Odia Grammar MCQ | Odia Grammar Question and Answer
Odia Grammar MCQ – Part 1
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Top 20 Odia Grammar MCQ
Questions |
1. ଜ୍ଞାପନ – ଏଥିରେ ଥିବା ଧାତୁଟିର ନାମ କଣ ?
A. ଜ୍ଞାପି
B. ଜ୍ଞାନ
C. କାପ
D. ଜ୍ଞାପ୍ତ
2. ରାଧେୟ ଏହା କେଉଁ ଅର୍ଥକୁ ପ୍ରକାଶ କରେ ?
A. ରାଧାଙ୍କର ସ୍ବାମୀ
B. ରାଧାଙ୍କର ପୁତ୍ର
C. ରାଧାଙ୍କ ସମ୍ବନ୍ଧୀୟ
D. ରାଧାଙ୍କଠାରୁ ନ୍ୟୁନ
3. ଦର୍ଶନୀୟ’ ଶବ୍ଦରେ ବ୍ୟବହୃତ ମୂଳ ଧାତୁଟି କ’ଣ ?
A. ଦୃଶ୍
B. ଦର୍ଶ
C. ଦୁଶ୍
D. ଦୁ
4. ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗକରି ନୂତନ ଶବ୍ଦ ଗଠନ କରାଯାଇଥିବା ଶବ୍ଦକୁ କି ଶବ୍ଦ କହନ୍ତି ?
A. ମୌଳିକ
B. ତଦ୍ଭାବ
C. ବ୍ୟୁତ୍ପନ୍ନ
D. ତସମ
5. ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?
A. ଅ
B .ଅଚ୍ଚ
C. ଅଜଣ’
D. ଅଜଣ + ଆ
6. ପାଠ + ଉଆ = ପାଠୁଆ ।
ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
A. ଅଛି ଅର୍ଥରେ
B.ସଦୃଶ ଅର୍ଥରେ
C. ବୃରି ଅର୍ଥରେ
D. ସମ୍ପର୍କ ଅର୍ଥରେ
7. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?
A. ଭାଗିନେୟ
B. ଦାଢ଼ିଆ
C. ଭୋଜନ
D. ପାଟରା
8. ଦୁର୍ଘଟଣା- ଏହି ଶବ୍ଦରେ ଥିବା ଉପସର୍ଗଟି କିଏ ?
A. ଦୁ
B. ଦୁଃ
C.ଦୂର
D. ଦୂର
9. କେଉଁଟି ପର୍ଭୁଗୀଜ୍ ଶବ୍ଦ ବାଛ ?
A .ଗୀର୍ଜା
B .କରଜ
C .ଗାଲିଚା
D .ଚଷମା
10. ସିଡନ୍ତ ଧାତୁ ସାଧାରଣତଃ କେଉଁ ପଦରୁପେ ବ୍ୟବହୃତ ହୁଏ ?
A . କ୍ରିୟାପଦ
B . ବିଶେଷଣ ପଦ
C .ସର୍ବନାମ ପଦ
D . ବିଶେଷ୍ୟ ପଦ
11. ‘ଇନ୍ଦ୍ର’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?
A . ଇନ୍ଦ୍ରାବତୀ
B .ଇନ୍ଦ୍ରାଣୀ
C .ଇନ୍ଦ୍ରାଣୀ
D .ଐନ୍ଦ୍ରୀ
12. ପାଠ + ଉଆ = ପାଠୁଆ ।
ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
A. ଅଛି ଅର୍ଥରେ
B. ସଦୃଶ ଅର୍ଥରେ
C. ବୃରି ଅର୍ଥରେ
D. ସମ୍ପର୍କ ଅର୍ଥରେ
13. ଶିବାନୀ-ଏଠାରେ କେଉଁ ପ୍ରତ୍ୟୟ ପ୍ରୟୋଗ କରାଯାଇଛି ?
A .ଆନିପ୍
B . ଆନୀପ୍
C .ଆନୀ
D . ନୀ
14. କେଉଁଟି ବ୍ୟୁତ୍ପାଦିତ ପ୍ରକୃତିର ଶବ୍ଦ ?
A . ରାମ
B . ରାମକୁ
C .ଘର
D . ବହି
15. ଓଡିଶାରେ ପ୍ରଚଳିତ ଦେଶଜ ଶବ୍ଦର କେତୋଟି ସ୍ତର ଅଛି ?
A . ଦ୍ବିବିଧ
B . ପଞ୍ଚବିଧ
C . ଚତୁର୍ବିଧ
D . ତ୍ରିବିଧ
16. ‘ଘୋଡା’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ ? ।
A .ଘୋଟକ
B .ଘଟକ
C .ଅଶ୍ଵ
D . ଗର୍ଭଭ
17. କେଉଁଟି ତତ୍ସମ ଶବ୍ଦ ନୁହେଁ ?
A .ପର୍ବତ
B . ସଂସାର
C . ଘିଅ
D . ନଦୀ
18. ଦୀପ’ କହିଲେ କାହାକୁ ବୁଝାଯାଏ?
A . ଆଲୋକ ପ୍ରଦାନ କରୁ ନଥିବା ବସ୍ତୁ
B .ସୁଳବେଷ୍ଟିତ ଜଳଭାଗ
C . ଆଲୋକପ୍ରଦାନ କରୁଥିବା ବସ୍ତୁ
D .ଜଳବେଷ୍ଟିତ ଭୁଖଣ୍ଡ .
19. ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?
A .ମୂଳରୂପ
B .ପ୍ରକୃତି
C . ପ୍ରାକୃତିକ
D .ବ୍ୟାପନ୍ନ ଶବ୍ଦ
20. ‘ଚଷମା’ – ଏହି ଶବ୍ଦଟି କେଉଁ ଭାଷାରୁ ଓଡିଆ ଭାଷାକୁ ଆସିଛି ?
A . ପର୍ତ୍ତୁଗୀଜ
B . ଯାବନିକ
C . ତୁର୍କୀ
D .ପାରସିକ
Answers |
1. B
2. B
3. A
4. D
5. A
6. A
7. C
8. C
9. A
10. B
11. C
12. A
13. C
14. D
15. D
16. A
17. C
18.C
19. D
20.C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com