Important Odia Grammar Quiz for Recent Exam
Odia Grammar Quiz For Recent Exam (Part 66)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
୧. ନାସ୍ତିସୂଚକ ବାକ୍ୟରେ ନିୟୋରୁ କେଉଁ ସୂଚନା ପ୍ରଦାନ କରିଥାଏ ?
(A) ବିସ୍ମୟଭାବ ବାକ୍ୟ
(B) କୌଣସି ପ୍ରଶ୍ନର ସୂଚନା
(C) ନାସ୍ତିର ସୂଚନା
(D) ଆଦେଶଭାବ ପ୍ରକାଶ
2. ଆଜ୍ଞା ! ମତେ ଟିକିଏ ସାହାଯ୍ୟ କରନ୍ତୁ । – ବାକ୍ୟଟିରେ କେଉଁ ଭାବ ପ୍ରକାଶିତ ହୋଇଛି ?
(A) ଅନୁରୋଧ
(B) ଆଦେଶ
(C) ପ୍ରଶ୍ନର ସୂଚନା
(D) ବିସ୍ମୟଭାବ
୩. ଦୁଇଟି ସରଳବାକ୍ୟକୁ ଯୋଡି ଏକ ଯୌଗିକ ବାକ୍ୟ ଗଠନ କରିବା ପାଇଁ କେଉଁ ପଦ ବ୍ୟବହାର କରାଯାଏ ?
(A) ଅବ୍ୟୟ
(B) ପଦସଂହତି
(C) ବିଶେଷଣ
(D) ବିଶେଷ୍ୟ
୪. ଆଜି କେତେ ତାରିଖ ?ଏହା କି ପ୍ରକାର ବାକ୍ୟ ?
(A) ବିବୃତିସୂଚକ
(B) ପ୍ରଶ୍ନସୂଚକ
(C) ଆଦେଶାମ୍ବକ
(D) ବିସ୍ମୟସୂଚକ
୫. ସତରେ ତମେ ଆସିଛ ! – ବାକ୍ୟଟି କେଉଁ ପ୍ରକାର ଅଟେ ?
(A) ବିବୃତିସୂଚକ
(B) ନାସ୍ତିସୂଚକ
(C) ପ୍ରଶ୍ନସୂଚକ
(D) ବିସ୍ମୟସୂଚକ
୬. ତମର ନିୟମ ମୁଁ ପାଳି ପାରିବି ନାହିଁ । – ଏହା କି ପ୍ରକାର ବାକ୍ୟ ?
(A) ପ୍ରଶ୍ନସୂଚକ
(B) ଆଦେଶସୂଚକ
(C) ନାସ୍ତିସୂଚକ
(D) ବିବୃତିସୂଚକ
୭. କବିମାନଙ୍କ ମଧ୍ୟରେ ସାରଳା ଦାସ ଆଦିକବି ଅଟନ୍ତି ।- ଏହା କି ପ୍ରକାର ବାକ୍ୟ ?
(A) ବିସ୍ମୟସୂଚକ
(B) ବିବୃତିସୂଚକ
(C) ଆଦେଶବାଚକ
(D) ଅନୁରୋଧବାଚକ
୮. ହରି ଭଲ ନାଚୁଛି ଓ ଏଥିପାଇଁ ସୁନାମ ଅର୍ଜନ କରୁଛି । – ଏହା କି ପ୍ରକାର ବାକ୍ୟ ?
(A) ସରଳ
(B) ଯୌଗିକ
(C) ଜଟିଳ
(D) ମିଶ୍ର
୯. ଯେହେତୁ ଝଡ଼ କମିଗଲା, ତେଣୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ । – ଏହା କି ପ୍ରକାର ବାକ୍ୟ ?
(A) ସରଳ
(B) ଯୌଗିକ
(C) ଜଟିଳ
(D) ମିଶ୍ର
୧୦. କେଉଁ ପ୍ରକାର ବାକ୍ୟର ସମନ୍ବିତ ରୂପକୁ ମିଶ୍ରବାକ୍ୟ କୁହାଯାଏ ?
(A) ସରଳ ବାଜ୍ୟ
(B) ଯୌଗିକ ବାକ୍ୟ
(C) ଜଟିଳ ବାଜ୍ୟ
(D) ଯେ କୌଣସି ପ୍ରକାର
Odia Grammar Mcq Expected Question – Part 2
୧୧. ବିଜୁବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି । – ଏହା କି ପ୍ରକାର ବାକ୍ୟ ?
(A) ପ୍ରଶ୍ନସୂଚକ
(B) ବିସ୍ମୟସୂଚକ
(C) ଆଦେଶସୂଚକ
(D) ନାସ୍ତିସୂଚକ
12. ଆ,ଏ,ଐ,ଓ,ଔ ଏଗୁଡ଼ିକୁ କି ସ୍ଵରଧ୍ଵନି କୁହାଯାଏ?
A) ଦୀର୍ଘ
B) ହ୍ରସ୍ଵ
C) ଅର୍ଦ୍ଧସ୍ଵର
D) ଅଯୋଗବାହ
13. କତିପୟ ଅବ୍ୟୟର ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ ।
A) ପଶ୍ଚାତ୍
B) ପୁନରପି
C) ଅକଟା
D) ଆଗମନ
14. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ବିଶେଷ୍ୟ ପଦ?
A) ପଶୁ
B) ଶୋଇଛି
C) ସୁନ୍ଦରୀ
D) ସେ
15. ‘ଅନ୍ଧ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ ।
A) ଦିବ୍ୟାଙ୍ଗ
B) ନିରନ୍ଧ୍ର
C) ଚକ୍ଷୁଷ୍ମାନ
D) ଆଲୁଅ
Important Odia Grammar MCQ – Part 3 (Expected question)
16. ‘ଦାୟକ’ ଶବ୍ଦଟି କିପରି ଗଠିତ ହୋଇଛି?
A) ଦାୟ+କ
B) ଦା+ୟକ
C) ଦା+ଅକ
D) ଦାୟ+ଅକ
17. ‘ଡ଼’ ଏକ କି ପ୍ରକାର ବ୍ୟଞ୍ଜନ ଧ୍ବନି?
A) ଉତକ୍ଷିପ୍ତ
B) ତାଲବ୍ୟ
C) ଲୋଡ଼ିତ
D) ପାର୍ଶ୍ଵିକ
18. ‘ଆକାଶ’ ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁ ବ୍ୟବହାର କରାଯାଇଛି ।
A) ବଦ
B) ହୃ
C) କୁ
D) ଦା
19. ‘ଅସମ୍ଭବ ବିଷୟ’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ ।
A) ଲଙ୍କାରେ ହରିଶବ୍ଦ
B) ଲଗା ନା ପଘା
C) ଲଙ୍କାକାଣ୍ଡ
D) ଲଲାଟ ଲିଖନ
20. ‘ନିଃଶ୍ବାସ ଚାଲିବା’ ରୂଢିର ଅର୍ଥ ନିରୂପଣ କର ।
A) ଜୀବିତ ଥିବା
B) ମୃତ୍ୟୁବରଣ କରିବା
C) ସମୟ ସୂଚାଇବା
D) ନିଦାନ ଖୋଜିବା
Latest Odia Grammar Mcq – Part 11
Answers |
1. C
2. A
3. A
4. B
5. D
6. C
7. B
8. B
9. C
10. D
11. D
12. A
13. B
14. A
15. C
16. C
17. A
18. C
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com