Odia Grammar MCQ (4) – Expected Question (in Odia)
Odia Grammar MCQ – Part 4
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ କ’ଣ ?
A .ଇଙ୍ଗିତ
B . ଇସାରା
C . ଭାଷା
D . ଚିତ୍ର
2. ନିମ୍ନୋକ୍ତ ମାନଙ୍କୁ ମଧ୍ୟରୁ କିଏ ଏକ ତତ୍ସମ ଶବ୍ଦ ନୁହେଁ ? .
A .ପର୍ବତ
B .ନଈ
C .ଅଙ୍କ
D .ସଂସାର
3. ପ୍ରଯୋଜକ ପଦ ଗଢିବାପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?
A . ସନ୍
B . କୃତ୍
C .ଣିଚ୍
D .ଯଜ୍
4. ଏମାନଙ୍କ ମଧ୍ୟରୁ କିଏ ଏକ ଆଦିବାସୀ ଶବ୍ଦ ଆଟେ ?
A . ଝୁମୁକା
B . ଅଗାଡି
C . ଜିଙ୍କି
D . ଆଣୁ
5. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମଟି କ’ଣ ?
A .ଭାଷା
B .ବାକ୍ୟ
C . ବ୍ୟାକରଣ
D . ବର୍ଣ୍ଣ
6. ଯେଉଁ ଶବ୍ଦକୁ ଭାଗଭାଗ କରିହୁଏ ନାହିଁ ତାକୁ କ’ଣ କହନ୍ତି ?
A . ସରଳ ପ୍ରକୃତିର ଶବ୍ଦ
B .ବ୍ୟୁତ୍ପାଦିତ ଶବ୍ଦ
C .ପଦ
D .ଶବ୍
7. ରାଷାର ସର୍ବନିମ୍ନ ଏକକକୁ କ’ଣ କୁହାଯାଏ ?
A .ପଦ
B . ବାକ୍ୟ
C . ଶବ୍ଦ
D .ବାକ୍ୟାଶ
8. କିୟାପଦର ମୂଳରୂପକୁ କ’ଣ କୁହାଯାଏ ?
A .ଶବ୍ଦ
B .ବର୍ଣ୍ଣ
C . ଧାତୁ
D .ପଦ
9. ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆରେ ଅବିକ୍ ଭାବରେ ବ୍ୟବହୃତ ହୋଇଥିଲେ ତାକୁ କଣ କୁହାଯାଏ ?
A .ତତ୍ସମ
B . ତଭବ
C .ଦେଶକ
D .ବୈଦେଶିକ
Odia Grammar Mcq expected question – part 3
10. ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ମୌଳିକ ଶବ୍ଦ ? –
A . ପାଣିଆ
B .ଗଛ
C .ପ୍ରତାପ
D .ତଳୁଆ
11. କୌଣସିଶବ୍ଦର ପୂର୍ବରୁ ବା ପରେ ଆଉ ଏକ ପ୍ରତ୍ୟୟ ବା ଶବ୍ଦ ଯୋଗ କରି ଯେଉଁ ନୂତନ ଶବ୍ଦ ଗଢାଯାଏ ତାକୁ କ’ଣ କହନ୍ତି ?
A .ମୌଳିକ ଶବ୍ଦ
B .ଯୌଗିକ ଶବ୍ଦ
C. ବ୍ୟୁତ୍ପନ୍ନ ଶବ୍ଦ
D .ଯୋଗ ରୁଢ ଶବ୍ଦ
12. ଓଡିଆ ଭାଷା ଭଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
A . ୫ ଭାଗରେ
B .୨ ଭାଗରେ
C .୩ ଭାଗରେ
D .୪ ଭାଗରେ
13. ନିମ୍ନଲିଖୁତ ଶବ୍ଦମାନଙ୍କ ଭିତରୁ କେଉଁଟି ଦେଶଜ ?
A . ନଗର
B .ନଅର
C .ଅଫିସ୍
D . ଭାତ
14. ଖଜଣା’ – ଶବ୍ଦଟି କେଉଁ ବିଦେଶୀ ଶବ୍ଦରୁ ଆସିଅଛି ?
A .ପର୍ତ୍ତୁଗୀଜ
B .ପାରସିକ
C . ଯାବନିକ
D . ତୁର୍କୀ
15. ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ଶବ୍ଦ ନୁହେଁ ?
A .ବହି
B .ଆକାଶ
C .ରହଡ
D .ସାଗର
16. କ୍ରିୟାର ମୂଳପିଣ୍ଡକୁ କ’ଣ କହନ୍ତି ?
A .କ୍ରିୟା
B . କାଳ
C . ଧାତୁ
17. ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ଯାବନିକ ଶବ୍ଦ ?
A .କୁଲି
B . ଖଜଣା
C . ଗାଲିଚା
D . ଆଇନା
18. କୁଲେଇ କେଉଁ ଅର୍ଥକୁ ପ୍ରକାଶ କରେ ?
A . କୁଲା
B . କୁଲାଠାରୁ କ୍ଷୁଦ୍ର
C . କୁଲାଠାରୁ ବଡ଼
D . କୁରା ସହିତ ସମାନ
19. ଓଡ଼ିଆ ଭାଷାରେ ଅପ୍ରାଣୀବାଚକ ବିଶେଷ୍ୟଗୁଡିକୁ କେଉଁ ଲିଙ୍ଗଭାବେ ଗ୍ରହଣ କରାଯାଏ ?
A .ଫୁଲିଙ୍ଗ
B .ଭଭୟଲିଙ୍ଗ
C . ଶ୍ରୀଲିଙ୍ଗ
D .କ୍ୟୁବଲିଙ୍ଗ
20. ‘ଉଲୀ’ ପ୍ରତ୍ୟୟ ଯୁକତ ହୋଇ ଗଠିତ ହୋଇଥିବା ସ୍ତ୍ରୀଲିଙ୍ଗ ଶବ୍ଦଟି ବାଛି ଲେଖ ।
A . ହୁଲୀ
B . ମାତୁଳୀ
C .ଚଗଲୀ
D .ବଗୁଲୀ
Answers |
1. C
2. B
3. C
4. D
5. A
6. A
7. C
8. C
9. A
10. B
11. D
12. D
13. D
14. B
15. C
16. C
17. D
18. B
19. C
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com