Odia Grammar MCQ For OPSC ASO
Odia Grammar MCQ – Part 9
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ନିମ୍ନଲିଖୁତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ନୁହେଁ ?
(A) ପାଣି
(B) ବୈଜ୍ଞାନିକ
(C) ପତ୍ର
(D) ଭାତ
2. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ବ୍ୟବହୃତ ହୁଏ, ତାକୁ କ’ଣ କହନ୍ତି ?
(A) ତତଭବ
(B) ତତସମ
(C) ଦେଶଜ
(D) ବୈଦେଶିକ
3. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କଣ କହନ୍ତି ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ
4. ତତ୍ସମ, ତଭବ ଶବ୍ଦରେ ଥିବା ‘ତତ୍’ କେଉଁ ଅର୍ଥରେ ବ୍ୟବହୃତ ?
(A) ଭଗବାନ
(B) ଈଶ୍ଵର
(C) ସତ୍
(D) ସଂସ୍କୃତ
5. ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ, ତାକୁ କ’ଣ କହନ୍ତି ?
(A) ତତ୍ସମ
(B) ତଭବ
(C) ଦେଶିଜ
(D) ବୈଦେଶିକ
6. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?
(A) ଭାଗିନେୟ
(B) ଦାଢ଼ିଆ
(C) ଭୋଜନ
(D) ପାଟରା
7. ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ?
(A) ତମ
(B) ତତଭବ
(C) ଦେଶଜ
(D) ବୈଦେଶିକ
8. କେଉଁଟି ବୈଦେଶିକ ଶବ୍ଦ ?
(A) ଆବାସ
(B) ଉଆସ
(C) ଟେବୁଲ
(D) ଭାତ
9. ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାରସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି ?
(A) କାମିଜ
(B) ଅଇନା
(C) ଗାଳିଷ୍ଟ
(D) ଟାଜନ
Odia Grammar Mcq Expected Question – Part 2
10. କେଉଁ ଶବ୍ଦଟି ଅନ୍ୟ ତିନୋଟିଠାରୁ ପୃଥକୁ ଚିହ୍ନାଅ ।
(A) ଖାଦ୍ୟ
(B) ଖୋଦନ
(C) ବୃକ୍ଷ
(D) ଗିନା
11. କାଠ, ପଥର, ତାଳପତ୍ର, କାଗଜ ଆଦିର ଚିକ୍କଣ ପୃଷ୍ଠାରେ ଧ୍ବନି ଲେଖା ହେଇଥିବାରୁ ତାକୁ କ’ଣ କୁହାଯାଏ ?
(A) ଲିପି
(B) ବର୍ଣ୍ଣ
(C) ଅକ୍ଷର
(D) କ୍ଷର
12. ଧ୍ଵନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ’ଣ କହନ୍ତି ?
(A) ଲିପି
(B) ଅକ୍ଷର
(C) ଆକୃତି
(D) ବର୍ଣ୍ଣ
13. ଧ୍ବନିକୁ ଦୀର୍ଘକାଳ ସ୍ଥାୟୀରୁପ ଦେଉଥିବାରୁ ତାକୁ କଣ କୁହାଯାଏ ?
(A) ବର୍ଣ୍ଣ
(B) ଲିପି
(C) ଅକ୍ଷର
(D) ଆକୃତି
14. ସ୍ବର ଧ୍ବନି କାହାକୁ କହନ୍ତି ?
(A) ଯେଉଁ ଧ୍ବନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ ।
(B) ଯେଉଁ ଧ୍ୱନି ଅନ୍ୟର ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ।
(C) ଯେଉଁ ଧ୍ୱନି ଅନ୍ୟର ଅକୁ ସାହାଯ୍ୟରେ ଢ଼ଳାରିତ
(D) ଯେଉଁ ଧ୍ୱନି ଅନ୍ୟର ବହୁତ ସାହାଯ୍ୟ ନେଇ ଉଚ୍ଚାରିତ
Importata Odia Grammar MCQ – Part 3 (Expected question)
15. ସ୍ବର ଧ୍ବନି ସାହାଯ୍ୟରେ ଯେଉଁ ଧ୍ବନି ଉଚ୍ଚାରିତ ହୁଏ ତାକୁ କ’ଣ କହନ୍ତି ?
(A) ସ୍ଵର ବର୍ଣ୍ଣ
(B) ବ୍ୟଞ୍ଜନ ବର୍ଣ୍ଣ
(C) ମିଶ୍ରିତ ସ୍ଵରବର୍ଣ୍ଣ
(D) ଯୁକ୍ତ ବର୍ଣ୍ଣ
16. ପ୍ରାଥମିକ ସ୍ତର ପାଠ୍ୟ ପୁସ୍ତକରେ କେତୋଟି ସ୍ଵର ବର୍ଣ୍ଣ ଶିକ୍ଷା ଦିଆଯାଏ ?
(A) ଏଗାରଟି
(B) ବାରଟି
(C) ଷୋହଳଟି
(D) ଛଅଟି
17. ଦୀର୍ଘ ର ଶିକ୍ଷା ଦେବାର ସପକ୍ଷ ସୁଭିଟି କଣ ?
(A) ଏହା ଏକ ସରଳ ଲିପି ନୁହେ
(B) ଏଥିରେ ଓଡ଼ିଆରେ ଶବ୍ଦ ନାହିଁ
(C) ଏହାର ମାତ୍ରାରୂପ ଓଡ଼ିଆରେ ବ୍ୟବହୃତ ।
(D) ଏହାକୁ ଅନେକ ଦିନରୁ ଜଠାଇ ଦିଆଯାଇଛି
18. ସ୍ଵରବର୍ଣ୍ଣର ସଂକେତିକ ରୂପକୁ କ’ଣ କୁହାଯାଏ ?
(A) ଫଳା
(B) ମାତ୍ରା
(C) ସାକେତିକରୂପ
(D) ସଙ୍କେତ
19. ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ’ଣ କୁହାଯାଏ ?
(A) ଫଳା
(B) ମାତ୍ରା
(C) ହଳନ୍ତ
(D) ଯୁକ୍ତାକ୍ଷର
20. ଫୁସଫୁସରୁ ଆସୁଥିବା ବାୟୁ ନିର୍ଗତ ହେବାବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ’ଣ କହନ୍ତି ?
(A) ବାୟୁଦ୍ଵାର
(B) ମୁଖଗହ୍ବର
(C) ସ୍ବରଯନ୍ତ୍ର
(D) କଥନ ଅଙ୍ଗ
Latest Odia Grammar Mcq – Part 8
Answers |
1. B
2. B
3. B
4. D
5. D
6. C
7. C
8. C
9. A
10. D
11. A
12. D
13. C
14. A
15. B
16. A
17. C
18. B
19. A
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com