Expected Odia Grammar MCQ for ASO Exam
Odia Grammar MCQ for ASO Exam (Part 23)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question (OSSTET)
Questions |
1. ପଦ ଦୃଷ୍ଟିରୁ କେଉଁ ଗୋଟିକ ଭିନ୍ନ ଜାତୀୟ ?
(A) ତୁମେ
(B) ଏବଂ
(C) ସେମାନେ
(D) ମୁଁ
2. କେଉଁଟି ବିଶେଷଣ ପ୍ରଦ ?
(A) ପରମ
(B) ଧରମ
(C) କରମ
(D) ସରମ
3. କେଉଁଟି ବିଶେଷଣ ପଦ ନୁହେଁ ?
(A) ଉରମ
(B) ସନ୍ତୋଷ
(C) ପରମାର୍ଥୀ
(D) ଶୁରଙ୍କର
4. ସେ ଅତ୍ୟନ୍ତ ଚତୁରତାର ସହିତ କାର୍ଯ୍ୟ ସଂପାଦନ କଲେ । ଏହି ବାକ୍ୟରେ କେତୋଟି ବିଶେଷ୍ୟ ପଦ ଅଛି ?
(A) ଏକ
(B) ଦୁଇ
(C) ତିନି
(D) ଚାରି
5. ତାଙ୍କ ବିନା ମୁଁ ଏହା କରିପାରିବି ନାହିଁ । – ଏହି ବାକ୍ୟରେ‘ବିନା’ କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) ଅବ୍ୟୟ
(D) ସର୍ବନାମ
6. ଶୋଇଲା ପୁଅର ଭାଗ ନାହିଁ । ଏହି ବାକ୍ୟରେ ଶୋଇଲା କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) କ୍ରିୟା
(D) ଅବ୍ୟୟ
7. ନିମ୍ନୋକ୍ତ ମଧ୍ୟରୁ ଭିନ୍ନ ଜାତୀୟ ଶବ୍ଦଟି ବାଛି ।
(A) ନଦୀ
(B) କୂଅ
(C) ପୁଷ୍କରିଣୀ’
(D) ସାଗର
8. ଭିନ୍ନ ଜାତୀୟ ଶବ୍ଦଟିକୁ ବାଛି ।
(A) ସୁନା
(B) ରୂପା
(C) ଗଙ୍ଗା
(D) ମାଟି
9. ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ।
(A) ପାହାଡ଼
(B) ପର୍ବତ
(C) ମେଘାସନ
(D) ଅଟବୀ
10. ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ ।
(A) ପଣ୍ଡିତ
(B) ପାଣ୍ଡିତ୍ୟ
(C) ଧୈର୍ଯ୍ୟ
(D) ଦୟା
Odia Grammar Mcq Expected Question – Part 2
11. ଭିନ୍ନ ଜାତୀୟ ଶବ୍ଦଟି ବାଛ ।
(A) ଆସନ
(B) ଭୋଜନ
(C) ପ୍ରକ୍ଷାଳନ
(D) ଶୟନ
12. ଭିନ୍ନ ଜାତୀୟ ଶବ୍ଦଟି ବାଛ।
(A) ଗଙ୍ଗା
(B) ହିମାଳୟ
(C) ପର୍ବତ
(D) ଆଗତ
13. ନିମ୍ନରେ କେତୋଟି ବିଶେଷ୍ୟ ପଦ ଅଛି ?
ପ୍ରସନ୍ନ, ଭୋଜନ, ଗମନ, ମିଛୁଆ, ନଦୀ
(A) ଗୋଟିଏ
(B) ୪ଟି
(C) ୩ଟି
(D) ୨ଟି
14. ନିମ୍ନ ବାଜ୍ୟରୁ ବିଶେଷ୍ୟ ପଦଟି ଚିହ୍ନାଅ । ଦଶଟି ପାଚିଲା ଆମ୍ବ ଥିଲା ।
(A) ଦଶଟି
(B) ପାଚିଲା
(C) ଆମ
(D) ଥିଲା
15. ନିମ୍ନରୁ କେଉଁଟି ବିଶେଷ୍ୟ ପଦ ନୁହେଁ ?
(A) ମୁଣ୍ଡ
(B) ତୁଣ୍ଡ
(C) ରୁଣ୍ଡ
(D) କାଣ୍ଡ
Important Odia Grammar MCQ – Part 3 (Expected question)
16. ନିମ୍ନରୁ କେଉଁଟି ବିଶେଷ୍ୟ ପଦ ନୁହେଁ ? ;
(A) ମହତ୍ତ୍ବ
(B) ନେତୃତ୍ବ
(C) ସାଧୁତା
(D) ସତ୍ୟବାଦୀ
17. କାବେରୀ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା କହନ୍ତି । ଏଠାରେ ଗଙ୍ଗା କେଉଁ ଜାତୀୟ ବିଶେଷ୍ୟ ପଦ ?
(A) ବ୍ୟକ୍ତିବାଚକ
(B) ଜାତିବାଚକ
(C) ବସ୍ତୁବାଚକ
(D) ସଂଜ୍ଞାବାଚକ
18. ମାଟିନ୍ ଲୁଥର ଥିଲେ ଆମେରିକାର ଗାନ୍ଧି । ଏଠାରେ ଗାନ୍ଧି କେଉଁ ଜାତୀୟ ବିଶେଷ୍ୟ ପଦ ?
(A) ଜାତିବାଚକ
(B) ବସ୍ତୁବାଚକ
(C) ଗୁଣବାଚକ
(D) ବ୍ୟକ୍ତିବାଚକ
19. ତାଙ୍କର ————— ଦେଖ୍ ମୁଁ ଖୁସି ହେଲି ।ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(A) ସରଳିଆ
(B) ସାରଲ୍ୟତା
(C) ସରଳୀ
(D) ସରଳତା
20. ବିଶେଷ୍ୟ ପଦ ଆଗେ ରହି ବିଶେଷଣ ପଦ ପଛରେ ରହିଲେ କେଉଁ ବିଶେଷଣ ହୁଏ ?
(A) ବିଶେଷ୍ୟର ବିଶେଷଣ
(B) ବିଶେଷଣର ବିଶେଷଣ
(C) ବିଧେୟ ବିଶେଷଣ
(D) ସର୍ବନାମର ବିଶେଷଣ.
Latest Odia Grammar Mcq – Part 11
Answers |
1. B
2. A
3. B
4. B
5. C
6. B
7. D
8. C
9. D
10. A
11. A
12. D
13. C
14. C
15. C
16. A
17. B
18. A
19. D
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com