ କାମ ହୁଏ କି ?
(B) ସକାଳୁ ଆରମ୍ଭ କର
(C) ସକାଳେ କାମ ଆରମ୍ଭ ହୁଏ ନାହିଁ
(D) ସକାଳେ କାମ କରିବା ଉଚିତ
କର୍ତ୍ତା
୧୨. ‘ନ’ – ଏହି ପଦଟି ବାକ୍ୟର କେଉଁଠାରେ ବସେ ?
(A) ବାକ୍ୟର ଆରମ୍ଭରେ
(B) କ୍ରିୟାପଦ ପରେ
(C) କ୍ରିଯାପଦ ପୂର୍ବରୁ
(D) କ୍ରିୟା ପଦ ପରେ
୧୩. ନିମ୍ନୋକ୍ତ ମଧ୍ୟରୁ କେଉଁ ବାକ୍ୟରୂପଟି ପ୍ରକାର୍ଯ୍ୟକରୂପ ଅଟେ ?
(A) ସରଳବାକ୍ୟ
(B) ଜଟିଳବାକ୍ୟ
(C) ପ୍ରଶ୍ନସୂଚକ ବାକ୍ୟ
(D) ଯୌଗିକ ବାକ୍ୟ
୧୪. ନିମ୍ନୋକ୍ତ ମଧ୍ୟରୁ କେଉଁ ବାକ୍ୟରୂପଟି ଗଠନାତ୍ମକ ରୂପ ଅଟେ ?
(A) ବିବୃତିସୂଚକ ବାକ୍ୟ
(B) ବିସ୍ମୟସୂଚକ ବାକ୍ୟ
(C) ନାସ୍ତିସୂଚକ ବାକ୍ୟ
(D) ମିଶ୍ରବାକ୍ୟ
୧୫. ନିମ୍ନୋକ୍ତ ମରୁ କେଉଁଟି ସଂଯୋଜକ ଅବ୍ୟୟ ନୁହେଁ ?
(A) ମାତ୍ର
(B) ପ୍ରକୃତି
(C) କିନ୍ତୁ
(D) ଓ
Important Odia Grammar MCQ – Part 3 (Expected question)
୧୬. ନିମ୍ନୋକ୍ତ କେଉଁ ବାକ୍ୟରୂପଟି ଗଠନାତ୍ମକ ରୂପ ନୁହେଁ ?
(A) ସରଳ ବାକ୍ୟ
(B) ବିସ୍ମୟସୂଚକ ବାକ୍ୟ
(C) ଯୌଗିକ ବାକ୍ୟ
(D) ଜଟିଳ ବାକ୍ୟ
୧୭. ନିର୍ଦ୍ଦିଷ୍ଟ ବିଷୟକ ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ କଣ କୁହାଯାଏ ?
(A) ବିବୃତ୍ତିସୂଚକ ବାକ୍ୟ
(B) ଆଦେଶସୂଚକ ବାକ୍ୟ
(C) ବିସ୍ମୟସୂଚକ ବାକ୍ୟ
(D) ବକ୍ତବ୍ୟସୂଚକ ବାକ୍ୟ
୧୮. ଅନୁରୋଧ ଭାବ ପ୍ରକାଶ କରୁଥିବା ବାକ୍ୟକୁ କ’ଣ କୁହାଯାଏ ?
(A) ଆଦେଶସୂଚକ ବାକ୍ୟ
(B) ଅନୁରୋଧକମୂଳକ
(C) ଅନୁରୋଧସୂଚକ ବାକ୍ୟ
(D) ନାସ୍ତିସୂଚକ ବାକ୍ୟ
୧୯. କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ କ’ଣ କୁହାଯାଏ ?
(A) ପ୍ରଶ୍ନବାଚକ ବାକ୍ୟ
(B) ପ୍ରଶ୍ନସୂଚକ ବାକ୍ୟ
(C) ପ୍ରଶ୍ନମୂନକ ବାକ୍ୟ
(D) ପ୍ରଶ୍ନସୂଚିତ ବାକ୍ୟ
୨୦. ଆଶ୍ଚର୍ଯ୍ୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ କେଉଁ ବାକ୍ୟ କୁହାଯାଏ ?
(A) ବିବୃତିସୂଚକ ବାକ୍ୟ
(B) ଅନୁରୋଧସୂଚକ ବାକ୍ୟ
(C) ପ୍ରଶ୍ନସୂଚକ ବାକ୍ୟ
(D) ବିସ୍ମୟସୂଚକ ବାକ୍ୟ
Latest Odia Grammar Mcq – Part 11
Answers |
1. B
2. A
3. C
4. D
5. C
6. A
7. C
8. D
9. B
10. A
11. C
12. C
13. C
14. D
15. B
16. B
17. A
18. A
19. B
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com