Odia Grammar MCQ (7) – Expected Question (in Odia)
Odia Grammar MCQ – Part 7
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ଅର୍ଥବା ଅର୍ଥ ନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ଧଶବ୍ଦଟି ଲେଖ
A .ବାସନକୁସନ
B .ଶୁଣାଶୁଣି
C .ଭଲମନ୍ଦ
D . ବନ୍ଧୁବାନ୍ଧବ
2. ‘ସୁଲଭ’ ଶବ୍ଦଟିର ବିପରୀତାର୍ଥବୋଧକ ଶବ୍ଦଟି ବାଛି ଲେଖ ।
A .ନିର୍ଲଭ
B . ନିର୍ଲୋଭ
C .ଦୁର୍ଲଭ
D .ଦୁର୍ଲଭ
3. ଧାତୁ ସହିତ କ’ଣ ଯୋଗକଲେ ଶବ୍ଦ ଗଠନ କରାଯାଏ ?
A .ପ୍ରତ୍ୟୟ
B . ଅନ୍ୟଧାତୁ
C .ଅନ୍ୟଶବ୍ଦ
D . କେଉଁଟି ନୁହେଁ
4. ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇ ଓଡିଆ ଭାଷାରେ ବ୍ୟବହୃତ . ହେଉଥୁବା ଶବ୍ଦଗଡିକୁ କି ଶବ୍ଦ କୁହାଯାଏ ?
A .ତସମ
B .ପାରସିକ
C .ତଭାବ
D . ବୈଦେଶିକ
5. ଶୁଣିବାର ଇଚ୍ଛା – ଏକପଦରେ କ’ଣ ହେବ ?
A . ଶୁଶ୍ରୁଷା
B .ଶ୍ରବଣେଚ୍ଛା
C .ଶୁଶ୍ରୁଷା
D . ଶ୍ରାବଣେଚ୍ଛା
6. ଉପସର୍ଗ ସଂଖ୍ୟା କେତୋଟି?
A .୨୦ଟି
B .୩୪ଟି
C .୫ଟି
D .୧୫ଟି
7. ସଂସ୍କୃତ ଭାଷାର ଯେଉଁ କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳରୂପେ ଓଡିଆ ଭାଷାରେ ପ୍ରଚଳିତ ହୋଇ ଆସୁଛନ୍ତି, ସେଗୁଡିକୁ କି ଶବ୍ଦ କହନ୍ତି ?
A .ବୈଦେଶିକ
B . ଦେଶଜ
C .ତଦ୍ଭବ
D . ତତ୍ସମ
8. . ଶବ୍ଦକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?
A . ଦୁଇ
B . ତିନି
C . ଚାରି
D .ପାଞ୍ଚ
9. ସମାର୍ଥକ ଦୁଇପଦର ସଂଯୋଗରେ ଗଠିତ ଯୁଗ୍ଧ ଶବ୍ଦଟି ଲେଖ ।
A .ସତମିଛ
B . ବିକ୍ରିବଟା
C .ହଣାହଣି
D . ଧନରତ୍ନ
Odia Grammar Mcq Expected Question – Part 2
10. କେଉଁଟି ଶବ୍ଦ ନୁହେଁ?
A .ଚଷମା
B .ମରଟ
C . ମକର
D . କରତ
11. ‘ଅଡା’ କେଉଁ ଭାଷାର ଆଟେ?
A . ଆଦିବାସୀ
B .ତୁର୍କୀ
C .ଦ୍ରାବିଡ
D .ଯାବନିକ
12. କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନରେ ଗଠିତ ଯୁଗ୍ଧଶବ୍ଦଟି ବାଛି ।
A .ପଢ଼ାପଢ଼ି
B .ଗୋରୁଗାଈ
C . ପେଟପାଟଣା
D . ସୁଖଦୁଃଖ
13. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମଟି କ’ଣ ?
A . ବର୍ଣ୍ଣ
B . ଭାଷା
C . ବ୍ୟାକରଣ
D .ବାକ୍ୟ
14. ଗଠନ ଦୃଷ୍ଟିରୁ ଶବ୍ଦ ଭଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
A .ଚାରିଭାଗରେ
B .ଦୁଇଭାଗରେ
C . ପାଞ୍ଚଭାଗରେ
D .ତିନିଭାଗରେ
Importata Odia Grammar MCQ – Part 3 (Expected question)
15. ଜନକ’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?
A . ଜନନୀ
B .ଜୀନକୀ
C .ଜାନକୀ
D .ଜାନକିନୀ
16. ପ୍ରତ୍ୟୟଯୁକ୍ତ ଶବ୍ଦକୁ କ’ଣ କହନ୍ତି ?
A .ଶବ୍ଦ
B . ପଦ
C . ବ୍ୟୁତ୍ପାଦିତ ଶବ୍ଦ
D .ସରଳ ଶବ୍ଦ
17. ଶବ୍ଦ ସହିତ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
A .କୃତ୍ର ପ୍ରତ୍ୟୟ
B . ଉପସର୍ଗ
C .ତଦ୍ଧିତ ପ୍ରତ୍ୟୟ –
D .ପ୍ରତ୍ୟୟ
18. ଗମନ କରିବାର ଇଚ୍ଛା’ – ଏକ ପଦରେ ପ୍ରକାଶ କଲେ କଣ ହେବ ?
A . ଜିଜ୍ଞାସା
B .କିଗୀଷା
C . ଗମନିଷା
D . ଜିଗମିଷ
19. ପ୍ରତ୍ୟୟର ସ୍ଥାନ ଧାତ୍ମର କେଉଁଠାରେ ରହେ ନାହିଁ ?
A .ଧାତୁର ପୂର୍ବରୁ
B .ଧାତୁର ପରେ
C .ଧାତୁର ପୂର୍ବରୁ ଓ ପରେ ।
D .ଧାତୁର ଉପରେ
20. ଶିବ + = ଶୈବ । ଏଠାରେ “ଅ” କେଉଁ ଅର୍ଥରେ ପ୍ରତ୍ୟୟ ହୋଇଛି ?
A . ଭାବ ଅର୍ଥରେ
B .ଅପତ୍ୟ ଅର୍ଥରେ
C .ଜାତ ଅର୍ଥରେ
D . ଭକ୍ତ ଅର୍ଥରେ
Latest Odia Grammar Mcq – Part 6
Answers |
1. A
2. D
3. A
4. C
5. A
6. A
7. D
8. C
9. D
10. B
11. C
12. A
13. B
14. A
15. A
16. C
17. C
18. D
19. D
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com