Important Odia Grammar Quiz for Recent Exam
Odia Grammar Quiz For Recent Exam (Part 68)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ନୀପ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛି ।
A) କଳସ
B) ଘଟ
C) କଦମ୍ବ
D) ପାରିଜାତ
2. ଶବ୍ଦ ମଧ୍ୟରେ ଧ୍ଵନିର ସ୍ଥାନ ପରିବର୍ତ୍ତନରେ କାହାର ପରିବର୍ତ୍ତନ ଘଟେ?
A) ଅର୍ଥ
B) ବର୍ଣ୍ଣ
C) ଲିପି
D) ଧ୍ଵନି
3. ଆଗମନ ଓ ନିର୍ଗମନ ଉପସର୍ଗ ଯୁକ୍ତ କେଉଁ ଧାତୁର ବ୍ୟବହାର କରାଯାଇଛି ।
A) ଦା ଧାତୁ
B) ଭୂ ଧାତୁ
C) ମା ଧାତୁ
D) ଗମ୍ ଧାତୁ
4. ‘ନାମ’ ଓ ‘ଭାବ’ ଦୃଷ୍ଟିରୁ ବିଶେଷଣ କେତେ ଭାଗରେ ବିଭକ୍ତ?
A) ୪
B) ୫
C) ୩
D) 9
5. ‘ଅନାଘ୍ରାତ’ ଶବ୍ଦର ବିପରିତାର୍ଥବୋଧକ ଶକ ବାଛ ।
A) ଆଘାତ
B) ଆଘ୍ରାତ
C) ଅଣ।ଘାତ
D) ଆକ୍ରମଣ
6. ‘ବାରି-ବା+ଅ = ବାରିବ’ – ଏଠାରେ ବାରିକୁ କଣ କୁହାଯିବ?
A) ଉପପଦ
B) ଧାତୁ
C) ପ୍ରତ୍ୟୟ
D) ବିଭକ୍ତି
7. ବିକଳ୍ପଗୁଡ଼ିକ ମଧ୍ୟରୁ କେଉଁଟି ଅଲଗା?
A) କଏଦୀ
B) ଜିଦ
C) ଦଖଲ
D) ସୌଦାଗର
8. ‘ନୌ + ଇକ = ନାବିକ’ ଶବ୍ଦରେ ବ୍ୟବହୃତ ‘ଇକ’ ପ୍ରତ୍ୟୟ କେଉଁ ଅର୍ଥରେ ବ୍ୟବହୃତ ହୋଇଛି?
A) ଜ୍ଞାନାର୍ଥେ
B) ଅଧ୍ୟୟନ ଅର୍ଥରେ
C) ପଣ୍ୟ ଅର୍ଥରେ
D) ଜୀବିକା ଅର୍ଥରେ
9. ‘ଦରିଦ୍ର ପଞ୍ଚାକ୍ଷୟର’ ରୂଢିର ଅର୍ଥ ନିରୂପଣ କର ।
A) ଅତୀବ କ୍ଷୁଧା
B) ଦାଉ ସାଧିବା
C) କଣ କରିବା
D) ଥକା ମାରିବା
10. ‘ଆପଣା ସୁନା ଭେଣ୍ଡି’ ରୂଢିର ଅର୍ଥ ନିରୂପଣ କର ।
A) ନିଜ ଲୋକ ଅଯୋଗ୍ୟ ହେବା
B) ବିଫଳ ପ୍ରୟାସ
C) ମୂଲ୍ୟହୀନ କାର୍ଯ୍ୟ
D) ବିଲମ୍ଭରେ ଫଳଲାଭ
Odia Grammar Mcq Expected Question – Part 2
11. ନିମ୍ନ ବିକଳ୍ପଗୁଡ଼ିକ ମଧ୍ୟରୁ ଶବ୍ଦଟିର କେଉଁ ରୂପ ତୁଳନାତ୍ମକ ବିଶେଷଣ ପଦ ରୂପେ ବ୍ୟବହୃତ ହୋଇଥାଏ?
A) ଦୀର୍ଘ
B) ଦୀର୍ଘତମ
C) ସୁଦୀର୍ଘ
D) ନାତିଦୀର୍ଘ
12. ‘କମଳାସନ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ଭୋଜନ
B) ହଂସ
C) ପଦ୍ମ
D) ବ୍ରହ୍ମା
13. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଓଡ଼ିଆ କୃତ ପ୍ରତ୍ୟୟ ନିଷ୍ପନ୍ନ ଶବ୍ଦ ।
A) କ୍ଷୟିଷ୍ଣୁ
B) ବିସ୍ତୀର୍ଣ୍ଣ
C) ମାଗଣା
D) ପାଠକ
14. ‘ଈଷତ୍’ ଅର୍ଥରେ ‘ଚିଆ’ ପ୍ରତ୍ୟୟ ଯୋଗରେ ଗଠିତ ଏକକୁ ବାଛ ।
A) ମଳିଚିଆ
B) ପାଣିଚିଆ
C) ମାଈଚିଆ
D) ଲାଲଚିଆ
15. ଗରଜିଲା ମେଘ ବରଷେ ନାହିଁ – ରେଖାଙ୍କିତ ପଦଟି କି ପଦ?
A) କ୍ରିୟା ପଦ
B) କ୍ରିୟା ବିଶେଷଣ
C) କ୍ରିୟା ବିଶେଷ୍ୟ
D) ଅସମାପିକା କ୍ରିୟା
Important Odia Grammar MCQ – Part 3 (Expected question)
16. ‘ପୋଷାକ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ପରିଚ୍ଛେଦ
B) ବିଭାଗ
C) ଅଂଶ
D) ପରିଚ୍ଛଦ
17. ଓଡ଼ିଆ ଭାଷାରେ କେତୋଟି ବର୍ଗ୍ୟ ବ୍ୟଞ୍ଜନ ଧ୍ଵନି ରହିଛି?
A) ୧୦
B) ୨୦
C) ୨୨
D) ୨୫
18. ‘ନିର’ ଉପସର୍ଗ ସଂଯୁକ୍ତ ଅଭାବ ଅର୍ଥରେ ବ୍ୟବହୃତ ଶବ୍ଦଟିକୁ ବାଛ ।
A) ନିରନ୍ନ
B) ନିରାକୁଳ
C) ନିର୍ଗତ
D) ନିରସନ
19. କ୍ରୋଧ ମନୁଷ୍ୟର ପରମ ଶତ୍ରୁ – ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ୟ?
A) ବ୍ୟକ୍ତି ବାଚକ
B) ବସ୍ତୁ ବାଚକ
C) ଜାତି ବାଚକ
D) ଗୁଣ ବାଚକ
20. ‘ଆମୋଦ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ପ୍ରମୋଦ
B) ଅମାଦୃତ
C) ବିଷାଦ
D) ସୁଖ
Latest Odia Grammar Mcq – Part 11
Answers |
1. C
2. A
3. D
4. D
5. B
6. A
7. D
8. D
9. C
10. A
11. B
12. D
13. C
14. A
15. B
16. D
17. D
18. A
19. D
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com