Important Odia Grammar Quiz for Recent Exam
Odia Grammar Quiz For Recent Exam (Part 69)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଦାନ’ ଶବ୍ଦଟିକୁ ବିଶେଷଣ ରୂପେ ପ୍ରୟୋଗ କଲେ କ’ଣ ହେବ?
A) ଦେବା
B) ଦେଲା
C) ଦତ୍ତ
D) ଦାତା
2. ଶବ୍ଦ ଶକ୍ତି କେତେ ଭାଗରେ ବିଭକ୍ତ?
A) ଦୁଇ
B) ତିନି
C) ଚାରି
D) ପାଞ୍ଚ
3. ପୂର୍ବରେ ଉପପଦ ଥାଇ କତ୍ତୃବାଚ୍ୟରେ ଧାତୁରେ କେଉଁ ପ୍ରତ୍ୟୟ ହୁଏ?
A) ‘ଆ’ ପ୍ରତ୍ୟୟ
B) ‘କା’ ପ୍ରତ୍ୟୟ
C) ‘ନିଆ’ ପ୍ରତୀୟ
D) ‘ଆଉ’ ପ୍ରଦାୟ
4. ‘ମୁଣ୍ଡକୁ ହାତ ପାଇନା’ ରୂଢିର ଅର୍ଥ ନିରୂପଣ କର ।
A) କଳନା କରିବା
B) ସୁଖରେ ଚଳିବା
C) ରୋଜଗାରକ୍ଷମ ହେବା
D) ସମର୍ଥ ହେବା
5. ‘ଅନୁରୋଧ କରିବା’ ଅର୍ଥକୁ ବ୍ୟକ୍ତ କରୁଥିବା ରୂଢି ନିରୂପଣ କର ।
A) ହାତକୁ ଦିହାତ
B) ହାତ ଯଶ
C) ହାତ ଧରିବା
D) ହାତ କରିବା
6. ବେଦ ହେଉଛି ପୃଥିବୀର ପ୍ରାଚୀନତମ ଗ୍ରନ୍ଥ – ଏଠାରେ ପ୍ରାଚୀନତମ କି ପ୍ରକାର ବିଶେଷଣ?
A) କ୍ରିୟାଜ ବିଶେଷଣ
B) ବିଧେୟ ବିଶେଷଣ
C) ତୁଳନାତ୍ମକ ବିଶେଷଣ
D) ସଂଖ୍ୟାବାଚକ ବିଶେଷଣ
7. ‘ଅତଥ୍ୟ’ ଶବ୍ଦର ସମୋଚ୍ଚାରିତ ଶବ୍ଦ ବାଛ ।
A) ସନ୍ତାନସନ୍ତତି
B) ରୋଗୀ ଖାଇଥିବା ଖାଦ୍ୟ
C) ବିଷଯୁକ୍ତ ଖାଦ୍ୟ
D) ରୋଗପାଇଁ ଅହିତ କର ଖାଦ୍ୟ
8. ଯୁକ୍ତ ଶବ୍ଦଗୁଡ଼ିକ ମୂଳ ଅର୍ଥ ହରାଇ ଏକ ବିଶେଷ ଅର୍ଥ ପ୍ରକାଶ କଲେ, ସେ ସବୁକୁ କ’ଣ କୁହାଯାଏ?
A) ରୂଢ ଶବ୍ଦ
B) ଯୋଗାରୁଢ ଶବ୍ଦ
C) ମୌଳିକ ଶବ୍ଦ
D) ଯୌଗିକ ଶବ୍ଦ
9. ‘ବାରଣ’ ଅର୍ଥରେ ‘ଉଆଳ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) କଟୁଆଳ
B) ଖେଳୁଆଳ
C) ନଳୁଆଳ
D) ଆଢୁଆଳ
10.ଏ ଉଡ଼ନ୍ତା ଚଢେଇର ପର ଗଣିବା ପିଲା – ଉଡ଼ନ୍ତା କି ପ୍ରକାର ପଦ?
A) କ୍ରିୟା ପଦ
B) କ୍ରିୟା ବିଶେଷଣ
C) କ୍ରିୟାଜ ବିଶେଷଣ
D) କ୍ରିୟା ବିଶେଷଣର ବିଶେଷଣ
Odia Grammar Mcq Expected Question – Part 2
11. ‘ପାବନୀ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ହନୁମାନ
B) ଗଙ୍ଗା
C) ଭୀମସେନ
D) ଶାହୁନୁ
12. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ତାଲବ୍ୟ ଧ୍ଵନି ନୁହେଁ?
A) ଚ
B) କ
C) ଛ
D) ଜ
13. କେଉଁ ଅବ୍ୟୟଟି ଅନେକ ସ୍ଥଳରେ ଶବ୍ଦ ପରେ ବ୍ୟବହୃତ ହୋଇଥାଏ?
A) ଉପକଣ୍ଠ
B) ଅନୁରୂପ
C) ଯଦ୍ୟପି
D) ଆରକ୍ତା
14. ଦୁଇଟି କର୍ମପଦ ଗ୍ରହଣ କରୁଥିବା କ୍ରିୟାକୁ କ’ଣ କୁହାଯାଏ?
A) ଅକର୍ମକ କ୍ରିୟା
B) ସକର୍ମକ କ୍ରିୟା
C) ଦ୍ଵିକର୍ମକ କ୍ରିୟା
D) ମିଶ୍ର କ୍ରିୟା
15. ‘ଆରାଧ୍ୟ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ଅନାରାଧ୍ୟ
B) ଆରାଧନା
C) ଆରାଧକ
D) ଆସ୍ତିକ
Important Odia Grammar MCQ – Part 3 (Expected question)
16. ‘କାଠପୋଲ’ – ପଦଟି କେଉଁ ସମାସ ଯୋଗେ ନିଷ୍ପନ୍ନ ହୋଇଛି?
A) କର୍ମଧାରୟ
B) ଦିଗୁ
C) ବହୁବ୍ରୀହି
D) ଦ୍ଵନ୍ଦ୍ଵ
17. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା?
A) ଆଜାଦ
B) ନାରାଜ
C) କଲମ
D) ବାଗଜ
18. ‘ଲିଆ’ ପ୍ରତ୍ୟୟରେ କାହାର ଆଗମ ହୁଏ?
A) ‘ଇ’ କାର
B) ‘ଆ’ କାର
C) ‘ଉ’ କାର
D) ‘ଐ’ କାର
19. ‘କଳାଳନା ବୁଲିଯିବା’ ରୁଢିର ଅର୍ଥ ନିରୂପଣ କର ।
A) ଅନୁମାନ କରିବା
B) ସର୍ବନାଶ ହେବା
C) ସନ୍ଧ୍ୟା ହେବା
D) ଅଭିନୟ ହେବା
20. ‘ଗାଉ ଗାଉ ହେବା’ ରୁଢିର ଅର୍ଥ ନିରୂପଣ କର ।
A) ବାକ୍ଙ୍କଗୀ ଦେଖାଇବା
B) ଛାରଖାର ହେବା
C) ବିରକ୍ତି ପ୍ରକାଶ କରିବା
D) ପ୍ରକୃତ କାରଣ ନ ଥାଇ କଳି କରିବା
Latest Odia Grammar Mcq – Part 11
Answers |
1. C
2. B
3. A
4. D
5. C
6. C
7. D
8. A
9. D
10. C
11. B
12. B
13. C
14. C
15. C
16. A
17. B
18. B
19. B
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com