Odia Grammar MCQ For Online Test 2022
Probable Odia Grammar MCQ For Online Test (Part 35)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Online Test
Questions |
1. କେଉଁଟି କୃଦନ୍ତ ପଦ?
A) ମାନସିକ
B) ଶାରୀରିକ
C) ବାର୍ଷିକ
D) ହରଣ
2. ‘ସଅଳ’ ଶବ୍ଦର ବିପରୀତ ଶବ୍ଦ ଲେଖ ।
A) ଅସକଳ
B) ଉଛୁର
C) ସକଳ
D) ଅସଅଳ
3. ‘ଚମ୍ପାଫୁଲିଆ’ କେଉଁ ଅର୍ଥରେ ତଦ୍ଧିତ ପଦ ହୋଇଛି?
A) ତିଆରି
B) ତୁଳନା
C) ଆତିଶଯ୍ୟ
D) ସ୍ଵଅର୍ଥରେ
4. ମୁନିବ ଭୃତ୍ୟ ଦ୍ଵାରା ଜିନିଷ ଅଣାଇଲେ । ଏଠାରେ କିୟା ପ୍ରୟୋଜନ କର୍ତ୍ତାକାରକ ପଦ?
A) ମୁନିବ
B) ଭୃତ୍ୟ ଦ୍ଵାରା
C) ମୁନିବ
D) ଅଣାଇଲେ
5. ‘ହାତ କରିବା’- ଏହି ରୂଢିଟିର ଅର୍ଥ କ’ଣ?
A) ନେହୁରା ହେବା
B) କୌଶଳରେ କଂଳାଳଗ୍ରସ୍ତ କରାଇବା
C) କୌଶଳରେ ଜୀବିକାରୁ ଉଚ୍ଛେଦ କରାଇବା
D) କୌଶଳରେ ଆୟତ୍ତ କରିବା
6. କେଉଁଟି ସଠିକ ଶବ୍ଦ ନିରୂପଣ କର ।
A) ସର୍ବଜନିନ
B) ସର୍ବଜନୀନ
C) ସାର୍ବଜନିନ
D) ସାର୍ବଜନୀନ
7. ‘କଅଁଳ’ ଶବ୍ଦର ମୂଳ ସଂସ୍କୃତ ଶବ୍ଦ କ’ଣ?
A) କଅଁଳା
B) କୋମଳିଆ
C) କୋମଳ
D) କଅଁଳିଆ
8. କେଉଁଟି ଧ୍ଵନ୍ୟାତ୍ମକ ଶବ୍ଦ?
A) ବାସନକୁସନ
B) କାମଦାମ
C) ଫରଫର
D) ଘରଫର
9. ମୁଖଗହ୍ଵରର ସର୍ବୋଚ୍ଚ ସ୍ନାନ ଭାବେ କାହାକୁ ଗ୍ରହଣ କରାଯାଏ?
A) ଦାନ୍ତ
B) ମୂର୍ଦ୍ଧା
C) ଶ୍ଵାସନଳୀ
D) ଓଷ୍ଠ
10. ‘ଏକା ମାଧିଆ ବାଇଶି ଫଳ’ ରୂଢିର ଅର୍ଥ କ’ଣ?
A) ଉପରେ ପଡ଼ି କହିବା
B) ଜଣକୁ ସମ୍ଭାଳିବା କଷ୍ଟ
C) ଯୋଗ୍ୟ ବ୍ୟକ୍ତି
D) ସ୍ମରଣୀୟ ବ୍ୟକ୍ତି
Odia Grammar Mcq Expected Question – Part 2
11. ‘ପଙ୍କଳ’ କେଉଁ ପ୍ରକାର ଶବ୍ଦ?
A) ଯୋଗରୂଢ
B) ଜଟିଳ
C) ଯୌଗିକ
D) ରୂଢି
12. ‘ନିଃସନ୍ଦେହ’ ଶବ୍ଦଟିରେ ବ୍ୟବହୃତ ‘ନିର’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ଅତିଶୟ
B) ନିମ୍ନ
C) ବିରୋଧ
D) ଉତ୍କର୍ଷ
13. ‘ଖର୍ବକାୟ’ ଶବ୍ଦର ବିପରୀତ ଶବ୍ଦ ଲେଖ ।
A) ଦୀର୍ଘକାୟ
B) ଲମ୍ବକାୟ
C) ଅକାୟ
D) ସୁକାୟ
14. କେଉଁଟି ବିଧେୟ ବିଶେଷଣ?
A) ସେହି ପର୍ବତ
B) ଖଟା ଫଳ
C) ରାମ ସତ୍ୟବାଦୀ
D) କଳନ୍ତା ନିଆଁ
15. ବାପା ସକାଳେ ଗୀତା ପଢ଼ନ୍ତି – ଏ ଉକ୍ତିରେ ‘ସକାଳେ’ କି ପ୍ରକାର କାରକ?
A) ଅପାଦାନ
B) କର୍ମ
C) କରଣ
D) ଅଧିକରଣ
Important Odia Grammar MCQ – Part 3 (Expected question)
16. ‘ଆଦାନ’ ଶବ୍ଦରେ ‘ଆ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ବିପରୀତ
B) ସୀମା
C) ସମ୍ୟକ୍
D) ପର୍ଯ୍ୟନ୍ତ
17. ଯେଉଁ ଶବ୍ଦ ତାହାର ପ୍ରକୃତି ଓ ପ୍ରତ୍ୟୟଗତ ଅର୍ଥକୁ ପ୍ରକାଶ ନକରି ଏକ ନୂତନ ଅର୍ଥ ପ୍ରକାଶ କରେ। ସେହି ଶବ୍ଦକୁ କ’ଣ କୁହାଯାଏ?
A) ଯୌଗିକ ଶବ୍ଦ
B) ଜଟିଳ ଶବ୍ଦ
C) ରୂଢ଼ି ଶବ୍ଦ
D) ଯୋଗରୂଢ ଶବ୍ଦ
18. କେଉଁଟି ‘ବିଜୁଳି’ର ପ୍ରତିଶବ୍ଦ ନୁହେଁ ।
A) ଶମ୍ପା
B) କାଶ୍ୟପୀ
C) ଐରାବତୀ
D) ଶତହ୍ରଦା
19. କେଉଁ ଶବ୍ଦଟି ‘କଇଁ’ ଶବ୍ଦର ପ୍ରତିଶବ୍ଦ ନୁହେଁ?
A) କୁମୁଦିନୀ
B) କୁମୁଦ
C) କାକପୁଷ୍ଟ
D) କୈରବ
20. ଟ୍ରାଜେଡ଼ି ଶବ୍ଦଟି କେଉଁ ଭାଷାରୁ ଆସିଛି?
A) ଚୀନ୍
B) ଆରବୀ
C) ଇଂରାଜୀ
D) ଗ୍ରୀକ୍
Latest Odia Grammar Mcq – Part 11
Answers |
1. D
2. B
3. B
4. C
5. D
6. D
7. C
8. C
9. B
10. B
11. A
12. A
13. A
14. C
15. D
16. A
17. C
18. B
19. C
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com