Odia Grammar MCQ (6) – Expected Question (in Odia)
Odia Grammar MCQ – Part 6
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. “ଟିକେଟ’ ଗୋଟିଏ କି ଶବ୍ଦ ?
A .ପର୍ତ୍ତୁଗୀଜ
B . ତୁର୍କୀ
C .ପାରସିକ
D . ଇଂରାଜୀ
2. ତତ୍ସମ ଶବ୍ଦରେ ଥିବା ତତ୍ ଶବ୍ଦ କେଉଁଥି ପାଇଁ ବ୍ୟବହୃତ ?
A . ଓଡ଼ିଆ ଭାଷା
B .ଇଂରାଜୀ ଭାଷା,
C . ସଂସ୍କୃତ ଭାଷା
D .ହିନ୍ଦୀ ଭାଷା
3. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ରୂପରେ ପରିବର୍ଭନ ହୋଇ ଆମ ଭାଷାରେ ଚଳୁଛି ସେଗୁଡ଼ିକୁ କ’ଣ କୁହାଯାଏ ?
A . ତତ୍ସମ
B . ତଭବ
C . ଦେଶଜ
D .ବୈଦେଶିକ
4. ପ୍ରକୃତି ସହିତ —- ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ ।
A . ସନ୍ଧି
B .ଧାତୁ
C .ପ୍ରତ୍ୟୟ
D .ଉପସର୍ଗ
5. ନିମ୍ନୋକ୍ତ ମଧ୍ୟରୁ କାହାର ଅର୍ଥ ‘ ଭୋଜନ’ ଅଟେ ?
A .ଅସନ
B .ଅଷନ
C .ଅଶନ
D . ଆସନ
6. ସରଳ ପ୍ରକୃତି ର ଶବ୍ଦକୁ କିପରି ବୃତ୍ପାଦିତ ଶବ୍ଦ କରାଯାଏ ?
A . ଶବ୍ଦକୁ ଭାଗଭାଗ କରି
B . ଶବ୍ଦକୁ ଭାଗଭାଗ ନକରି
C . ଶବ୍ଦରେ କିଛି ଯୋଗ ନକରି
D .ଶବ୍ଦରେ ବିଭକ୍ତି ଯୋଗ କରି
7. ‘ପାଠିତ’ – ପଦଟିର ବିଶେଷ୍ୟ ପଦଟି ବାଛି ?
A .ପIଠନ
B . ପତ
C .ପାଠ୍ୟ
D .ପାଠ
8. ଯେଉଁଥିରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପରେ, ତାହାକୁ କ’ଣ କହନ୍ତି ?
A .ବଚନ
B . ପୁରୁଷ
C .କାରକ
D .ବିଭକ୍ତି
9. ଧାତୁ ପରେ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
A. କୃତ୍ର ପ୍ରତ୍ୟୟ
B . ତଦ୍ଧିତ ପ୍ରତ୍ୟୟ
C .ଶକ ବିରକ୍ତି
D . କ୍ରିୟା ବିଭକ୍ତି
Odia Grammar Mcq Expected Question – Part 2
10. ଖଟ + ଇଆ = ଖଟିଆ
ଏଥିରେ ଇଆ ପ୍ରତ୍ୟୟଟି କେଉଁ ଅର୍ଥରେ ହୋଇଛି ?
A . ତିଆରି ଅର୍ଥରେ
B . ଛୋଟ ଅର୍ଥରେ
C .ସମ୍ବନ୍ଧ ଅର୍ଥରେ
D .ଅତିଶୟ ଅର୍ଥରେ
11. ‘ଘିଅ’ କେଉଁ ସଂସ୍କୃତ ଶବ୍ଦରୁ ଆସିଅଛି ?
A .ଘି
B .ପ୍ରିତ
C .ଗୃତ
D . ଘୃତ
12. ଯେଉଁ ଶବ୍ଦଗୁଡ଼ିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡ଼ିକୁ କଣ କହନ୍ତି ?
A .ତତ୍ସମ
B . ତଭବ
C .ଦେଶଜ
D .ବୈଦେଶିକ
13. . କ୍ରିୟାପଦର ମୂଳରୁପକୁ କ’ଣ କହନ୍ତି ?
A . ଧାତୁ
B . କ୍ରିୟା
C .ମୌଳିକ
D . ସମାପିକା କ୍ରିୟା
14. ଜ୍ଞାନୀର ବିପରୀତାର୍ଥବୋଧକ ଶବ୍ଦଟି କ’ଣ ?
A .ସୁଜ୍ଞାନ
B . ଅଜ୍ଞାନୀ
C . ବିଜ୍ଞାନୀ
D .ଅଜ୍ଞାନ
Importata Odia Grammar MCQ – Part 3 (Expected question)
15. ଫୁଲିଙ୍ଗକୁ ଶ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥଳରେ କ’ଣ ଯୁକ୍ତ ହୋଇଥାଏ ?
A . ପ୍ରତ୍ୟୟ
B . ପ୍ରତ୍ୟୟ
C .ପ୍ରତ୍ୟେୟ
D .ପୁତୟ
16. ରକ୍ଷିତ- ଏଥିରେ ଥିବା ଧାତୁଟିର ନାମ କ’ଣ ?
A . ର
B . ରକ୍ଷା
C. ରକ୍ଷି
D . କ୍ଷିତ୍
17. ଦ୍ବିରୁକ୍ତି ଶବ୍ଦଟିକୁ ବାଛି ଲେଖ ।
A .କାନେକାନେ
B . ଲଗାଲଗି
C .ହଣାହଣି
D .ପିଟାପିଟି
18. ପିପଷା – ଶବ୍ଦଟିର ଅର୍ଥ କ’ଣ ?
A .ପଢାଇବାର ଇଚ୍ଛା
B . ପଢିବାର ଇଚ୍ଛା
C . ପଠାଇବାର ଇଚ୍ଛା
D .ପୋଡିବାର ଇଚ୍ଛା
19. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ କ’ଣ ?
A .ପଦ
B .ବଚନ
C .ଭାଷା
D . ବାକ୍ୟ
20. ଦୁଃପାଦିତ ଶବ୍ଦ ନୁହେଁ । ‘
A . ବୀଣା
B . ଦେଶର
C . ବ୍ୟାକରଣ
D . ପରୀକ୍ଷା
Latest Odia Grammar Mcq – Part 5
Answers |
1. D
2. C
3. B
4. A
5. C
6. D
7. A
8. A
9. A
10. B
11. D
12. C
13. A
14. D
15. A
16. B
17. A
18. B
19. C
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com