Odia Grammar MCQ For ASO [March 2022]
Odia Grammar MCQ For ASO (Part 13)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ଧଉଳୀ ଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା | କ୍ରିୟାଟିର କାଳ ନିରୂପଣ କର?
a. ସାଧାରଣ ଅତୀତ
b. ଅସମ୍ପନ୍ନ ଅତୀତ
c. ସମ୍ପନ୍ନ ଅତୀତ
d. ନିତ୍ୟପ୍ରବୃତ୍ତ ଅତୀତ
2. ତୁମ୍ଭେମାନେ କପିଳାସ ଯାଉଥବ । କ୍ରିୟାଟିର କାଳ ନିରୂପଣ କର?
a. ସାଧାରଣ ଭବିଷ୍ୟତ
b. ଅସମ୍ପନ୍ନ ଭବିଷ୍ୟତ
c. ସମ୍ପନ୍ନ ଭବିଷ୍ୟତ
d. କେଉଁଟି ବି ନୁହେଁ
3. ବିଲୁଆ ଭୁକିବ | କ୍ରିୟାଟିର କାଳ ନିରୂପଣ କର?
a. ସାଧାରଣ ଭବିଷ୍ୟତ
b. ଅସମ୍ପନ୍ନ ଭବିଷ୍ୟତ
c. ସମ୍ପନ୍ନ ଭବିଷ୍ୟତ
d. କେଉଁଟି ବି ନୁହେଁ
4. ସେ ଢେଙ୍କାନାଳରେ ପହଞ୍ଚିଥିବ | କ୍ରିୟାଟିର କାଳ ନିରୂପଣ କର?
a. ପ୍ରାଗ୍ ଭବିଷ୍ୟତ
b. ସମ୍ପନ୍ନ ଭବିଷ୍ୟତ
c. ସାଧାରଣ ଭବିଷ୍ୟତ
d. ଅସମ୍ପନ୍ନ ଭବିଷ୍ୟତ
5. ପ୍ରତିଦିନ ସୂର୍ଯ୍ୟ ଉଏଁ | କ୍ରିୟାର କାଳ ନିରୂପଣ କର?
a. ସମ୍ପନ୍ନ ବର୍ତ୍ତମାନ
b. ସମ୍ପନ୍ନ ଅତୀତ
c. ସାଧାରଣ ବର୍ତ୍ତମାନ
d. କେଉଁଟି ନୁହେଁ
6. ମହେନ୍ଦ୍ର କାହାଣୀଟି ପଢିଥିଲା | କ୍ରିୟାର କାଳ ନିରୂପଣ କର?
a. ସମ୍ପନ୍ନ ବର୍ତ୍ତମାନ
b. ସମ୍ପନ୍ନ ଅତୀତ
ସାଧାରଣ ବର୍ତ୍ତମାନ
d. କେଉଁଟି ନୁହେଁ
7. ଅସୁସ୍ଥ ବ୍ୟକ୍ତଟି ଦୁର୍ବଳତା ହେତୁ ଥରୁଥିଲା | କ୍ରିୟାଟିର କାଳ ନିରୂପଣ କର?
a. ସମ୍ପନ୍ନ ବର୍ତ୍ତମାନ
b. ଅସମ୍ପନ୍ନ ଅତୀତ
C. ସାଧାରଣ ବର୍ତ୍ତମାନ
d. କେଉଁଟି ନୁହେଁ
8. ପଢିଲି, କ୍ରିୟାପଦର ପୁରୁଷ ଓ ବଚନ ନିର୍ଣ୍ଣୟ କର?
a. ପ୍ରଥମ ପୁରୁଷ ଏକ ବଚନ
b. ପ୍ରଥମ ପୁରୁଷ ବହୁ ବଚନ
c. ତୃତୀୟ ପୁରୁଷ ଏକବଚନ
d. ତୃତୀୟ ପୁରୁଷ ବହୁବଚନ
9. ପଢିଲୁ – କେଉଁ କାଳର ଉଦାହରଣ?
a. ସାଧାରଣ ଅତୀତ କାଳ
b. ଅସମ୍ପନ୍ନ ଅତୀତ କାଳ
c. ସାଧାରଣ ବର୍ତ୍ତମାନ କାଳ
d. ସମ୍ପନ୍ନ ଭବିଷ୍ୟତ କାଳ
Odia Grammar Mcq Expected Question – Part 2
10. ଭବିଷ୍ୟତରେ କୌଣସି କାର୍ଯ୍ୟ ଘଟିବା ପୂର୍ବରୁ ଅନ୍ୟ କୌଣସି କାର୍ଯ୍ୟ ଘଟିସାରିଥିବା ଜଣାଯାଉଥିଲେ, ସେଠାରେ ହୁଏ?
a. ପ୍ରାଗ୍ ଭବିଷ୍ୟତ କାଳ
b. ଅସମ୍ପନ୍ନ ଅତୀତ କାଳ
c. ସାଧାରଣ ବର୍ତ୍ତମାନ କାଳ
d. ଅସମ୍ପନ୍ନ ଭବିଷ୍ୟତ କାଳ
11. ଭବିଷ୍ୟତରେ ଅନୁମାନ, ସ୍ଥଳରେ ବିଚାର କରାଗଲେ, ସେଠାରେ ________ ହୋଇଥାଏ?
a. ଆନୁମାନିକ ଭବିଷ୍ୟତ କାଳ
b. ଅନୁମାନିକ ଭବିଷ୍ୟତ କାଳ
c. ସମ୍ଭାବ୍ୟ ଭବିଷ୍ୟତ କାଳ
d. ବିଶୁଦ୍ଧ ଭବିଷ୍ୟତ କାଳ
12. ଉଦୟ – ବିପରୀତ ଶବ୍ଦ ଲେଖ?
a. ଅସ୍ତ
b. ପଶ୍ଚାତ
C. ବଦୟ
d. କୌଣସି ନୁହେଁ
13. ଉକ୍ତ – ବିପରୀତ ଶବ୍ଦ ଲେଖ?
a. ଅନୁକ୍ତ
b. ବ୍ୟକ୍ତ
c. ସ୍ୟକ୍ତ
d. ବକ୍ତ
14. ଅଶନ – ବିପରୀତ ଶବ୍ଦ ଲେଖ?
a. ଏସନ
b, ଅନଶନ
c. ନିଶନ
d. କୌଣସି ନୁହେଁ
Important Odia Grammar MCQ – Part 3 (Expected question)
15. ଆସକ୍ତି – ବିପରୀତ ଶବ୍ଦ ଲେଖି?
a. ନିରାସଭି
b. ନିରାସକ୍ତ
c. ନୀରାଶକ୍ତ
d. କେଉଁଟି ନୁହେଁ
16. ଋଣୀ – ବିପରୀତ ଶବ୍ଦ ଲେଖ?
a. ଅଋଣୀ
b. ଅନୃଣୀ
c. ସଋଣୀ
d. କୌଣସି ନୁହେଁ
17. ଉଚିତ – ବିପରୀତ ଶବ୍ଦ ଲେଖ?
a. ଅନୁଚିତ
b. କୁଚିତ
c. ଉପଚିତ
d. କେଉଁଟି ନୁହେଁ
18. ଆସ୍ଥା – ବିପରୀତ ଶବ୍ଦ ଲେଖ?
a. ସସ୍ଥା
b. ଅନାସ୍ଥା
c. ନିଆସ୍ଥା
d. ଅନିସ୍ଥା
19. କ୍ରେତା – ବିପରୀତ ଶବ୍ଦ ଲେଖି?
a. ଅକ୍ରେତା
b. ବିକ୍ରେତା
c. ସକ୍ରେତା
d. କେଉଁଟି ନୁହେଁ
20. ଚିନ୍ତା – ବିପରୀତ ଶବ୍ଦ ଲେଖ?
a. ସୁଚିନ୍ତା
b. ଅଚିନ୍ତା
c. କୁଚିନ୍ତା
d. ଦୁଶ୍ଚିନ୍ତା
Latest Odia Grammar Mcq – Part 11
Answers |
1. C
2. B
3. A
4. B
5. C
6. B
7. B
8. A
9. A
10. A
11. A
12. A
13. A
14. B
15. B
16. B
17. A
18. A
19. B
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com