Odia Grammar MCQ (8) – Expected Question (in Odia)
Odia Grammar MCQ – Part 8
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. କେଉଁଟି ମୌଳିକ ଶବ୍ଦ?
A . ଘର
B .ଘରୋଇ
C .ଘରୁଆ
D .ଘରଣୀ
2. . ‘ନଈ’ ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଛି ?
A . ନଦୀ
B . ନଦ
C .ସରିତ
D . ତଟିନୀ
3. କେଉଁଟି ସରଳ ପ୍ରକୃତିର ଶବ୍ଦ ?
A . ଘର
B .ଘରକୁ
C . ଘରଠାରୁ
D .ଘରେ
4. ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ପ୍ରତ୍ୟୟ ବା ଶବ୍ଦ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାକୁ କି ଶବ୍ଦ କହନ୍ତି ?
A .ଯୌଗିକ ଶବ୍ଦ
B . ବ୍ୟାପନ୍ନଶବ୍ଦ
C . ମୌଳିକ
D . ଦେଶଜ ଶବ୍ଦ
5. ସଂସ୍କୃତ ଭାଷାର ଶବ୍ଦ ଅବିକଳ ରୂପେ ଓଡିଆ ଭାଷାରେ ବ୍ୟବହୃତ ହେଲେ ତାକୁ କି ଶବ୍ଦ କୁହାଯାଏ ?
A . ତଦ୍ଭବ
B . ବୈଦେଶିକ
C .ତସମ
D . ଦେଶଜ
6. ଏକ ବା ଏକାଧୁକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ, ତାକୁ କଣ କହନ୍ତି ?
A . ଲିପି
B .ଧ୍ବନି
C . ଶବ୍ଦ
D .ବର୍ଣ୍ଣ
7. ଇଛା ଅର୍ଥରେ ଧାତୁ ପରେ କେଉଁ ପ୍ରତ୍ୟୟ ହୁଏ ?
A .ସନ୍
B .ଯଡ
C . ଶିର୍
D . ଆନୀ
8. ଆରିସା’ କି ପ୍ରକାଶ ଶବ୍ଦ ?
A .ତାତ୍ସମା
B .ତଦ୍ଭବ
C .ବୈଦେଶିକ
D . ଦେଶଜ
9. କେଉଁଟି ତଦ୍ଧିତ?
A .ଜାନ
B .ବିଜ୍ଞାନ
C . ଅଜ୍ଞାନ
D . ବୈଜ୍ଞାନିକ
Odia Grammar Mcq Expected Question – Part 2
10. କେଉଁଟି ଯନ୍ତ ଶବ୍ଦ?
A . ଦେବୀପ୍ୟମାନ
B . ବିଜ୍ଞାନ
C . ଶକ୍ତିମାନ
D .ବୈଜ୍ଞାନିକ
11. ଧାତୁର ପରେ ଯୋଗ ହୋଇଥିବା ପ୍ରତ୍ୟାୟକୁ କ’ଣ କହନ୍ତି ?
A . ପର ପ୍ରତ୍ୟୟ
B . ପୂର୍ବ ପ୍ରତ୍ୟୟ
C . ପୁର୍ବ ଓ ପର ଢଭୟ ପ୍ରତ୍ୟୟ
D . ବିଭକ୍ତି
12. କେଉଁଟି ବିଶେଷଣ ପଦ?
A . କ୍ଷାଳନ
B . କ୍ଷାଳିତ
C .କ୍ଷାଳ
D . କ୍ଷାଳି
13. ପୂର୍ଣ୍ଣ- ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
A . ପୁର + ତ
B . ପୂର + ତ
C .ପୂର + ତ
D . ପୁର +ଣ
14. ଧାତୁ ପୂର୍ବରୁ ଉପସର୍ଗ ଲାଗିଲେ ଧାତୁ ଉପରେ କି ପ୍ରଭାବ ପଡ଼େ ?
A . ଅର୍ଥର ପରିବର୍ତ୍ତନ
B . ଭାବର ପରିବର୍ତ୍ତନ
C . ରୁପର ପରିବର୍ଭନ
D . ଆକୃତିର ପରିବର୍ଭନ
Importata Odia Grammar MCQ – Part 3 (Expected question)
15. କେଉଁଟି ଓଡ଼ିଆ ଭାଷାରେ ବ୍ୟବହୃତ ଉପସର୍ଗ ? .
(A) ସମ୍
(B) ଆବି
(C) ସୁ
(D) ଅଣ
16. ଧାତୁ ପରେ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
(A) କୃତ୍ର ପ୍ରତ୍ୟୟ
(B) ତଦ୍ଧିତ ପ୍ରତ୍ୟୟ
(C) ଶକ ବିରକ୍ତି
(D) କ୍ରିୟା ବିଭକ୍ତି
17. ଶବ୍ଦ ସହିତ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
(A) କୃତ୍ର ପ୍ରତ୍ୟୟ
(B) ଉପସର୍ଗ
(C) ତଦ୍ଧିତ ପ୍ରତ୍ୟୟ
(D) ପ୍ରତ୍ୟୟ
18. ରକ୍ଷିତ- ଏଥିରେ ଥିବା ଧାତୁଟିର ନାମ କ’ଣ ?
(A) ର
(B) ରକ୍ଷା
(C) ରକ୍ଷି
(D) କ୍ଷିତ୍
19. ପକ୍- ଏହାର ପ୍ରକୃତି ପ୍ରତ୍ୟୟ କଲେ କ’ଣ ହେବ ?
(A) ପକ୍ + ୱା
(B) ପ + କୁ
(C) ପଚ୍ + କୁ
(D) ପଚ୍ + ତ
20. ଗୁଢ଼ ଶବ୍ଦର ପ୍ରକୃତ ପ୍ରତ୍ୟୟ କ’ଣ ହେବ ?
(A) ଗୁଢ଼ + ଅ
(B) ଗୁହ + ଢ଼
(C) ଗୁହୁ + ତ
(D) ଗୁହୂ + ତ
Latest Odia Grammar Mcq – Part 7
Answers |
1. A
2. A
3. A
4. B
5. C
6. C
7. A
8. D
9. D
10. A
11. A
12. B
13. A
14. A
15. D
16. A
17. C
18. B
19. D
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com