Odia Grammar MCQ for OSSTET
Odia Grammar MCQ For OSSTET (Part 18)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question (OSSTET)
Questions |
1. ହରି ଗ୍ରାମକୁ ଯାଇଅଛି | କ୍ରିୟାଟିର କାଳ ନିରୂପଣ କର?
a. ବର୍ତ୍ତମାନ ସାମୀପ୍ୟ ଭୂତକାଳ
b. ଅନଦ୍ୟତନ ଭୂତ
c. ଅସମ୍ପନ୍ନ ଭୂତ
d. ପ୍ରାଗ୍ ଭୂତ
2. ରବିବାର ଦିନ କଟକରେ ସଭା ହୋଇଥିବା | କ୍ରିୟାଟିର କାଳ ନିରୂପଣ କର?
a. ଆନୁମାନିକ ଭୂତ
b. ନିତ୍ୟ ପ୍ରବୃତ୍ତ ଭୂତ
c. ପ୍ରାଗ୍ ଭୂତ
d. ଅସମ୍ପନ୍ନ ଭୂତ
3. ଭାତ ଫୁଟୁଥିଲା | କ୍ରିୟାଟିର କାଳ ନିରୂପଣ କର?
a. ଅନଦ୍ୟତନ ଭୂତ
b. ଆନୁମାନିକ ଭୂତ
c. ଅଦ୍ୟତନ ଭୂତ
d. କେଉଁଟି ବି ନୁହେଁ
4. ତୁମେ କୁଆଡେ ଯାଇଥିଲେ | କ୍ରିୟାଟିତ ପୁରୁଷ ଓ ବଚନ ନିର୍ଣ୍ଣୟ କର?
a. ଦ୍ୱିତୀୟ ପୁରୁଷ ଏକବଚନ
b. ତୃତୀୟ ପୁରୁଷ ଏକବଚନ
c. ଦ୍ୱିତୀୟ ପୁରୁଷ ବହୁବଚନ
d. ପ୍ରଥମ ପୁରୁଷ ବହୁବଚନ
5. ମୁଁ ଖାଉଅଛି | କ୍ରିୟାଟିର ପୁରୁଷ ଓ ବଚନ ନିଶ୍ଚୟ କର?
a. ଦ୍ୱିତୀୟ ପୁରୁଷ ଏକବଚନ
b. ତୃତୀୟ ପୁରୁଷ ଏକବଚନ
c. ଦ୍ୱିତୀୟ ପୁରୁଷ ବହୁବଚନ
d. ପ୍ରଥମ ପୁରୁଷ ଏକବଚନ
6. ଯେଉଁ କ୍ରିୟା ଦ୍ଵାରା ଭବିଷ୍ୟତ ଘଟଣାର ସମ୍ଭାବନା ସୂଚିତ ହୋଇଥାଏ, ସେ କ୍ରିୟାର ଜାଳକୁ __ କୁହାଯାଏ?
a. ପ୍ରାଗ୍ ଭବିଷ୍ୟତ
b. ନିତ୍ୟ ପ୍ରବୃତ୍ତ ଭବିଷ୍ୟତ
c. ସମ୍ଭାବ୍ୟ ଭବିଷ୍ୟତ
d. ଅସମ୍ପନ୍ନ ଭବିଷ୍ୟତ
7. କର୍ତ୍ତାର ଯେଉଁ ପୁରୁଷ ଓ ବଚନ ଥାଏ | କ୍ରିୟାର ମଧ୍ୟ ସେହି ପୁରୁଷ ଓ ବଚନ ହୁଏ | ବାକ୍ୟଟି –
a. ଭଲ ଅଛି
b. ସତ୍ୟ ଅଟେ
c. କିଛି ପରିମାଣରେ ଠିକ୍ ଅଛି
d. କହି ହେବ ନାହିଁ
8. କରୁ – କ୍ରିୟାଟିର କାଳ ନିରୂପଣ କର?
a. ବିଶୁଦ୍ଧ ବର୍ତ୍ତମାନ
b. ସମ୍ଭାବ୍ୟ ବର୍ତ୍ତମାନ
c. ନିତ୍ୟପ୍ରବୃତ୍ତ ବର୍ତ୍ତମାନ
d. କେଉଁଟି ନୁହେଁ
9. ମଧୁ ଖାଇଲା, ତା ଆଗରୁ ହରି ଖାଇଲା | କ୍ରିୟାଟିର କାଳ ନିରୂପଣ କର?
a. ଅଦ୍ୟତନ ଭୂତ
b. ଅନଦ୍ୟ ଭୂତ
c. ବର୍ତ୍ତମାନ ସାମିପ୍ୟ କୃତ
d. ପ୍ରାଗ୍ ଭୂତ
10. ଆଙ୍କିବା – କେଉଁ କ୍ରିୟା?
a. ସକର୍ମକ
b. ଅକର୍ମକ
c. ଅସମାପିକା
d. କେଉଁଟି ନୁହେଁ
Odia Grammar Mcq Expected Question – Part 2
11. ଅପଚୟ — ବିପରୀତ ଶବ୍ଦ ଚିହ୍ନଟ କର?
a. ସପଚୟ
b. ପଚୟ
c. ନିପଚୟ
d. ଉପଚୟ
12. ଆଚାର – ବିପରୀତ ଶବ୍ଦ ଚିହ୍ନଟ କର?
a. ବିଚାର
b. ଉପଚୟ
c. ଅନାଚାର
d. ସପଚାର
13. ଆବଶ୍ୟକ – ବିପରୀତ ଶବ୍ଦ ଚିହ୍ନଟ କର?
a. ନାବଶ୍ୟକ
b. ଅତ୍ୟାବଶ୍ୟକ
c. ଅନାବଶ୍ୟକ
d. କେଉଁଟି ନୁହେଁ
14. ଚୋର – ବିପରୀତ ଶବ୍ଦ ଚିହ୍ନଟ କର?
a. ସାଧୁ
b. ସାଧୂ
c. ଅସାଧୁ
d. କୌଣସି ନୁହେଁ
15. ଈଶତ – ବିପରୀତ ଶବ୍ଦ ଚିହ୍ନଟ କର?
a. ଅନଈଷତ
b. ସଷତ
c. ପ୍ରଭୃତ
d. ନିଷତ
Important Odia Grammar MCQ – Part 3 (Expected question)
16. ଉକ୍ତ – ବିପରୀତ ଶବ୍ଦ ଚିହ୍ନଟ କର?
a. ବ୍ୟକ୍ତ
b. ଅନୁକ୍ତ
c. ନିଯୁକ୍ତ
d. ଶୁକ୍ତ
17. ଗୋଟା – ବିପରୀତ ଶବ୍ଦ ଚିହ୍ନଟ କର?
a. ଯୋଡ଼ା
b. ଲମ୍ବା
c. ସିଧା
d. ପିଧା
18. କୃତିମ – ବିପରୀତ ଶବ୍ଦ ଚିହ୍ନଟ କର?
a. ଆକୃତିମ
b. ନିକୃତିମ
c. ପ୍ରାକୃତିକ
d. କେଉଁଟି ନୁହେଁ
19. ଚିରସ୍ଥାୟୀ – – ବିପରୀତ ଶବ୍ଦ ଚିହ୍ନଟ କର?
a. ଅସ୍ଥାୟୀ
b. ଷଣସ୍ଥାୟୀ
c. ସ୍ଥାୟୀ
d. କେଉଁଟି ନୁହେଁ
20. ତନ୍ଦ୍ରା – ବିପରୀତ ଶବ୍ଦ ଚିହ୍ନଟ କର?
a. ଅତନ୍ଦ୍ରା
b. ନିତନ୍ଦ୍ରା
c. ସତନ୍ଦ୍ରା
d. ତବତ
Latest Odia Grammar Mcq – Part 11
Answers |
1. A
2. A
3. D
4. A
5. D
6. C
7. B
8. C
9. D
10. D
11. D
12. C
13. C
14. A
15. C
16. B
17. A
18. C
19. B
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com