Odia Grammar MCQ For OSSSC [March 2022]
Odia Grammar MCQ For OSSSC (Part 15)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ସୁତା – କାହାର ପ୍ରତିଶବ୍ଦ?
a. ଝିଅ
b. ଜଳ
c. ଘୋଡ଼ା
d. ଗାଈ
2. ସବିତାକୁ ତାଙ୍କ ଘରଲୋକ ଭଲ ପାଆନ୍ତି | ଏହି ବାକ୍ୟରେ “ଭଲ ପାଆନ୍ତି” ପଦଟି କେଉଁ ପ୍ରକାରର କ୍ରିୟା ?
a. ଅସମାପିକା
b. ମିଶ୍ର
c. ସମାପିକା
d. ପ୍ରେରଣାର୍ଥକ
3. ତାଙ୍କର _________ ଦେଖ ବିକଳ ଲାଗେ?
a. ଦୁରାବସ୍ଥା
b. ଦୂରବସ୍ଥା
c. ଦୁରବସ୍ଥା
d. ଦୂରାବସ୍ଥା
4. ଶୁଦ୍ଧ ଶବ୍ଦଟି ଚିହ୍ନଟ କର?
a. ଶାରିରିକ
b. ଶାରିରୀକ
c. ଶାରୀରିକ
d. ଶାରୀରୀକ
5. ଶୁଦ୍ଧ ଶବ୍ଦଟି ଚିହ୍ନଟ କର?
a. ଭୌଗଳିକ
b. ଭୌଗୋଳିକ
c. ଭୂଗୋଳିକ
d. ଭୂଗୋଳିକ
6. ଶୁଦ୍ଧ ଶବ୍ଦଟି ଚିହ୍ନଟ କର?
a. ଶିକ୍ଷୟତ୍ରୀ
b. ଶିକ୍ଷୟିତ୍ରୀ
c. ଶିକ୍ଷୟିତ୍ରି
d. ଶିକ୍ଷୟୀତ୍ରି
7. ଶୁଦ୍ଧ ଶବ୍ଦଟି ଚିହ୍ନଟ କର?
a. ପୌରହିତ୍ୟ
b. ପୌରହିତ
c. ପୌରୋହିତ୍ୟ
d. ପୌରୋହିତ
8. ରାମଚନ୍ଦ୍ର _______ ମନରେ ସୀତାଙ୍କୁ ଖୋଜିବାକୁ ଲାଗିଲେ |
a. ବିସର୍ଣ୍ଣ
b. ବିଷର୍ଣ୍ଣ
c. ବିଷଣ୍ଣ
d. ବିଶର୍ଣ୍ଣ
9. ପଢୁଅଛନ୍ତି – କେଉଁ କାଳର ଉଦାହରଣ?
a. ଅସମ୍ପନ୍ନ ବର୍ତ୍ତମାନ କାଳ
b. ସାଧାରଣ ବର୍ତ୍ତମାନ କାଳ
c. ସମ୍ପନ୍ନ ବର୍ତ୍ତମାନ କାଳ
d. ସାଧାରଣ ଅତୀତ କାଳ
Odia Grammar Mcq Expected Question – Part 2
10. ‘ଆ’ ପ୍ରତ୍ୟୟ କେଉଁ କାଳରେ ବ୍ୟବହାର କରାଯାଏ?
a. ଅତୀତ
b. ଭବିଷ୍ୟତ
c. ବର୍ତ୍ତମାନ
d. ଉପରକ୍ତ ସବୁ
11. ଇଲା – ପ୍ରତ୍ୟୟ କେଉଁ କାଳରେ ବ୍ୟବହାର କରାଯାଏ?
a. ଅତୀତ
b. ଭବିଷ୍ୟତ
c. ବର୍ତ୍ତମାନ
d. ଉପରକ୍ତ ସବୁ
12. ଇବା – ପ୍ରତ୍ୟୟ କେଉଁ କାଳରେ ବ୍ୟବହାର କରାଯାଏ?
a. ଅତୀତ
b. ଭବିଷ୍ୟତ
c. ବର୍ତ୍ତମାନ
d. ଉପରକ୍ତ ସବୁ
13. ଧାତୁ ମୌଳିକ ହେଉ ବା ବ୍ୟୁତ୍ପନ୍ନ ହେଉ ଶେଷରେ ଲାଗୁଥିବା ବର୍ଣ୍ଣ ବା ବର୍ଷର ସମଷ୍ଟିକୁ କ’ଣ କୁହାଯାଏ?
a. କ୍ରିୟା ବିଭକ୍ତି
b. ମୂଳଧାତୁ
c. ବିଶେଷ୍ୟ ନାମ ଧାତୁ
d. କୌଣସି ନୁହେଁ
14. ଓଡିଆରେ ବିବିଧ ଅସମାପିକା କ୍ରିୟା ବିଭକ୍ତିରେ ପରିଲକ୍ଷିତ ହୋଇଥାଏ | ବାକ୍ୟଟି –
a. ସତ୍ୟ ଅଟେ
b. ମିଥ୍ୟା ଅଟେ
c. କହିହେବ ନାହିଁ
d. କୌଣସି ନୁହେଁ
Important Odia Grammar MCQ – Part 3 (Expected question)
15. ବିଭିନ୍ନ ଧାତୁରେ ପ୍ରଥମେ କାଳସୂଚକ ବିଭକ୍ତି ଯୋଗ ହୋଇ ପରେ ପୁରୁଷ-ବଚନ ସୂଚକ ବିଭକ୍ତି ଲାଗିଥାଏ | ବାକ୍ୟଟି –
a. ସତ୍ୟ ଅଟେ
b. ମିଥ୍ୟା ଅଟେ
c. କହିହେବ ନାହିଁ
d. କୌଣସି ନୁହେଁ
16. ଓଡ଼ିଆ ସମାପିକା କ୍ରିୟାରେ କେତୋଟି ପୁରୁଷ ବଚନସୂଚକ ବିଭଳି ଯୋଗ ହେଉଥିବା ଦେଖିବାକୁ ମିଳିଥାଏ |
a. 10
b. 13
c. 7
d. 5
17. ଅନ୍ତି – କେଉଁ ପୁରୁଷ ବଚନ ଉଦାହରଣ?
a. ତୃତୀୟ ପୁରୁଷ ବହୁବଚନ
b. ଦ୍ୱିତୀୟ ପୁରୁଷ ବହୁବଚନ
c. ତୃତୀୟ ପୁରୁଷ ଏକବଚନ
d. ପ୍ରଥମ ପୁରୁଷ ଏକବଚନ
18. ସେ ଯାଉ ଯାଉ ପଡିଗଲା | ବାକ୍ୟରେ କେଉଁ କ୍ରିୟାର ବ୍ୟବହାର ହୋଇଛି?
a. ଅସମ୍ପନ୍ନ ସୂଚକ ଅସମାପିକା
b. ସମ୍ପନ୍ନ ସୂଚକ ଅସମାପିକା
c. ଅସମ୍ପନ୍ନ ସୂଚକ ସମାପିକା
d. ସମ୍ପନ୍ନ ସୂଚକ ସମାପିକା
19. ଅର୍ଥଗତ ଭିନ୍ନତାର ଦ୍ୟୋତକ ଭାବରେ ସମାପିକା କ୍ରିୟା ଭିନ୍ନ ଭିନ୍ନ ରୂପରେ ବ୍ୟବହୃତ ହୋଇଥାଏ | ବାକ୍ୟଟି –
a. ସତ୍ୟ ଅଟେ
b. ଭଲ ଅଟେ
c. କହି ହେବନି
d. କୌଣସି ନୁହେଁ
20. ଦୁଇଟି କାର୍ଯ୍ୟ ଏକ ସମୟରେ ହେଉଥିଲେ । ଏଠାରେ କେଉଁ କ୍ରିୟା ହୁଏ?
a. ସମାପିକା
b. ଅସମାପିକା
c. ମିଶ୍ର
d. ଅମିଶ୍ର
Latest Odia Grammar Mcq – Part 11
Answers |
1. A
2. C
3. C
4. C
5. B
6. B
7. C
8. C
9. A
10. A
11. A
12. B
13. A
14. B
15. A
16. A
17. A
18. A
19. B
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com