Important Odia Grammar Quiz for Recent Exam
Odia Grammar Quiz For Recent Exam (Part 67)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ବିଶେଷଣ ପଦ କାହାର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବୁଝାଏ?
A) କ୍ରିୟା
B) ଅବ୍ୟୟ
C) ବିଭକ୍ତି
D) ବିଶେଶ୍ୟ
2. ‘ଅଜର’ ଶବ୍ଦର ସମୋଚ୍ଚାରିତ ଶବ୍ଦଟି ବାଛି।
A) ଅଗଣା
B) ବାୟୁ
C) ବେଙ୍ଗ
D) ବାର୍ଦ୍ଧକ୍ୟରହିତ
3. କେଉଁ ସମାସରେ ସଂଖ୍ୟାବାଚକ ପଦ ପୂର୍ବପଦରୂପେ ବ୍ୟବହୃତ ହୁଏ?
A) ତତପୁରୁଷ
B) କର୍ମଧାରୟ
C) ଦ୍ଵିଗୁ
D) ଦ୍ଵନ୍ଦ୍ଵ
4. ‘ଈଷତ୍’ ଅର୍ଥରେ ‘ଟିଆ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) ବୁଲାଟିଆ
B) ଖରାଟିଆ
C) କପାଟିଆ
D) ଭଡାଟିଆ
5. କୃଷ୍ଣ ଗୋପକୁ ନଫେରନ୍ତେ ଯଶୋଦା ଅଧୁର ହେଲେ – ଏଠାରେ ନଫେରନ୍ତେ କି ପ୍ରକାର କ୍ରିୟା?
A) ସମାପିକା
B) ଅସମାପିକା
C) ଏକକ
D) ଯୌଗିକ
6. ‘ଧୁନୀ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ ।
A) ଅଗ୍ନିଭସ୍ମ
B) କୌପୀନ
C) ନଦୀ
D) ପର୍ବତ
7. ଗୋଟିଏ ଭାଷାରେ ବ୍ୟବହୃତ ହେଉଥିବା ବର୍ଷ ସମଷ୍ଟିକୁ କ’ଣ କୁହାଯାଏ?
A) ଲିପି
B) ବର୍ଣ୍ଣମାଳା
C) ଧ୍ଵନି
D) ବାକ୍ୟ
8. କତିପୟ ଦେଶକ ଅବ୍ୟୟର ବିପରୀତାର୍ଥ ବା ନ୍ଞ୍ଜ ଅର୍ଥରେ ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ ।
A) ଅନ୍ତର୍ଦ୍ଧାନ
B) ଅନୁଜ
C) ଅବଟା
D) ଅନୁସରଣ
9. କପିଳାସ, ଶିବ, ଓଡ଼ିଶା, ହୀରାକୁଦ – ଏଗୁଡ଼ିକ କି ପ୍ରକାର ବିଶେଷ୍ୟ?
A) ବ୍ୟକ୍ତି
B) ବସ୍ତୁ
C) ଜାତି
D) ଗୁଣ
10. ‘ଅର୍ପିତ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ ।
A) ସମର୍ପିତ
B) ଗୃହୀତ
C) ପ୍ରତ୍ୟର୍ପିତ
D) ଅର୍ପଣ
Odia Grammar Mcq Expected Question – Part 2
11. ନିମ୍ନୋକ୍ତ ମଧ୍ୟରୁ କେଉଁଟି କରଣ କାରକ ବାଚ୍ୟରେ ନିଷ୍ପନ ଶବ୍ଦ?
A) ପାଉଣା
B) ଖନିତ୍ର
C) ଭୀମ
D) ଶଯ୍ୟା
12. ଶବ୍ଦର ଯେଉଁ ଶକ୍ତି ଶବ୍ଦର ଆକ୍ଷରିକ ଅର୍ଥକୁ ନବୁଝାଇ ତା ସହ ସଂପୃକ୍ତ ଅନ୍ୟ ଏକ ଅର୍ଥକୁ ବୁଝାଏ ତାହାକୁ କ’ଣ କୁହାଯାଏ?
A) ଅଭିଧା
B) ଲକ୍ଷଣା
C) ବ୍ୟଞ୍ଜନା
D) ବାଚ୍ୟାର୍ଥ
13. ଉପସର୍ଗ ବା ବିଭକ୍ତନ୍ତ ପଦର ପରବର୍ତ୍ତୀ ଜିନ୍, ହନ୍, ଗମ୍ ପ୍ରଭୃତି ଧାତୁରୁ ବାଚ୍ୟରେ କେଉଁ ପ୍ରତ୍ୟୟ ହୁଏ?
A) ଖଚ ପ୍ରତ୍ୟଯ
B) ଅଣ ପ୍ରତ୍ୟଯ
C) ଡ ପ୍ରତ୍ୟୟ
D) କ ପ୍ରତ୍ୟୟ
14. ‘ପୋଥିରେ ଡୋରି ବଂଧା ହେଲା’ ରୂଢ଼ିର ଅର୍ଥ ନିରୂପଣ କର ।
A) ପୋଥି ବାନ୍ଧିବା
B) ପଢ଼ା ବନ୍ଦହେବା
C) ପୋଥି ଭାସିଯିବା
D) ପୋଥି ନଷ୍ଟହେବା
15. ‘ବାହାଦୁରିଆ କଥା କହୁଥିବା ବ୍ୟକ୍ତି ” ଉଦ୍ଦେଶ୍ୟରେ କେଉଁ ରୂଢିଟି ପ୍ରଯୁଜ୍ୟ ।
A) ଖର୍ଚ୍ଚୀ ବ୍ୟକ୍ତି
B) ଧୂଆଁ ବାଣ ମାରୁଥିବା ବ୍ୟକ୍ତି
C) ବିଫଳ ଶ୍ରମର ବ୍ୟକ୍ତି
D) ଅଳସୁଆ ବ୍ୟକ୍ତି
Important Odia Grammar MCQ – Part 3 (Expected question)
16. ନୀଳ କଇଁ – ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ?
A) ବିଶେଷ୍ୟର ବିଶେଷଣ
B) କ୍ରିୟା ବିଶେଷଣ
C) ବିଧେୟ ବିଶେଷଣ
D) ସର୍ବନାମିକ ବିଶେଷଣ
17. ‘ଅପ’ ଶବ୍ଦର ସମୋଚ୍ଚାରିତ ଶବ୍ଦଟି ବାଛ ।
A) ଅଗ୍ରଭାଗ
B) ପାପ
C) ଭାଗ
D) କାନ୍ଧ
18. କୌଣସି ଶବ୍ଦ ତା’ର ବ୍ୟୁତ୍ପତ୍ତିଗତ ଅର୍ଥକୁ ନବୁଝାଇ ଯଦି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ବସ୍ତୁ କୁ ବୁଝାଏ, ତେବେ ତାକୁ କ’ଣ କୁହାଯାଏ?
A) ରୂଢ ଶବ୍ଦ
B) ମୌଳିକ ଶବ୍ଦ
C) ଯୌଗିକ ଶବ୍ଦ
D) ଯୋଗରୁଢ ଶବ୍ଦ
19. ‘ବତ୍ତି’ ଅର୍ଥରେ ‘ବାଲା’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) ଘରବାଲା
B) ପାନବାଲା
C) ଅଲାବାଲା
D) ପଇସାବାଲା
20. ବାକ୍ୟ ବିଶେଷଣ କାହାକୁ କୁହାଯାଏ?
A) ଯାହା ବାକ୍ୟର ଅର୍ଥକୁ ବିଶେଷିତ କରେ
B) ଯାହା ଶବ୍ଦର ଅର୍ଥକୁ ବିଶେଷିତ କରେ
C) ଯାହା ପଦର ଅର୍ଥକୁ ବିଶେଷିତ କରେ
D) ଯାହା ବିଶେଷ୍ୟ ପଦମାନଙ୍କ ମଧ୍ୟରେ ତୁଳନା କରେ
Latest Odia Grammar Mcq – Part 11
Answers |
1. D
2. D
3. C
4. C
5. B
6. C
7. B
8. C
9. A
10. B
11. B
12. B
13. C
14. B
15. B
16. A
17. B
18. D
19. B
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com