Odia Grammar MCQ For OTET Exam 2022
Odia Grammar MCQ – Part 10
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. କ, ଚ, ଟ, ତ, ପ – ଏଥିରୁ ତାଲବ୍ୟ ବର୍ଷ କେଉଁଟି ?
(A) କ
(B) ଚ
(C) ଟ
(D) ପ
2. “ଜରୁଥାଇ ଦତ୍ତ୍ୱବର୍ଣ୍ଣ ଉଚ୍ଚାରଣ’- ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା ?
(A) କଖଗଘଡ •
(B) ଚଛଜଝଞ୍ଜ
(C) ଟଠଡ଼ଢଣ
(D) ତଥଦଧନ
3. ବଗ୍ୟ ବ୍ୟଞ୍ଜନ କେତୋଟି ?
(A) ୨୫ଟି
(B) ୨୦ଟି
(C) ୧୫ଟି
(D) ୧୦ଟି
4. ଯ, ର, ଳ, ୱ – ଏହି ବର୍ଣ୍ଣଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ କାହିଁକି ?
(A) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ଥାଏ
(B) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ରହିବା କଥା
(C) ଏଗୁଡ଼ିକ ବଗ୍ୟବର ଶେଷରେ ଥାଏ ।
(D) କୌଣସିଟି ସ୍ଥିର ନୁହେଁ
5. ନିମ୍ନ ଧ୍ବନିମାନଙ୍କରୁ କେଉଁଟି ନାସିକ ଧ୍ବନି ନୁହେଁ ?
(A) ଗ
(B) ଉଁ
(C) ଣ
(D) ମ
6. ନିମ୍ନ ବର୍ତ୍ତମାନଙ୍କ ମଧ୍ୟରୁ ଉର୍ଷ ବର୍ଣ୍ଣ କେଉଁଟି ?
(A) ଯ
(B) ଶ
(C) ର
(D) ଘ
7. କେଉଁଟି ଠିକ୍ ବାଛି ?
(A) ବାଡ଼
(B) କଢ଼
(C) ଧାଡ଼ି
(D) ଢ଼ିବା
8. ଆମ ବର୍ଣ୍ଣମାଳାର ଶେଷ ବର୍ଣ୍ଣ କିଏ ?
(A) ଓ
(B) ହ
(C) ମ
(D) କ୍ଷ
9. ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ବକୁ ଆଦ୍ୟରେ ରଖି ଯେଉଁ କବିତା ଲେଖାଯାଏ ତାକୁ କ’ଣ କହନ୍ତି ?
(A) ଚଉତିଶା
(B) କେଶବକୋଇଲି
(C) ଜଣାଣ
(D) ଭଜନ
Odia Grammar Mcq Expected Question – Part 2
10. ସ୍ଵତନ୍ତ୍ର ଯୁକ୍ତ ବ୍ୟଞ୍ଜନଟି କିଏ ଚିହ୍ନା ?
(A)ଷ୍ଟ୍ର
(B) ନ୍ଧ
(C) ଷ୍ଟ
(D) କୌ
11. ଯୁକ୍ତ ବ୍ୟଞ୍ଜନଟି ଚିହ୍ନାଅ ।
(A) ଙ୍କ
(B) ଙ୍ଗ
(C) ଞ୍ଚ
(D) ସ୍ପ
12. ନନ୍ଦନ – ଏହି ଶବ୍ଦରେ ଥିବା ଦୁଇଟି ‘ନ’ ମଧ୍ୟରୁ ନିରନୁନାସିକ କିଏ ?
(A) ପ୍ରଥମ ‘ନ’
(B) ଶେଷ ‘ନ’
(C) କେଉଁଟି ନୁହେଁ
(D) ଉଭୟ ‘ନ’
13. ଅର୍ଥପ୍ରକାଶ କରୁଥିବା ଗୋଟିଏ ବର୍ଣ୍ଣ ବା ବର୍ଣ୍ଣର ସମଷ୍ଟିକୁ କ’ଣ କହନ୍ତି ?
(A) ଅକ୍ଷର
(B) ଲିପି
(C) ଶବ୍ଦ
(D) ବାକ୍ୟ
14. ଗୋଟିଏ ଶବ୍ଦରୁ ଗୋଟିଏ ବା କେତୋଟି ବର୍ଣ୍ଣ ବାହାର କରି ନେଲେ ତାହା ଶବ୍ଦର କେଉଁ ଗୁଣକୁ କ୍ଷୁର୍ଣ୍ଣ କରେ ?
(A) ସୌନ୍ଦର୍ଯ୍ୟହାନି
(B) ଉଚ୍ଚାରଣଗତ ତୃଟି
(C) ଅର୍ଥ ପ୍ରକାଶ କରି ନଥାଏ
(D) କିଛି କ୍ଷୁର୍ଣ୍ଣ ହୁଏ ନାହିଁ
Important Odia Grammar MCQ – Part 3 (Expected question)
15. ଯେଉଁ ଶବ୍ଦରେ କୌଣସି ପ୍ରତ୍ୟୟ ଯୋଗ ହୋଇ ନଥାଏ, ତାକୁ କ’ଣ କହନ୍ତି ?
(A) ମୌଳିକ ଶବ୍ଦ
(B) ଯୌଗିକ ଶବ୍ଦ
(C) ବ୍ଯାପନ୍ନ ଶବ୍ଦ
(D) ବ୍ୟୁତ୍ପାଦିତ ଶବ୍ଦ
16. ନିମ୍ନ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ?
(A) ପାଠୁଆ
(B) ଅପାଠୁଆ
(C) ପାଈ
(D) ପାଠ
17. ଭାଷାର ସର୍ବନିମ୍ନ ଏକକକୁ କ’ଣ କହନ୍ତି ?
(A) ଧ୍ବନି
(B) ଲିପି
(C) ମାତ୍ରା
(D) ଫଳା
18. ପ୍ରତ୍ୟେକ ଜୀବ ନିଜ ମନର ଭାବକୁ କିପରି ପ୍ରକାଶ କରିଥାନ୍ତି ?
(A) ଧୂନିଦ୍ଵାରା
(B) ଅଙ୍ଗଭଙ୍ଗୀଦ୍ଵାରା ।
(C) ଇଙ୍ଗିତ ଦ୍ଵାରା
(D) ଧ୍ବନି ଓ ଅଙ୍ଗଭଙ୍ଗୀଦ୍ଵାରା
19. ଧ୍ବନିର ଲିଖୁତ ରୂପକୁ କ’ଣ କହନ୍ତି ?
(A) ବର୍ଷ
(B) ଅକ୍ଷର
(C) ଲିପି
(D) ଲିଖୁତ ଧ୍ବନି
20. ଧୂନି ପଦ୍ଧତି ବଦ୍ଧ ହେଲେ କ’ଣ ହୁଏ ?
(A) ବର୍ଣ୍ଣ
(B) ଲିପି
(C) ଅର୍ଥପୂର୍ଣ୍ଣ
(D) କେଉଁଟି ନୁହେଁ
Latest Odia Grammar Mcq – Part 9
Answers |
1. B
2. B
3. A
4. C
5. A
6. B
7. A
8. D
9. A
10. B
11. D
12. A
13. C
14. C
15. A
16. D
17. A
18. D
19. A
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com