Odia Grammar for OPSC ASO (Expected Question)
Odia Grammar For OPSC ASO (Part-12)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Odia Grammar Question for OPSC ASO
Questions |
1. ରୂପ ଦୃଷ୍ଟିରୁ କ୍ରିୟାକୁ ଭାଗରେ ବିଭକ୍ତ କରାଯାଇଛି?
a. 2
b. 4
c. 3
d. 5
2. ମୋହନ କଟକ ଗଲା | ଗଲା – କେଉଁ କ୍ରିୟା?
a. ସମାପିକା
b. ନାମଧାତୁ
c. ଅସମାପିକା
d. ପ୍ରେରଣାର୍ଥକ
Important Odia Grammar MCQ (Expected Question)
3. ନଚାଇବା – କେଉଁ କ୍ରିୟା ସୂଚାଅ |
a. ପ୍ରେରଣାର୍ଥକ
b. ମିଶ୍ର
c. ନାମଧାତୁ
d. ଅମିଶ୍ର
4. ଗୋଡ଼ାଇବା – କେଉଁ କ୍ରିୟା?
a. ନାମଧାତୁ
b. ମିଶ୍ର
c. ସମାପିକା
d. ଅସମାପିକା
5. ଶିକ୍ଷକ ଆମକୁ ପାଠ ପଢ଼ାଉଥିଲେ | ବାକ୍ୟରେ କେଉଁ କ୍ରିୟାର ବ୍ୟବହାର ହୋଇଛି?
a. ସକର୍ମକ
b. ସାହାଯ୍ୟକାରୀ
c. ମିଶ୍ର
d. ଦ୍ବିକର୍ମକ
6. କାର୍ଯ୍ୟ ସମାପ୍ତି ପାଇଁ ଅନ୍ୟ କ୍ରିୟା ଉପରେ ନିର୍ଭର କରାଯାଏ | ତାହାକୁ ________କ୍ରିୟା କୁହାଯାଏ?
a. ସମାପିକା
b. ଅସମାପିକା
c. ମିଶ୍ର
d. ଅମିଶ୍ର
7. ଆଭିମୁଖ୍ୟ ଯୁକ୍ତ କ୍ରିୟାପଦ ସର୍ବଦା ________ ହୋଇଥାଏ?
a. ସରଳ କ୍ରିୟା
b. ଯୌଗିକ କ୍ରିୟା
c. ସହାୟକ କ୍ରିୟା
d. କେଉଁଟି ନୁହେଁ
8. “ପଢୁନଥିବ” କ୍ରିୟାପଦରେ “ନ” ଏକ _________ ?
a.ଅସ୍ତର୍ଥକ ପ୍ରତ୍ୟୟ
b. ନାସ୍ତୀର୍ଥକ ପ୍ରତ୍ୟୟ
c. ଅସ୍ତ୍ୟର୍ଥକ କ୍ରିୟା
d. ନାସ୍ତାର୍ଥକ କ୍ରିୟା
9. ମୁନା ଔଷଧତକ ଖାଇଦେଇଥିବ । ବାକ୍ୟରେ କେଉଁ କ୍ରିୟାର ବ୍ୟବହାର ହୋଇଛି?
a. ମିଶ୍ର
b. ସମାପିକା
c. ଅମିଶ୍ର
d. ଅସମାପିକା
Odia Grammar MCQ for Every Exam – Part 2
10. ଗୋଟିଏ କାର୍ଯ୍ୟର ହେତୁରୁ ବା ଫଳରୁ ଅନ୍ୟ କାର୍ଯ୍ୟ ଘଟିବା ବୁଝାଇଲେ, ହେତୁସୂଚକ କାର୍ଯ୍ୟଠାରେ ________କ୍ରିୟାର ବ୍ୟବହାର ହୁଏ?
a. ସମାପିକା
b. ସକର୍ମକ
c. ଅସମାପିକା
d. ଅକର୍ମକ
11. ଯେ କୌଣସି “ଇ” କାରାନ୍ତ ଅସମାପିକା କ୍ରିୟା ସହିତ “କରି” ଅସମାପିକା କ୍ରିୟାର ବ୍ୟବହାର ହୋଇପାରେ | ବାକ୍ୟଟି –
a. ଠିକ୍ ଅଛି
b. ଭୁଲ
c. କିଛି ମାତ୍ରାରେ ଭୁଲ କିଛି ମାତ୍ରାରେ ଠିକ୍
d. କେଉଁଟି ନୁହେଁ
12. ଛିନ୍ନ ହେବା – କେଉଁ କ୍ରିୟା?
a. ଅକର୍ମକ ମିଶ୍ର କ୍ରିୟା
b. ସକର୍ମକ ମିଶ୍ର କ୍ରିୟା
c. ଅକର୍ମକ ଅମିଶ୍ର କ୍ରିୟା
d. ସକର୍ମକ ଅମିଶ୍ର କ୍ରିୟା
13. ଧାଉଁଛନ୍ତି – କେଉଁ କ୍ରିୟା?
a. ସକର୍ମକ
b. ଅକର୍ମକ
c. ସମାପିକା
d. ଯୌଗିକ
14. କେତେକ ଅକର୍ମକ କ୍ରିୟା ନିଜର କ୍ରିୟା ବାଚକ ବିଶେଷ୍ୟକୁ କର୍ମରୂପେ ଗ୍ରହଣ କରି ହୋଇଥାଏ?
a. ସକର୍ମକ
b. ଅକର୍ମକ
c. ଅସମାପିକା
d. ସମାପିକା
15. ଶୋଇପଡିଲା – କେଉଁ କ୍ରିୟା ସୂଚାଅ?
a. ମିଶ୍ର
b. ପ୍ରେରଣାର୍ଥକ
c. ଦ୍ବିକର୍ମକ
d. ସାହାଯ୍ୟକାରୀ
16. ଚିର୍ ଚିରେଇବା – କେଉଁ କ୍ରିୟା?
a. ନାମଧାତୁ
b. ଶବ୍ଦ
C. ସାହାଯ୍ୟକାରୀ
d. ଧ୍ବନ୍ୟାତ୍ମକ
17. ଅକର୍ମକ କ୍ରିୟା ସ୍ଥଳରେ ସେହି ଧାତୁରୁ ଉତ୍ପନ ବିଶେଷଣ ପଦ ସହିତ ହୋ ଥାତୁର କ୍ରିୟା ଯୋଗ କରାଯାଇ ______ ଗଠିତ?
a. ଅମିଶ୍ର କ୍ରିୟା
b. ମିଶ୍ର କ୍ରିୟା
c. ସକର୍ମକ କ୍ରିୟା
d. ସମାପିକା
18. “ଖ” ଧାତୁରୁ “ଖୁଆ” ______ ଧାତୁ ଗଠିତ?
a. ନାମ
b. ଯୌଗିକ
C. ଏକକ
d. ପ୍ରେରଣାର୍ଥକ
19. ଆମ୍ଭେମାନେ ସାବରମତୀ ଆଶ୍ରମ ଦିଖୁଛୁ । କ୍ରିୟାର କାଳ ନିରୂପଣ କର?
a. ସାଧାରଣ ବର୍ତ୍ତମାନ
b. ଅସମ୍ପନ୍ନ ବର୍ତ୍ତମାନ
c. ସମ୍ପନ୍ନ ବର୍ତ୍ତମାନ
d. କେଉଁଟି ନୁହେଁ
20. ଦରିଆରେ ପାଣି ଲୁଣିଆ ଲାଗେ କ୍ରିୟାର କାଳ ନିରୂପଣ କର?
a. ସାଧାରଣ ବର୍ତ୍ତମାନ
b. ଅସମ୍ପନ୍ନ ବର୍ତ୍ତମାନ
c. ସମ୍ପନ୍ନ ବର୍ତ୍ତମାନ
d. ନିତ୍ୟପ୍ରବୃତ୍ତ ବର୍ତ୍ତମାନ
Latest Odia Grammar Mcq – Part 11
Answers |
1. A
2. A
3. A
4. A
5. D
6. B
7. C
8. B
9. A
10. C
11. A
12. A
13. B
14. A
15. D
16. D
17. B
18. D
19. C
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com